Browsing Category

ନ୍ୟୁଜ୍

ଫିଫା ବିଶ୍ୱକପ୍ ସେମି ଫାଇନାଲରେ ଫ୍ରାନ୍ସ ଜିତିବା ପରେ ମରକ୍କୋରେ ହିଂସା । ରାସ୍ତାକୁ ଓହ୍ଲାଇଲେ ଶହ ଶହ ସମର୍ଥକ, ନିଆଁ…

କନକ ବ୍ୟୁରୋ : ଫିଫା ବିଶ୍ୱକପ୍ ସେମି ଫାଇନାଲରେ ଫ୍ରାନ୍ସ ଜିତିବା ପରେ ମରକ୍କୋରେ ହିଂସା । ସ୍ଥିତି ନିୟନ୍ତ୍ରଣ ବାହାରକୁ ପଳାଇଯାଇଛି । ରାସ୍ତାକୁ ଓହ୍ଲାଇଲେ ଶହ ଶହ ସମର୍ଥକ । ନିଆଁ ଲଗାଇ ବିକ୍ଷୋଭ ପ୍ରଦର୍ଶନ କରିଛନ୍ତି । ପୋଲିିସ ଘଟଣାସ୍ଥଳରେ ପହଂଚିଥିଲେ ମଧ୍ୟ ବିକ୍ଷୋଭକାରୀମାନେ ପୋଲିସ…
Read More...

ଅର୍ଚ୍ଚନାଙ୍କ ନାଗଫାଶ ମାମଲାରେ ଇଡିର ତନାଘନା । ସ୍ୱାମୀ ଜଗବନ୍ଧୁଙ୍କ ସହ ମୁହାଁମୁହିଁ ବସାଇ ଜେରା, ଅନେକ ତଥ୍ୟର…

କନକ ବ୍ୟୁରୋ : ଅର୍ଚ୍ଚନା ନାଗ ଓ ଜଗବନ୍ଧୁ ଚାନ୍ଦଙ୍କୁ ମୁହାଁମୁହିଁ ଜେରା କରୁଛି ଇଡି । ଆର୍ଥିକ କାରବାର ଦିଗକୁ ନେଇ ମାରାଥନ ଜେରା କରୁଛି ପ୍ରବର୍ତନ ନିର୍ଦ୍ଦେଶାଳୟ । ପ୍ରଥମେ ଅଲଗା ଅଲଗା ଜେରା କରିବା ପରେ ଗୋଟିଏ ରୁମ୍ରେ ଏକାଠି ବସାଇ ଜେରା କରିଥିଲେ ଇଡି ଅଧିକାରୀ । ଇଡିର ଅଧିକାରୀମାନେ…
Read More...

ସଚିନ ତେନ୍ଦୁଲକରଙ୍କ ସମକକ୍ଷ ହେଲେ ପୁଅ ଅର୍ଜୁନ । ରଣଜୀର ପଦାର୍ପଣ ମ୍ୟାଚରେ ଶତକ ହାସଲ

କନକ ବ୍ୟୁରୋ : ସଚିନ୍ ତେନ୍ଦୁଲକରଙ୍କ ସମକକ୍ଷ କଲେ ପୁଅ ଅର୍ଜୁନ ତେନ୍ଦୁଲକର । ରଣଜୀ ପଦାର୍ପଣରେ ଶତକ ହାସଲ କରିଛନ୍ତି ଅର୍ଜୁନ । ୧୯୮୮ ରଣଜୀ ଟ୍ରଫିରେ ସଚିନ୍ ମୁମ୍ବାଇ ପକ୍ଷରୁ ଗୁଜରାଟ ବିପକ୍ଷରେ ପଦାର୍ପଣ କରି ଶତକ ଅର୍ଜନ କରିଥିଲେ । ସେତେବେଳେ ସଚିନଙ୍କୁ ୧୫ ବର୍ଷ ହୋଇଥିଲା । ୩୪ ବର୍ଷ…
Read More...

