Browsing Category

ନ୍ୟୁଜ୍

କୋଲକାତାରେ ବିଜେପିର ନବାନ୍ନ ପଦଯାତ୍ରା । ବିଜେପି କର୍ମୀ ଓ ପୋଲିସଙ୍କ ମଧ୍ୟରେ ଘମାଘୋଟ ଲଢେଇ

କନକ ବ୍ୟୁରୋ : ମଙ୍ଗଳବାର ଦିନ ଉଠିଛି ପଡିଛି ପଶ୍ଚିମବଙ୍ଗ ରାଜଧାନୀ କୋଲକାତା । କେଉଁଠି ବିଜେପିକର୍ମୀଙ୍କ ଉପରେ ଲାଠିମାଡ ତ ପୁଣି କେଉଁଠି ଲୁହବୁହା ଗ୍ୟାସ ପ୍ରୟୋଗ କରିଛି ପୁଲିସ । ଆଉ କେଉଁଠି ବିଜେପି ଓ ପୁଲିସ କର୍ମୀଙ୍କ ଭିତରେ ଦେଖିବାକୁ ମିଳିଛି ଧସ୍ତାଧସ୍ତି, ଟଣାଓଟରା । କିଛି…
Read More...

ରୁଷକୁ ଟକ୍କର ଦେଉଛି ୟୁକ୍ରେନ, ୨୦ଗାଁକୁ ରୁଷ କବଜାରୁ ଛଡାଇ ଆଣିଲା ୟୁକ୍ରେନ ସୈନ

କନକ ବ୍ୟୁରୋ : ୟୁକ୍ରେନ ଉପରେ ରୁଷର ଘମାଘୋଟ ଆକ୍ରମଣ ଫଳରେ ରକ୍ତାକ୍ତ ହୋଇପଡ଼ିଥିଲା ଅସହାୟ ୟୁକ୍ରେନ । ହା ହା ଚିତ୍କାରରେ କମ୍ପୁଥିଲା ପରିବେଶ, ବାରମ୍ବାର ଗୁଳିକାଣ୍ଡ ଆକ୍ରମଣରେ ୟୁକ୍ରେନ ଅଣନିଶ୍ୱାସୀ ହୋଇପଡ଼ିଥିଲା । ରୁଷକୁ ହରାଇବାକୁ ପ୍ରାଣପ୍ରଣେ ଚେଷ୍ଟା କରୁଥାଏ ୟୁକ୍ରେନ । ହେଲେ ଏହାରି…
Read More...

୬ ମାସରେ ପୁଟିନଙ୍କ ୭ ବନ୍ଧୁଙ୍କ ମୃତ୍ୟୁ। ଡାକ୍ତରଖାନାରେ ପଡି. ଦଉଡି ଦେଇ ଆତ୍ମହତ୍ୟାର ନେଲେ ଚରମ ନିଷ୍ପତ୍ତି ।

କନକ ବ୍ୟୁରୋ: ୨୦୨୨ ମାର୍ଚ୍ଚ ୩ ତାରିଖ । ଋଷର ସବୁଠାରୁ ବଡ ତୈଳ ବ୍ୟବସାୟୀ ଏବଂ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ନିକଟତମ ରାବିଲ ମଗନୋବ ୟୁକ୍ରେନ ଉପରେ ଆକ୍ରମଣ ନେଇ ଆଲୋଚନା କରିଥିଲେ । କଥାବାର୍ତ୍ତାରେ ଯୁଦ୍ଧ ଶେଷ କରିବା ପାଇଁ ଅପିଲ କରିଥିଲେ । ତେବେ ଏହାକୁ ବର୍ତ୍ତମାନ ୬ ମାସ…
Read More...

