Browsing Category

ନ୍ୟୁଜ୍

ଗୋବିନ୍ଦ ସାହୁ ମୃତ୍ୟୁ ମାମଲା । କଣ୍ଟାବାଞ୍ଝି ଜେଲରେ କ୍ରାଇମବ୍ରାଞ୍ଚ ଟିମର ତନାଘନା । ଗୋବିନ୍ଦର ହାତଲେଖା କାଗଜପତ୍ର…

କନକ ବ୍ୟୁରୋ: ଗୋବିନ୍ଦ ସାହୁ ମୃତ୍ୟୁ ଘଟଣାରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରୁଛି । କଣ୍ଟାବାଞ୍ଝି ଜେଲରେ କ୍ରାଇମବ୍ରାଞ୍ଚ ଟିମ୍ ତଦନ୍ତ କରି ୧୬ଟି ସିସିଟିଭି ଫୁଟେଜ ଜବତ କରିଛି । ତେବେ ଗୋବିନ୍ଦ ରହୁଥିବା ୱାର୍ଡ ନମ୍ବର ୧ ରୁ ଏକାଧିକ କାଗଜପତ୍ର ଜବତ କରାଯାଇଛି । ଏଥିମଧ୍ୟରୁ କିଛି…
Read More...

ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ବୈଠକ । ଟ୍ରାକିଂ-ଟ୍ରିଟିଂ-କଣ୍ଟାକ୍ଟ ଟ୍ରେସିଂ ଓ ଟିକାକରଣ ଉପରେ ରାଜ୍ୟ ସରକାରଙ୍କ…

କନକ ବ୍ୟୁରୋ: କରୋନାକୁ ନେଇ କେନ୍ଦ୍ର ସରକାର ସତର୍କ କରାଇଛନ୍ତି । ଏହାପରେ ଆଜି ରାଜ୍ୟ ସ୍ୱାସ୍ଥ୍ୟ ବିଭାଗର ଏକ ବୈଠକ ବସିବାକୁ ଯାଉଛି । ଚୀନର ଚିନ୍ତା ବଢାଇଥିବା ଓମିକ୍ରନ ବିଏଫ.୭ ଭାରିଆଣ୍ଟ ଓଡିଶାରେ ଚିହ୍ନଟ ହୋଇଛି । ଗତ ସେପ୍ଟେମ୍ବର ମାସରେ ଖୋର୍ଦ୍ଧା ଜିଲ୍ଲାର ଜଣେ ମହିଳାଙ୍କ ନିକଟରେ…
Read More...

ଭାରତରୁ ଚୀନ ଭୂତାଣୁ ଆକ୍ରାନ୍ତ ଚିହ୍ନଟ ପରେ ବଢ଼ିଲା ଭୟ । ସ୍ଥିତି ସମୀକ୍ଷା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ।

କନକ ବ୍ୟୁରୋ: ଚୀନରେ କରୋନା ସଂକ୍ରମଣ ବଢିବା ପରେ ଭାରତ ସତର୍କ ହୋଇଯାଇଛି । ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ଉଚ୍ଚସ୍ତରୀୟ ବୈଠକ କରିଛନ୍ତି । ପ୍ରାୟ ଦୁଇଘଣ୍ଟା ଧରି ବୈଠକ ଚାଲିଥିଲା ଓ ଏଥିରେ ବରିଷ୍ଠ ଅଧିକାରୀ ସାମିଲ ହୋଇଥିଲେ । ଗୃହମନ୍ତ୍ରୀ ଅମିତ ଶାହ, ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡଭ୍ୟ ଓ…
Read More...