ସ’ ମିଲରେ ଲାଗିଲା ଭୟଙ୍କର ନିଆଁ । ପୋଡିଗଲା କୋଟିଏ ଟଙ୍କାରୁ ଅଧିକ କାଠ

କନକ ବ୍ୟୁରୋ : ପୁରୀ ତାଳବଣିଆ ଥାନା ନବକଳେବର ରୋଡ୍ ସ୍ଥିତ ଜଗନ୍ନାଥ ଟିମ୍ବରରେ ଭୟାବହ ଅଗ୍ନିକାଣ୍ଡ । ଗତକାଲି ବିଳମ୍ବିତ ରାତିରେ ଏହି ସ’ ମିଲରେ ନିଆଁ ଲାଗିବାରୁ କୋଟିଏ ଟଙ୍କାରୁ ଅଧିକ କାଠ ପୋଡି ଯାଇଥିବା ଜଣାପଡ଼ିଛି । ଅଗ୍ନିଶମ କର୍ମଚାରୀ ପହଂଚି ନିଆଁକୁ ଆୟତ କରିବାକୁ ଉଦ୍ୟମ କରିଥିଲେ ।…
Read More...

୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ଆଜି ନବୀନ ନିବାସରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ

କନକ ବ୍ୟୁରୋ : ୨୦୨୪ ସାଧାରଣ ନିର୍ବାଚନ ପାଇଁ ଆରମ୍ଭ ହୋଇଛି ଅଙ୍କକଷା । ଆସନ୍ତା ୨୪ ନିର୍ବାଚନରେ ଦଳ କେମିତି ଭଲ ପ୍ରଦର୍ଶନ କରିବ, ସେ ନେଇ ତିନି ଦଳ ମାନସମନ୍ଥନ ଆରମ୍ଭ କରିଛନ୍ତି । ଆଜି ନବୀନ ନିବାସରେ ଗୁରୁତ୍ୱପୂର୍ଣ୍ଣ ବୈଠକ ବସିବ । ସଂଗଠନକୁ ବିସ୍ତାର କରି ଦଳ ପୁଣି ୨୪ରେ କେମିତି…
Read More...

ସମ୍ବଲପୁର ଓକିଲ ଆନ୍ଦୋଳନ ସମୟରେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣା : ଆଉ ୮ ଜଣଙ୍କୁ ଗିରଫ କଲା ପୋଲିସ

କନକ ବ୍ୟୁରୋ : ସମ୍ବଲପୁରରେ ଓକିଲଙ୍କ ଆନ୍ଦୋଳନ ବେଳେ କୋର୍ଟ ପରିସରରେ ଭଙ୍ଗାରୁଜା ଘଟଣାରେ ବଢିଲା ଗିରଫଦାରୀ । ଆଉ ୮ ଜଣ ଆଇନଜୀବୀଙ୍କୁ ଗିରଫ କଲା ପୋଲିସ । ଜିଲ୍ଲା ଓକିଲ ସଂଘ ସଭାପତି ଓ କ୍ରିୟାନୁଷ୍ଠାନ କମିଟି ସଭାପତିଙ୍କ ସମେତ ୮ ଜଣଙ୍କୁ ଗିରଫ କରାଯାଇଛି । ଏହାକୁ ମିଶାଇ ମୋଟ୍ ୨୪ ଜଣ…
Read More...

ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ଆଉ ମିଳିବନି ରିହାତି । ସୂଚନା ଦେଲେ ରେଳ ମନ୍ତ୍ରୀ

କନକ ବ୍ୟୁରୋ : ବରିଷ୍ଠ ନାଗରିକଙ୍କୁ ଟ୍ରେନ ଟିକେଟରେ ମିଳୁଥିବା ରିହାତି ଏବେ ମିଳିବ ନାହିଁ । ଏହି ସୂଚନା ଦେଇଛନ୍ତି ରେଳ ମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ । କୋଭିଡ ପରଠୁ ରେଳବାଇ ବିଭାଗ ପକ୍ଷରୁ ୨୦୨୦ରେ ବରିଷ୍ଠ ନାଗରିକଙ୍କୁ ଟିକଟରେ ରିହାତ ଦେବା ବନ୍ଦ କରାଯାଇଥିଲା । ସ୍ଥିତି ସ୍ୱାଭାବିକ ହେବା…
Read More...

