Browsing Category

ନ୍ୟୁଜ୍

ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ମଦ: ଅତ୍ୟଧିକ ଦେଶୀ ମଦ ପିଇଥିବା ତଦନ୍ତକାରୀ ଟିମର ରିପୋର୍ଟରେ ଉଲ୍ଲେଖ

କନକ ବ୍ୟୁରୋ: ମାଲକାନଗିରି ମାଥିଲିରେ ଅଜଣା ରୋଗ ପଛରେ ରହିଛି ମଦ । ସିଡିଏମଓ କହିଲେ, ମୃତକଙ୍କର ଥିଲା ଗମ୍ଭୀର କିଡନୀ ସମସ୍ୟା । ଅତ୍ୟଧିକ ଦେଶୀ ମଦ ପିଇ ୪ଜଣ ପ୍ରାଣ ହରାଇଥିବା ନେଇ ସ୍ପଷ୍ଟ କରିଛନ୍ତି ମାଲକାନଗିରି ସିଡିଏମ୍ଓ ଡାକ୍ତର ପ୍ରଫୁଲ୍ଲ କୁମାର ନନ୍ଦ । ଗତକାଲି ସ୍ୱାସ୍ଥ୍ୟ ବିଭାଗର…
Read More...

ପୁଣି ବଢିଲା କେଜ୍ରିୱାଲ ସରକାର ପାଇଁ ଅଡୁଆ । ଏହି ମାମଲାରେ ସିବିଆଇ ଯାଂଚ ପାଇଁ ଅନୁମତି ଦେଲେ ଉପ ରାଜ୍ୟପାଳ

କନକ ବ୍ୟୁରୋ : ଦିଲ୍ଲୀ ଉପ ରାଜ୍ୟପାଳ ବିନୟ କୁମାର ସକସେନା କେଜ୍ରିୱାଲ ସରକାରଙ୍କ ବିରୋଧରେ ପୁଣି ଏକ ମାମଲାରେ ସିବିଆଇ ଯାଂଚ ପାଇଁ ଅନୁମତି ଦେଇଛନ୍ତି । ସଦ୍ୟ ସୂଚନା ମୁତାବକ ଦିଲ୍ଲୀ ସରକାର ୧ ହଜାର ଲୋ ଫ୍ଲୋର ସିଏନଜି ବସ କିଣା ମାମଲାରେ ସବିଆଇ ଯାଂଚ ପାଇଁ ଉପ ରାଜ୍ୟପାଳ ଅନୁମତି…
Read More...

ମାଲକାନଗିରି ପୁଟୁମପାଲି ଡଙ୍ଗା ବୁଡି ଘଟଣା: ୩ ଦିନ ପରେ ମିଳିଲା ଯନ୍ତ୍ରୀଙ୍କ ମୃତଦେହ

କନକ ବ୍ୟୁରୋ: ମାଲକାନଗିରି କୁଟୁମପାଲି ଡଙ୍ଗା ବୁଡ଼ି ନିଖୋଜ ହୋଇଥିବା କନିଷ୍ଠ ଯନ୍ତ୍ରୀଙ୍କ ମୃତଦେହ ଆଜି ମିଳିଛି। ନିଖୋଜ ହେବାର ୩ ଦିନ ପରେ ମିଳିଛି ଯନ୍ତ୍ରୀଙ୍କ ମୃତଦେହ। ୩ କିଲୋମିଟର ଦୂର ଗୋରଖପୁର ମୁହାଣରୁ ଠାବ ହୋଇଛି ଶବ। ସୂଚନାଯୋଗ୍ୟ, ପଡ଼ିଆ ବ୍ଲକ ଅନ୍ତର୍ଗତ କୁଟୁମପଲ୍ଲୀ ନଦୀ…
Read More...