ବଲାଙ୍ଗିରରେ ଦୁଇଦିନିଆ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ। ବୈଷୟିକ ଜ୍ଞାନକୌଶଳ ମାଧ୍ୟମରେ ଉତ୍ପାଦନ ବୃଦ୍ଧି…

କନକ ବ୍ୟୁରୋ: ବଲାଙ୍ଗିର କୋଶଳ କଳାମଣ୍ଡଳ ପଡିଆରେ ରାଜ୍ୟ ପ୍ରାଣୀ ସମ୍ପଦ ବିଭାଗ , ବଲାଙ୍ଗିର କଳାହାଣ୍ଡି ନୂଆପଡା ଆଞ୍ଚଳିକ ସମବାୟ ଦୁଗ୍ଧ ସଂଘ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ ଆନୁକୁଲ୍ୟରେ ଆୟୋଜିତ ଦୁଇଦିନିଆ ଜାତୀୟ ସ୍ତରୀୟ ଗୋପାଳନ ସମ୍ମିଳନୀ ଉଦଯାପିତ ହୋଇଯାଇଛି । ଆଜି ଅନୁଷ୍ଠିତ…
Read More...

ଲାଲଚାନ୍ଦ ଫାଉଣ୍ଡେସନ ପକ୍ଷରୁ ଜାତୀୟ ଯକ୍ଷ୍ମା ନିରାକରଣ କାର୍ଯ୍ୟକ୍ରମ। ପୋଷଣ ସହାୟତା ପ୍ରଦାନ କଲା ଅନୁଷ୍ଠାନ।

କନକ ବ୍ୟୁରୋ: ଲାଲଚାନ୍ଦ ଫାଉଣ୍ଡେସନ, ଭୁବନେଶ୍ୱର ସହଯୋଗରେ ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମର ଶୁଭାରମ୍ଭ ସ୍ଥାନୀୟ ସହରାଞ୍ଚଳ ପ୍ରାଥମିକ ସ୍ବାସ୍ଥ୍ୟକେନ୍ଦ୍ର, ସହୀଦ ନଗରରେ, କରାଯାଇଛି । ପ୍ରଧାନମନ୍ତ୍ରୀ ଯକ୍ଷ୍ମା ମୁକ୍ତ ଭାରତ ଅଭିଯାନ କାର୍ଯ୍ୟକ୍ରମରେ ପ୍ରତେକ…
Read More...

ହକି ବିଶ୍ୱକପ ପୂର୍ବରୁ ସର୍ବଦଳୀୟ ବୈଠକ। ଯୋଗଦେଲେ ବିଭିନ୍ନ ଦଳର ନେତା

କନକ ବ୍ୟୁରୋ: ଓଡ଼ିଶାରେ ଆୟୋଜିତ ହେବାକୁ ଥିବା ପୁରୁଷ ବିଶ୍ୱକପ ହକି ଆୟୋଜନ ନେଇ ସର୍ବଦଳୀୟ ବୈଠକ । ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ବସିଥିବା ଏହି ବୈଠକରେ ସବୁ ରାଜନୈତିକ ଦଳ ସହ ଆଲୋଚନା କରିଛନ୍ତି ନବୀନ ପଟ୍ଟନାୟକ । ବିଶ୍ୱକପ ହକି କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ସବୁ ରାଜ୍ୟର…
Read More...

ଆଇପିଏଲର ୧୬ତମ ସଂସ୍କରଣ ପାଇଁ କୋଚିରେ କାଲି ହେବ ନିଲାମୀ। ପ୍ରକିୟାରେ ସାମିଲ ହେବେ ୪୦୫ ଖେଳାଳୀ, ନିଲାମ ହେବେ ୮୭…

କନକ ବ୍ୟୁରୋ: ଆଇପିଏଲର ୧୬ଶ ସଂସ୍କରଣ ପାଇଁ କୋଚିରେ ଖେଳାଳିଙ୍କ ମିନି ନିଲାମୀ ହେବ । ସମସ୍ତ ୧୦ଟି ଯାକ ଫ୍ରାଂଚାଇଜି ୪୦୫ ଜଣ ଖେଳାଳିଙ୍କ ପାଇଁ ନିଲାମ ଡାକିବେ । ସେଥିମଧ୍ୟରୁ ୨୭୩ ଜଣ ଭାରତୀୟ ଖେଳାଳି ଏବଂ ୧୨୩ ଜଣ ବିଦେଶୀ ଖେଳାଳି ରହିଛନ୍ତି । ୧୨୩ ବିଦେଶୀ ଖେଳାଳିଙ୍କ ମଧ୍ୟରୁ ୪ଜଣ…
Read More...

