Browsing Category

ନ୍ୟୁଜ୍

ପାରାଦୀପରେ ଗୁଳିକାଣ୍ଡ : ଶ୍ରମିକ ନେତାଙ୍କୁ ବାଇକରେ ଆସି ଗୁଳି ମାଡ କଲେ ଦୁର୍ବୃତ

ପାରାଦୀପ: ପାରାଦୀପରେ ଗୁଳିକାଣ୍ଡ । ତାରିଣୀଗୁଡାରେ ଦୁଇ ଶ୍ରମିକନେତାଙ୍କୁ ଗୁଳି କରାଯାଇଛି । ଦୁଇ ଶ୍ରମିକନେତା ହେଲେ ଜ୍ୟୋତିକାନ୍ତ ପରିଡା ଏବଂ ଆଶୁତୋଷ ସ୍ୱାଇଁ । ସେମାନେ ତାରିଣୀଗୁଡାରେ ଠିଆ ହୋଇଥିବା ବେଳେ ବାଇକରେ ଦୁଇ ଜଣ ଆସି ତାଙ୍କୁ ଗୁଳିମାଡ କରି ଫେରାର ହୋଇଯାଇଛନ୍ତି ।…
Read More...

ଗିରଫ ହେବେ କି ଚମ୍ପତିରାୟ?

ରାଉରକେଲା ବ୍ୟୁରୋ, କନକ ନ୍ୟୁଜ୍:ଏନଆଇଟିର ବିବାଦୀୟ ସୁରକ୍ଷା ଅଧିକାରୀ ବଳରାମ ଚମ୍ପତିରାୟଙ୍କୁ ଧରିବା ପାଇଁ ପୁଲିସର ତନାଘନା ।  ସେପଟେ ତାଙ୍କ ବିରୋଧରେ ବଢିବାରେ ଲାଗିଛି ଅଭିଯୋଗର ଫର୍ଦ୍ଦ । ଦୁଇଜଣ ମହିଳା ସୁରକ୍ଷା କର୍ମୀ ଚମ୍ପତିରାୟଙ୍କ ବିରୋଧରେ ଶାରିରିକ ନିର୍ଯାତନା ଅଭିଯୋଗ ଆଣି…
Read More...

ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଆଜି ନାମାଙ୍କନ ପତ୍ର ଦାଖଲ କରିବେ ବିଜେଡିର ୩ ରାଜ୍ୟସଭା ପ୍ରାର୍ଥୀ । ବିଧାନସଭା ରିଟର୍ଣ୍ଣି ଅଫିସରଙ୍କ ନିକଟରେ ଦିନ ଗୋଟାଏବେଳେ ଏହି ନେତାମାନେ ନିଜନିଜ ପ୍ରାର୍ଥୀପତ୍ର ଦାଖଲ କରିବେ ବୋଲି ଜଣାପଡିଛି । ଏନ. ଭାସ୍କର ରାଓ, ପ୍ରସନ୍ନ ଆଚାର୍ଯ୍ୟ ଏବଂ…
Read More...

ସିସିଟିଭିରେ ବାଇକ୍ ଚୋର

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ସିସିଟିଭିରେ ବାଇକ୍ ଚୋରୀର ଲାଇଭ୍ । ସହିଦନଗର ପାଣି ଟାଙ୍କି ନିକଟରୁ ଜଣେ ଯୁବକ ବାଇକ୍ ଚୋରୀ କରି ନେଉଥିବା ବେଳର ଦୃଶ୍ୟ କଏଦ ହୋଇଛି ସିସିଟିଭିର ଲେନସ ଭିତରେ । ସମୟ ୧୨ ଟା ୫୫ ।  ଜଣେ ଯୁବକ ଆସି ବସୁଛନ୍ତି ବାଇକ ଉପରେ । କିଛି ନଜାଣିଲା ପରି…
Read More...

ମୌସୁମୀକୁ ଅପେକ୍ଷା

ଭୁବନେଶ୍ୱର ବ୍ୟୁରୋ ,କନକ ନ୍ୟୁଜ୍ : ଜୁନ ଦ୍ୱିତୀୟ ସପ୍ତାହ ସୁଦ୍ଧା ମୌସୁମୀ ଓଡିଶା ଛୁଇଁବ ବୋଲି ପୂର୍ବାନୁମାନ କରିଛନ୍ତି ଆଂଚଳିକ ପାଣିପାଗ କେନ୍ଦ୍ର । ଜୁନ ୭ ସୁଦ୍ଧା ମୌସୁମୀ କେରଳ ଛୁଇଁପାରେ । ଏହା ପରେ ୨ରୁ ୭ ଦିନ ମଧ୍ୟରେ ଓଡିଶା ଛୁଇଁବ ମୌସୁମୀ । ୪ ଦିନ ମଧ୍ୟରେ ରାଜ୍ୟର ଅନେକ…
Read More...

