Browsing Category

ନ୍ୟୁଜ୍

ପ୍ରକାଶ ପାଇଲା ଯୁକ୍ତ ୨ କଳା ଓ ବାଣିଜ୍ୟ ପରୀକ୍ଷାଫଳ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପ୍ରକାଶ ପାଇଲା ଯୁକ୍ତ ଦୁଇ କଳା ଓ ବାଣିଜ୍ୟ ପରୀକ୍ଷା ଫଳ । ପରୀକ୍ଷା ଫଳ ପୁସ୍ତିକା ଉନ୍ମୋଚନ କରିଛନ୍ତି ଉଚ୍ଚ ଶିକ୍ଷାମନ୍ତ୍ରୀ ପ୍ରଦୀପ ପାଣିଗ୍ରାହୀ । କଳାରେ ପାସ୍ ହାର ୭୧.୫୫% ଥିବା ବେଳେ ବାଣିଜ୍ୟରେ ପାସ୍ ହାର ରହିଛି ୭୦.୩୯% । ତେବେ ଧନ୍ଦାମୂଳକ…
Read More...

ମୋଦିଙ୍କ ଗସ୍ତ ଆଗରୁ ବେହାଲ ବାଲେଶ୍ୱର : ସଭାସ୍ଥଳରେ ଜମିଲା ପାଣି

ବାଲେଶ୍ୱର : ରାତି ପାହିଲେ ଓଡିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ଏନେଇ ବାଲେଶ୍ୱରରେ ସମସ୍ତ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଂଚିଥିବା ବେଳେ ଦାଉ ସାଧୁଛି ବର୍ଷା । ଆଜି ସକାଳୁ ହଠାତ୍ ବର୍ଷା ପବନ ହେବା ଫଳରେ ସଭାସ୍ଥଳରେ ପାଣି ଜମି ରହିଛି । କେତେକ ଅଂଶରେ ଟେଂଡ ଭାଙ୍ଗି…
Read More...

ଟୋଲଗେଟ ଶୁଳ୍କ ବୃଦ୍ଧି ବିବାଦ:ବର୍ଦ୍ଧିତ ଟୋଲ ଫି ସ୍ଥଗିତ ପରେ ବସ ଚଳାଚଳ ସ୍ୱାଭାବିକ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ବିବାଦୀୟ ହୋଇପଡିଛି ରାଜ୍ୟର ଟୋଲଗେଟ ଶୁଳ୍କ ବୃଦ୍ଧି ପ୍ରସଙ୍ଗ । ଏନେଇ ସରକାରଙ୍କ ସହ ଆଲୋଚନା କରି ସମାଧାନ ବାଟ ନବାହାରିଲେ ଆନ୍ଦୋଳନ ପାଇଁ ଚେତାବନୀ ଦେଇଥିଲା ବସ ମାଲିକ ସଂଘ । ଶୁଳ୍କ ବୃଦ୍ଧି ହେଲେ ବସଭଡା ବଢିବ ଏବଂ ସାଧାରଣ ଯାତ୍ରୀ ହଇରାଣ ହେବେ ବୋଲି…
Read More...

ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ସେବା ସମବାୟ ସମିତିର ସଭାପତି

ବୌଦ୍ଧ : ଭିଜିଲାନ୍ସ ଜାଲରେ ବୌଦ୍ଧ ଜିଲ୍ଲା ଶଙ୍କୁଳେଇ ସେବା ସମବାୟ ସମିତିର ସଭାପତି ଅନ୍ତର୍ଯ୍ୟାମୀ ଚାଉଳିଆ । ଅନ୍ତର୍ଯ୍ୟାମୀ ୫୦ ହଜାର ଟଙ୍କା ଲାଂଚ ନେବା ବେଳେ ଭିଜିଲାନ୍ସ ତାଙ୍କୁ ଗିରଫ କରିଛି । ଶଙ୍କୁଳେଇ ସେବା ସମବାୟ ସମିତିର ନିଲମ୍ବିତ ସଂପାଦକ ସଂଜୟ କୁମାର ବାଇଘରିଆଙ୍କୁ ପୁନଃ…
Read More...

ଏୟାର ଓଡ଼ିଶା ସେବା ଆଜିିଠାରୁ ବନ୍ଦ

ଭୁବନେଶ୍ୱର ବ୍ୟୁରୋ,କନକ ନ୍ୟୁଜ୍ : ଓଡ଼ିଶାର ସମ୍ବଲପୁର, ଜୟପୁର ଓ ରାଉରକେଲା ଭଳି ସହରକୁ ସଂଯୋଗ କରୁଥିବା ଏୟାର ଓଡ଼ିଶା ଆଜିିଠାରୁ ବନ୍ଦ । ଚୁକ୍ତିର ମାତ୍ର ୫ ମାସ ପରେ ସରକାର ଏୟାର ଓଡ଼ିଶା ସହ ଚୁକ୍ତିକୁ ବାତିଲ କରିଛନ୍ତି । ଏୟାର ଓଡ଼ିଶା ଚୁକ୍ତିର ଖିଲାପ କରିଥିବା ଦର୍ଶାଇ ସରକାର ଏଭଳି…
Read More...