ବିକାନିର ଜମି ଦୁର୍ନୀତି ମାମଲାରେ ବଢିଲା ରବର୍ଟ ଭଦ୍ରାଙ୍କ ଅଡୁଆ। ଭଦ୍ରାଙ୍କ ଆବେଦନକୁ ଖାରଜ କଲେ ରାଜସ୍ଥାନ ହାଇକୋର୍ଟ।

କନକ ବ୍ୟୁରୋ: କଂଗ୍ରେସ ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀଙ୍କ ସ୍ୱାମୀ ରବର୍ଟ ବାଡ୍ରା ଓ ତାଙ୍କ ମା’ ମୌରିନ ବାଡ୍ରାଙ୍କ ବଢ଼ିପାରେ ଅଡ଼ୁଆ । ଜମି କିଣାବିକା ସମ୍ବନ୍ଧିତ ମନି ଲଣ୍ଡ୍ରିଂ ମାମଲାକୁ ରଫାଦଫା କରିବା ଆବେଦନ ଖାରଜ କରିଛନ୍ତି ରାଜସ୍ଥାନ ହାଇକୋର୍ଟ । ଏହାସହ ଦୁଇ ସପ୍ତାହ…
Read More...

ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି। ଜୋ ବାଇଡେନଙ୍କୁ କଲେ ସାକ୍ଷାତ।

କନକ ବ୍ୟୁରୋ: ରୁଷ ସହ ଯୁଦ୍ଧ ଭିତରେ ପ୍ରଥମ ଥର ଆମେରିକା ଗସ୍ତରେ ୟୁକ୍ରେନ୍ ରାଷ୍ଟ୍ରପତି ଜେଲେନସ୍କି । ଆମେରିକା ରାଷ୍ଟ୍ରପତି ଜୋ ବାଇଡେନ୍ଙ୍କୁ ସାକ୍ଷାତ କରିଛନ୍ତି । ଜେଲେନ୍ସ୍କି କହିଛନ୍ତି କେବେବି ଆତ୍ମସମର୍ପଣ କରିବୁନି । ସମର୍ଥନ କରିଥିବାରୁ ସେ ଆମେରିକାକୁ ଧନ୍ୟବାଦ ଜଣାଇଛନ୍ତି ।…
Read More...

ସ୍ଥିତି ଉପରେ ନଜର ରଖିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ, ଗାଇଡ ଲାଇନ ପାଳିବାକୁ ଅପିଲ କଲେ ଅରିନ୍ଦମ ବାଗଚୀ।

କନକ ବ୍ୟୁରୋ: ଚୀନର ସ୍ଥିତି ଉପରେ ଭାରତ ନଜର ରଖିଥିବା କହିଛି ଭାରତୀୟ ବୈଦେଶିକ ମନ୍ତ୍ରାଳୟ । ଏମଇର ମୁଖପାତ୍ର ଅରିନ୍ଦମ ବାଗଚୀ କହିଛି, ଚୀନର ସ୍ଥିତି ଉପରେ ନଜର ରଖାଯାଇଛି । ଆବଶ୍ୟକ ମୁତାବକ ଦେଶମାନଙ୍କୁ ଚିକିତ୍ସା କ୍ଷେତ୍ରରେ ଭାରତ ସାହାଯ୍ୟ କରିବାକୁ ପ୍ରତିଶ୍ରୁତିବଦ୍ଧ । ଏଥିସହ ଯେଉଁ…
Read More...