ଅଳ୍ପକେ ବର୍ତ୍ତିଲେ ଇମ୍ରାନ ଖାନ୍ । ଯାନ୍ତ୍ରୀକ ତ୍ରୁଟି ଯୋଗୁଁ ଜରୁରୀକାଳୀନ ଅବତରଣ କଲା ବିମାନ ।

କନକ ବ୍ୟୁରୋ: ପାକିସ୍ତାନର ପୂର୍ବତନ ପ୍ରଧାନମନ୍ତ୍ରୀ ତଥା ପିଟିଆଇ ଅଧ୍ୟକ୍ଷ ଇମ୍ରାନ ଖାନ ଅଳ୍ପକେ ବର୍ତ୍ତିଯାଇଛନ୍ତି । ଶନିବାର ଇମ୍ରାନ୍ ଏକ ବିମାନରେ ଯାଉଥିବାବେଳେ ସେଥିରେ ଯାନ୍ତ୍ରୀକ ତ୍ରୁଟି ଦେଖାଯାଇଥିଲା । ଫଳରେ ବିମାନଟି ଜରୁରୀକାଳୀନ ଅବତରଣ କରିଥିଲା। ଜରୁରୀକାଳୀନ ଅବତରଣ ପାଇଁ…
Read More...

ନକଲି ଔଷଧ କାରବାରରେ ପୋଲିସର ଜୋରଦାର ତନାଘନା: ୪ଜଣ ଫେରାର ଥିବାରୁ ଫୋନ ଟ୍ରେସ କରି ଧରିବାକୁ କରାଯାଉଛି ଉଦ୍ୟମ

କନକ ବ୍ୟୁରୋ: ନକଲି ଔଷଧ କାରବାର କରୁଥିବା ବ୍ୟବସାୟୀଙ୍କୁ ଗିରଫ କରିବା ପାଇଁ ଆରମ୍ଭ ହୋଇଛି ତନାଘନା । ଭିଆର ଏଜେନ୍ସି ଓ ପୂଜା ଏଂଟରପ୍ରାଇଜେସ୍ର ୪ଜଣଙ୍କ ନାଁରେ କଟକ ପୁରୀ ଘାଟ ଥାନାରେ ଏତଲା ଦେଇଛି ଡ୍ରଗ୍ସ କଂଟ୍ରୋଲ ବିଭାଗ । ଏହି ଦୁଇ ଏଜେନ୍ସିର ଲାଇସେନ୍ସ ବାତିଲ କରାଯାଇଛି । ଏହା ପରେ…
Read More...

ବର୍ଷାରେ ଭିଜି ଭିଜି ଆନ୍ଦୋଳନ: ରାଜଧାନୀରେ ଚୁକ୍ତିଭିତ୍ତିକ କର୍ମଚାରୀ, ଶିକ୍ଷକଙ୍କ ବିକ୍ଷୋଭ

କନକ ବ୍ୟୁରୋ: ମାସକ ଭିତରେ ଦାବି ପୂରଣ ନହେଲେ ଜୋରଦାର ହେବ ଆନ୍ଦାଳନ । ଲଗାଣ ବର୍ଷାରେ ଭିଜି ଭିଜି ବିରୋଧ କରୁଛନ୍ତି ଚୁକ୍ତିଭିତିକ କର୍ମଚାରୀ । ତୁହାକୁ ତୁହା ବର୍ଷା ବର୍ଷି ଚାଲିଛି । ହେଲେ ବର୍ଷାକୁ ଖାତିର ନକରି ଲୋୟର ପିଏମଜି ଠାରେ ଚୁକ୍ତି ଭିତିକ କର୍ମଚାରୀମାନେ ଆନ୍ଦୋଳନ ଜାରି…
Read More...

ରାଣୀ ଏଲିଜାବେଥ୍ ଦ୍ୱିତୀୟଙ୍କ ପାଇଁ ଭାରତ ପାଳୁଛି ଶୋକ ଦିବସ । ଅର୍ଦ୍ଧନମିତ ହେଲା ତ୍ରିରଙ୍ଗା

କନକ ବ୍ୟୁରୋ: ବ୍ରିଟେନର ରାଣୀ ଏଲିଜାବେଥ ଦେହାନ୍ତରେ ଭାରତ ପାଳିଛି ଦିନିକିଆ ଶୋକଦିବସ । ଏହାସହ ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଜାତୀୟ ପତାକା ତ୍ରିରଙ୍ଗାକୁ ଅର୍ଦ୍ଧନମିତ କରାଯାଇଛି । ସେପ୍ଟେମ୍ବର ୮ ରେ ମୃତ୍ୟୁବରଣ କରିଥିବା ରାଣୀ ଏଲିଜାବେଥ ଦ୍ୱିତୀୟଙ୍କ ପ୍ରତି ସମ୍ମାନ ସ୍ୱରୂପ ଭାରତ…
Read More...