ଜଙ୍ଗଲରେ ସୁରକ୍ଷତି ନୁହଁନ୍ତି ଜନ୍ତୁ: ସୁବର୍ଣ୍ଣପୁରରେ ବେଧଡକ ଚାଲିଛି ବାଘ ଶିକାର

କନକ ବ୍ୟୁରୋ: ବାଘପାଲି ଜଙ୍ଗଲରୁ ବାଘ ମୃତଦେହ ଉଦ୍ଧାର, ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବନାଞ୍ଚଳ ଅନ୍ତର୍ଗତ ବାଘପାଲି ନିକଟ ଜଙ୍ଗଲରେ ଏକ ବାଘର ଗଳିତ ମୃତ ଦେହ ପଡିରହିଛି । ବାଘର ମୃତ କାରଣ ଏ ପର୍ୟ୍ୟନ୍ତ କିଛି ଜଣାପଡି ନାହିଁ । ବାଘର ମୃତଦେହ ଦେଖି ସ୍ଥାନୀୟ ଲୋକମାନେ ବନବିଭାଗକୁ ଖବର…
Read More...

ମାଛ ବଦଳରେ ମାଛ କଣ୍ଟାରେ ଲାଗିଲା କୁମ୍ଭୀର: ଉଦ୍ଧାର ପରେ ବନ ବିଭାଗକୁ ଖବର ଦେଲେ ଗ୍ରାମବାସୀ

କନକ ବ୍ୟୁରୋ: ମାଛ ବଦଳରେ ବନ୍ସିରେ ଧରାପଡ଼ିଲା କୁମ୍ଭୀର ଛୁଆ । ଯାଜପୁର ବରୀ ବ୍ଲକ ରମ୍ପା ଗାଁର କୁନା ମଲ୍ଲିକ ମାଛ ଧରିବାକୁ ଗାଁ ନିକଟ ପଗିଡିିଆ ନଦୀରେ ବନ୍ସି ପକାଇଥିଲେ । ସେହି ବନ୍ସିରେ ମାଛ ବଦଳରେ ଏକ କୁମ୍ଭୀର ଲାଗି ଯାଇଛି । କୁମ୍ଭୀରକୁ ନେଉଳିଆ ନିକଟରେ ରଖିଛନ୍ତି କୁନା । ଯାହାକୁ…
Read More...

ଜୀବନ ଯୁଦ୍ଧରେ ଯୁବକଙ୍କୁ ହରାଇ ପାରିନାହିଁ ଦୁର୍ଘଟଣା: ଗୋଟିଏ ଗୋଡ କଟି ଯିବା ପରେ ବି ଟ୍ରାକ୍ଟର ଚଳାଉଛନ୍ତି 

କନକ ବ୍ୟୁରୋ: ଯୁବକଙ୍କୁ ହରେଇ ପାରିନି ଦୁର୍ଘଟଣା । ଦୁର୍ଘଟଣା ହୁଏତ କିଛି ସମୟ ପାଇଁ ଜୀବନକୁ ଯନ୍ତ୍ରଣାମୟ କରିଥିଲା କିନ୍ତୁ ମନବଳ ଭାଙ୍ଗି ପାରିନି । କି ଦୁର୍ଘଟଣାର ଶିକାର ହେବା ପରେ ଜୀବନ ଯୁଦ୍ଧରେ ହାରି ଯାଇନାହାନ୍ତି କେନ୍ଦ୍ରାପଡ଼ା ଡେରାବିଶ ବ୍ଲକ ମଙ୍ଗଳପୁରର କ୍ଷୀରୋଦ ମଲିକ ।…
Read More...

କୋଭିଡ୍-୧୯କୁ ମାତ୍ ଦେବ ଯୋଗ, ଆୟୁର୍ବେଦ! ଆଇଆଇଟି ଦିଲ୍ଲୀର ଗବେଷଣାରୁ ଆସିଲା ତଥ୍ୟ।

କନକ ବ୍ୟୁରୋ: ଯୋଗ ଏବଂ ଆୟୁର୍ବେଦ କରୋନାର ଉଚ୍ଚତର ସଂକ୍ରମଣ ଚିକିତ୍ସାରେ ପ୍ରଭାବଶାଳୀ । ଦିଲ୍ଲୀ ଆଇଆଇଟିର ଏକ ରିସର୍ଚ୍ଚରେ ଏହି ତଥ୍ୟ ସାମ୍ନାକୁ ଆସିଛି । ସଂସ୍ଥାନ ପକ୍ଷରୁ ୩୦ଟି ଏହିଭଳି ରୋଗୀଙ୍କୁ ଚିକିତ୍ସା ବେଳେ ଏହି ତଥ୍ୟ ସାମ୍ନାକୁ ଆସିଥିଲା । ଦେବ ସଂସ୍କୃତି ବିଶ୍ୱବିଦ୍ୟାଳୟ…
Read More...