ଓଡିଶାରେ ବଢ଼ୁଛି ମୁଣ୍ଡ ପିଛା ରୁଣର ପରିମାଣ । ରାଜ୍ୟସଭାରେ କେନ୍ଦ୍ର ସରକାରଙ୍କ ସୂଚନା, ରାଜ୍ୟର ପ୍ରତ୍ୟକଙ୍କ ମୁଣ୍ଡରେ…

କନକ ବ୍ୟୁରୋ : ରାଜ୍ୟରେ ବଢ଼ୁଛି ମୁଣ୍ଡପିଛା ରୁଣର ପରିମାଣ । ରାଜ୍ୟ ସଭାରେ କେନ୍ଦ୍ର ସରକାରଙ୍କ ପକ୍ଷରୁ ଦିଆଯାଇଥିବା ସୂଚନା ଅନୁସାରେ ଓଡିଶାରେ ମୁଣ୍ଡପିଛା ରୁଣର ପରିମାଣ ୩୪ ହଜାର ୨୫୯ଟଙ୍କା ରହିଛି । ଓଡିଶାର ରୁଣ ସହ ବକେୟା ଦେୟ ପରିମାଣ ୧କୋଟି ୪୩ଲକ୍ଷ କୋଟି ଟଙ୍କାରେ ପହଁଚିଛି । କେଉଁ…
Read More...

ତୱାଙ୍ଗ ସେକ୍ଟରରେ ଚୀନ ସହ ସଂଘର୍ଷ ପରେ ଶକ୍ତି ଦେଖାଇବ ବାୟୁସେନା । ଏଲଏସି ନିକଟରେ ଗର୍ଜିବ ସୁଖୋଇ, ରାଫେଲ । ଆଜିଠୁ…

କନକ ବ୍ୟୁରୋ : ତୱାଙ୍ଗ ନିକଟରେ ସଂଘର୍ଷ ପରେ ଆଜି ଚୀନ ସୀମାରେ ଗର୍ଜିବ ଭାରତ ବାୟୁସେନାର ସୁଖୋଇ, ରାଫେଲ ସମେତ ଫ୍ରଂଟଲାଇନ୍ ଲଢୁଆ ବିମାନ । ତିବ୍ଦତ ନିକଟ ଏଲଏସି ନିକଟରେ ଭାରତୀୟ ବାୟୁସେନା ଆଜିଠୁ ଦୁଇ ଦିନିଆ ଯୁଦ୍ଧାଭ୍ୟାସ ଆରମ୍ଭ କରିବାକୁ ଯାଉଛି । ସୀମାରେ ଦାଦାଗିରି ଦେଖାଉଥିବା ଡ୍ରାଗନ…
Read More...

ନ୍ୟୁଜିଲାଣ୍ଡରେ ବିଶ୍ୱର ପ୍ରଥମ ଐତିହାସିକ ଆଇନ । ଯୁବପୀଢ଼ିଙ୍କୁ ଆଜୀବନ ସିଗାରେଟ୍ ଟାଣିବା ମନା, ନିୟମ ନମାନିଲେ ୧କୋଟି…

କନକ ବ୍ୟୁରୋ: ନ୍ୟୁଜିଲାଣ୍ଡରେ ବ୍ୟାନ ହୋଇଛି ସିଗାରେଟ୍ । ଯୁବପୀଢି ସିଗାରେଟ ବ୍ୟବହାର କଲେ କୋଟିଏରୁ ଅଧିକ ଟଙ୍କା ଫାଇନ ଦେବାକୁ ପଡିବ ବୋଲି ସ୍ଥାନୀୟ ସଂସଦରେ ନିୟମ ଆସିଛି । ନ୍ୟୁଜିଲାଣ୍ଡର ଏଭଳି ପ୍ରତିବନ୍ଧକ ବିଶ୍ୱରେ ପ୍ରଥମ ବୋଲି କୁହାଯାଉଛି । ସେପଟେ ଭାରତରେ ମଧ୍ୟ ସିଙ୍ଗଲ ସିଗାରେଟ…
Read More...