ସାହାରା ମୁଖ୍ୟ ସୁବ୍ରତ ରୟଙ୍କ କାର୍ଯ୍ୟକ୍ରମ ବାତିଲ

କଟକ ବ୍ୟୁରୋ,କନକ ନ୍ୟୁଜ୍ : ସାହାରା ମୁଖ୍ୟ ସୁବ୍ରତ ରୟଙ୍କ କଟକ କାର୍ଯ୍ୟକ୍ରମ ବାତିଲ । ପୁଲିସର ୧୪୪ ଧାରାକୁ ସମ୍ମାନ ଜଣାଇ ଜାଗା ଛାଡିଲେ ଏଜେଂଟ ଓ ଅଧିକାରୀ । ଆଜି  କଟକ ଇନଡୋର ଷ୍ଟାଡିୟମରେ ସାହାରା  ଏଜେଂଟ ଓ ଅଧୀକାରୀଙ୍କୁ ସମ୍ବୋଧିତ କରିଥାନ୍ତେ ସୁବ୍ରତ ରୟ । ମାଙ୍କ ଦେହାନ୍ତ ପାଇଁ…
Read More...

ସାହାରାଙ୍କୁ ସହର ମନା

କଟକ ବ୍ୟୁରୋ , କନକ ନ୍ୟୁଜ୍ : କଟକରେ ସାହାରା ମୁଖ୍ୟ ସୁବ୍ରତ ରୟଙ୍କ ପ୍ରବେଶ କଟକଣା । ସମାବେଶ ସ୍ଥଳରେ ୧୪୪ ଧାରା ଜାରି କଲା ପୁଲିସ । ତୁରନ୍ତ ଜାଗା ଖାଲି କରିବାକୁ ନିର୍ଦେଶ ଦିଆଯାଇଛି । ଏପରିକି ଡାକବାଜି ଯନ୍ତ୍ର ବନ୍ଦ କରିବାକୁ ନିର୍ଦେଶ ରହିଛି । ଆଇନ ଶୃଙ୍ଖଳା ପରିସ୍ଥିତି ବିଗିଡିବା…
Read More...

କଂଗ୍ରେସ କ୍ୟାମ୍ପରେ ବିଜେଡି ଭାଇବୋହୂ

କଟକ ବ୍ୟୁରୋ, କନକ ନ୍ୟୁଜ୍: କଂଗ୍ରେସ କ୍ୟାମ୍ପରେ ବିଜେଡି ଭାଇବୋହୂ । କଟକ-ବାରବାଟୀ ବିଧାୟକ ଦେବାଶିଷ ସାମନ୍ତରାୟଙ୍କ ଭାଇବୋହୂ ଶିଖା ସାମନ୍ତରାୟଙ୍କୁ ଦେଖିବାକୁ ମିଳିଛି କଂଗ୍ରେସ ଶିବିରରେ । କଟକ ପୌରପରିଷଦର ୨୧ ନମ୍ବର ୱାର୍ଡ ଉପନିର୍ବାଚନ ପାଇଁ ପ୍ରଚାର କରୁଛନ୍ତି ବିଜେଡି ବିଧାୟକଙ୍କ…
Read More...

ନୟାଗଡ ଜିଲ୍ଲା ଖଣ୍ଡପଡାରେ ଉତେଜନା

ନୟାଗଡ: ନୟାଗଡ ଜିଲ୍ଲା ଖଣ୍ଡପଡାରେ ଉତେଜନା । ଖଣ୍ଡପଡା ବ୍ଲକ ନୂଆଗଡିଆ ସାହିରେ ଜଣେ ଅସ୍ଥାୟୀ ବିଦ୍ୟୁତ କର୍ମଚାରୀଙ୍କ ଆହାତହେବା ନେଇ ତୀବ୍ର ଅସନ୍ତୋଷ ପ୍ରକାଶ ପାଇଛି । ସ୍ଥାନୀୟ ଯୁବକ ସଂଜୟ ବାହୁକି ଜଣେ ଅସ୍ଥାୟୀ ଲାଇନମ୍ୟାନ ଭାବେ କାମ କରୁଥିବାବେଳେ ଆଜି ବିଦ୍ୟୁତ ସଂଯୋଗରେ ଆସି…
Read More...

ଓଡିଶାରେ ସାହାରା ମୁଖ୍ୟ ସୁବ୍ରତ ରୟ

କଟକ ବ୍ୟୁରୋ, କନକ ନ୍ୟୁଜ୍: ଓଡିଶାରେ ସାହାର ମୁଖ୍ୟ ସୁବ୍ରତ ରୟ । ନିକଟରେ ପାରୋଲରୁ ଆସିଥିବା ସାହାରା ମୁଖ୍ୟ ସୁବ୍ରତ ରୟ ଶନିବାର ରାତିରେ ଭୁବନେଶ୍ୱରରେ ପହଚିଂଛନ୍ତି । ଆଜି କଟକ ଇନଡୋର ଷ୍ଟାଡିୟମରେ ଆୟାଜିତ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ଏଜେଂଟ ଓ କର୍ମଚାରୀଙ୍କୁ ଉଦବୋଧନ ଦେବେ ସୁବ୍ରତ ରୟ…
Read More...