ଜଗମୋହନ ମରାମତି ପ୍ରସଙ୍ଗ : ପୁରୀରେ ପହଚିଂଲା ୩ ଟନ ଷ୍ଟେନଲେସ ଷ୍ଟିଲ ପ୍ଲେଟ

ପୁରୀ ବ୍ୟୁରୋ, କନକ ନ୍ୟୁଜ୍: ଅଣସର ପରେ ଆରମ୍ଭ ହେବ ଜଗମୋହନ ମରାମତି କାମ । ଏନେଇ ଆଜି ପୁରୀରେ ପହଚିଂଲା ଷ୍ଟେନଲେସ ଷ୍ଟିଲ ପ୍ଲେଟ । ଶ୍ରୀମନ୍ଦିର କାର୍ଯ୍ୟାଳୟ ପରିସରରେ ଷ୍ଟିଲ ଫ୍ରେମରଖାଯାଇ ମହାପ୍ରଭୁଙ୍କ ରଥଯାତ୍ରା ପରେ ଜଗମୋହନରେ ଲଗାଯିବ । ୩ ଟନର ଏହି ଷ୍ଟିଲ ଫ୍ରେମ ପୁରୀରେ ପହଚିଂବା…
Read More...

ପୁଣି ବଢିଲା ତେଲ ଦର

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ପୁଣି ବଢିଲା ତେଲ ଦର । ସାଧାରଣ ଖାଉଟି ଉପରେ ପଡିିଲା ମହଙ୍ଗା ମାଡ । ଆଜିଠାରୁ ପେଟ୍ରୋଲ ଲିଟର ପିଛା ୨ ଟଙ୍କା ୫୮ ପଇସା ବଢିଥିବା ବେଳେ ଡିଜେଲ ଦର ୨ଟଙ୍କା ୨୬ ପଇସା ବଢିଛି । ଆର୍ନ୍ତଜାତୀକ ବଜାରରେ ଅଶୋଧିତ ତେଲ ଦର ବଢିଥିବାରୁ ପେଟ୍ରୋଲ ଓ ଡିଜେଲ ଦର…
Read More...

ଢେଙ୍କାନାଳ ଅର୍ବାନ କୋପରେଟିଭ ବ୍ୟାଙ୍କ ଟଙ୍କା ହଡପ ମାମଲା : ୨ ନିର୍ଦେଶକଙ୍କ ସମେତ୧୦ ଗିରଫ

ଢେଙ୍କାନାଳ: ଢେଙ୍କାନାଳ ଅର୍ବାନ କୋପରେଟିଭ ବ୍ୟାଙ୍କ ଟଙ୍କା ହେରଫେର ମାମଲା । ୧୩ ଜଣଙ୍କୁ ଗିରଫ କଲା କ୍ରାଇମବ୍ରାଂଚ । ଏମାନଙ୍କ ମଧ୍ୟରେ ୨ ଜଣ ନିର୍ଦେଶକ ଥିବା ସୂଚନା ମିଳିଛି । ବ୍ୟାଙ୍କର ପୂର୍ବତନ ସଂପାଦକ ନିରଂଜନ କର ଓ ସଭାପତି ସୁକାନ୍ତ ମିଶ୍ରଙ୍କୁ ମଧ୍ୟରେ ଟାଉନ ଥାନାରେ ଜେରା…
Read More...

ଉକôଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାଂପସ ପାଇଁ ଫିଟିଲା ବାଟ : ବଡଚଣା ଅଂଚଳରେ ନିର୍ମାଣ ହେବ ଗ୍ରାମାଂଚଳ କ୍ୟାଂପସ

ଭୁବନେଶ୍ୱର ବ୍ୟୁରୋ, କନକ ନ୍ୟୁଜ୍: ଗଢା ହେବ ଉକôଳ ବିଶ୍ୱବିଦ୍ୟାଳୟର ଦ୍ୱିତୀୟ କ୍ୟାଂପସ । ଏଥି ପାଇଁ ବାଟ ଫିଟିଛି । ବିଶ୍ୱବିଦ୍ୟାଳୟର ଗ୍ରାମାଂଚଳ କ୍ୟାଂପସ ଗଢିବା ପାଇଁ ସରକାର ରାଜି ହୋଇଛନ୍ତି । ଏନେଇ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ଏକ ଚିଠି ଉକôଳ ବିଶ୍ୱବିଦ୍ୟାଳୟ ରେଜିଷ୍ଟ୍ରାରଙ୍କୁ…
Read More...

ବଡ ମେଡିକାଲ ହୃଦରୋଗ ବିଭାଗ ଅଗ୍ନିକାଣ୍ଡ ଘଟଣା : ଆଜି ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ

କଟକ ବ୍ୟୁରୋ, କନକ ନ୍ୟୁଜ୍: କଟକ ବଡ ମେଡିକାଲରେ ଅଗ୍ନିକାଣ୍ଡ ଘଟଣାର ସମୀକ୍ଷା କରିବେ ସ୍ୱାସ୍ଥ୍ୟମନ୍ତ୍ରୀ । ଗତକାଲି ଅପରାହ୍ନରେ ହୃଦରୋଗ ବିଭାଗର ଦ୍ୱିତୀୟ ମହଲାରେ ନିଆଁ ଲାଗିଥିଲା । ଏଠାରେ ଥିବା ଡ୍ୟୁଟିରୁମରେ ସର୍ଟ ସର୍କିଟ ହୋଇ ନିଆଁ ଲାଗିଥିଲା ଏବଂ ଏଠାରେ ଥିବା ସମସ୍ତ ଆସବାବପତ୍ର …
Read More...