ଏମିତି ଆସେ ମୃତ୍ୟୁ: ବାଲିପଟଣା ଭୋଇସାହିରେ ଶୋଇବା ଶେଜରେ ଦମ୍ପତିଙ୍କୁ କାମୁଡି ଦେଲା ସାପ

କନକ ବ୍ୟୁରୋ: ଜମଦୂତ ସାଜିଲା ସାପ । ଶୋଇବା ଶେଯରେ କାମୁଡ଼ି ଦେଲା ବିଷଧର ସାପ । ଉଭୟ ସ୍ୱାମୀ-ସ୍ତ୍ରୀଙ୍କୁ ସାପ କାମୁ ଦେଇଛି । ତେବେ ଏଥିରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି । ଭୁବନେଶ୍ୱର ଉପକଣ୍ଠ ବାଲିପାଟଣା ବୋଧଖଣ୍ଡି…
Read More...

ଗଞ୍ଜେଇ ପାଇଁ ଚଢାଉ ବେଳେ ଜବତ ହେଲା ଲକ୍ଷାଧିକ ଟଙ୍କା: ବ୍ରହ୍ମପୁରରୁ କଟକ ଯାଉଥିବା ଘରୋଇ ବସରୁ ୩୩ ଲକ୍ଷ ୭୦ ହଜାର…

କନକ ବ୍ୟୁରୋ: ଗଂଜେଇ ପାଇଁ ଚଢାଉ ବେଳେ ବସ୍ରୁ ଜବତ ହେଲା ବିଡାବିଡା ଟଙ୍କା । ଘରୋଇ ଯାତ୍ରୀବାହି ବସ୍ରୁ ୩୩ ଲକ୍ଷ ୭୦ ହଜାର ଟଙ୍କା ଜବତ କରିଛି ବ୍ରହ୍ମପୁର ପୁଲିସ ଓ ଅବକାରୀ ବିଭାଗ । ଏହାସହ ଜଣଙ୍କୁ ଅଟକ ରଖି ପଚରାଉଚରା କରାଯାଉଛି । ବ୍ରହ୍ମପୁରରୁ କଟକ ଯାଉଥିବା ଏକ ବସ୍ରେ ଗଂଜେଇ ଚୋରା…
Read More...

ସିକନ୍ଦରାବାଦରେ ଭୟାବହ ଅଗ୍ନିକାଣ୍ଡରେ ୨ ଓଡ଼ିଆଙ୍କ ମୃତ୍ୟୁ: କଟକ ସତିଚଉରା ଅଞ୍ଚଳର ଚନ୍ଦନ ଜେଠୀ ଓ ପତ୍ନୀ ମିତାଲୀଙ୍କ…

କନକ ବ୍ୟୁରୋ: ହାଇଦ୍ରାବର ସିକନ୍ଦରାବାଦରେ ଘଟିଥିବା ଭୟାବହ ଅଗ୍ନିକାଣ୍ଡରେ ୨ଜଣ ଓଡ଼ିଆଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ସିକନ୍ଦରାବାଦରେ ଥିବା ଏକ ଇଲେକ୍ଟ୍ରି ସ୍କୁଟର ସୋରୁମ୍ରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଥିଲା । ଦମକଳ ବାହିନୀ ନିଆଁକୁ ଆୟତ କରିଥିଲେ ମଧ୍ୟ ୮ଜଣ ପ୍ରାଣ ହରାଇଛନ୍ତି ।…
Read More...