ସାଉଥ ଅଭିନେତା କ୍ରିଷ୍ଣମ୍ ରାଜୁଙ୍କ ଦେହାନ୍ତ: ରିବେଲ ଷ୍ଟାର ଭାବେ ଥିଲେ ପରିଚିତ

କନକ ବ୍ୟୁରୋ: ପ୍ରଖ୍ୟାତ ତେଲୁଗୁ ଅଭିନେତା ତଥା ରାଜନେତା ଉପ୍ପଲପତି ଭେଙ୍କଟ କ୍ରିଷ୍ଣମ୍‌ ରାଜୁଙ୍କର ଆଜି ସକାଳୁ ହୃଦଘାତ ଯୋଗୁଁ ଦେହାନ୍ତ ହୋଇଯାଇଛି। ‘ରିବେଲ୍‌ ଷ୍ଟାର୍‌’ ଭାବେ ସୁପରିଚିତ କ୍ରିଷ୍ଣମରାଜୁ ଉଭୟ ଚଳଚ୍ଚିତ୍ର ଓ ରାଜନୈତିକ କ୍ୟାରିୟରରେ ଗୌରବାନ୍ବିତ ହୋଇଥିଲେ । ଅଭିନେତା…
Read More...

ଗୁରୁ ଶିଷ୍ୟଙ୍କ ନିଆରା ସମ୍ପର୍କ: ଅସୁସ୍ଥ ଛାତ୍ରଙ୍କୁ ଭେଟିବା ପାଇଁ ଦୂରରୁ ଛୁଟି ଆସିଲେ ଗୁରୁ

କନକ ବ୍ୟୁରୋ: ଗୁରୁ ସବୁବେଳେ ପୂଜନୀୟ । ଗୁରୁ ଶିଷ୍ୟର ସମ୍ପର୍କ ସବୁବେଳେ ସ୍ମରଣୀୟ । ଗୁରୁଙ୍କ ଆଶୀର୍ବାଦ ଆଉ ଉଦାରତା ଛାତ୍ରଛାତ୍ରୀଙ୍କ ମାନଙ୍କ ପାଇଁ ସଦାସର୍ବଦା ରହିଥାଏ । ଗୁରୁ ଆଉ ଶିଷ୍ୟର ଏମିତି କିଛି ହୃଦୟକୁ ଛୁଇଁଲାଭଳି ଦୃଶ୍ୟ ଦେଖିବାକୁ ବାରିପଦା ବାଙ୍ଗିରିପୋଷି କେନ୍ଦୁଡିହା ଗାଁରେ…
Read More...

ଜଳିଗଲା ଗଲା କୋଟି କୋଟି ଟଙ୍କା ମୂଲ୍ୟର ପାଇପ: ବସୁଧା ଜଳ ଯୋଗାଣ ପ୍ରକଳ୍ପ ପାଇଁ ରଖାଯାଇଥିଲା ପ୍ଲାଷ୍ଟିକ ପାଇପ

କନକ ବ୍ୟୁରୋ: ନିଆଁରେ ପୋଡି ଗଲା ପାନୀୟ ଜଳ ପ୍ରକଳ୍ପ ପାଇଁ ରଖାଯାଇଥିବା କୋଟି କୋଟି ଟଙ୍କା ମୂଲ୍ୟର ପାଇପ । ପିଇବା ପାଣି ଯୋଗାଣ ପାଇଁ ବରଗଡ ଜିଲ୍ଲା ପଦ୍ମପୁର ଉପଖଣ୍ଡ ଗାଇସିଲେଟ ବ୍ଲକ ଠାରେ ଦୀର୍ଘ ବର୍ଷ ହେଲା କାର୍ଯ୍ୟ ଚାଲୁଛି । ହେଲେ ଶନିବାର ବିଳମ୍ବିତ ରାତିରେ ଗାଇସିଲେଟ…
Read More...