Browsing Category

ନ୍ୟୁଜ୍

ରେଳଯାତ୍ରୀଙ୍କୁ ଝଟକା, ପୁଣି ବଢିବ ରେଳ ଭଡା

କନକ ବ୍ୟୁରୋ : ରେଳରେ ଯାତ୍ରା କରୁଥିବା ଯାତ୍ରୀଙ୍କୁ ପୁଣି ଝଟକା ଦେବାକୁ ଯାଉଛନ୍ତି କେନ୍ଦ୍ର ସରକାର । ଏନେଇ ରେଳମନ୍ତ୍ରୀ ଅଶ୍ୱନୀ ବୈଷ୍ଣବ ଲୋକସଭାରେ ରେଳ ଭଡା ବଢିବା ନେଇ ସଂକେତ ଦେଇଛନ୍ତି । ବୁଧବାର ଦିନ ଲୋକସଭାରେ ଅଶ୍ୱନୀ ବୈଷ୍ଣବଙ୍କ ଏଭଳି ବୟାନ ପରେ ଆଗାମୀ ଦିନରେ ପୁଣି ରେଳଭଡା ବଢିବ…
Read More...

ବୋରିଗୁମ୍ମା ବ୍ଲକରେ ଥମୁନି ଶିଶୁ ମୃତ୍ୟୁ। ୧୦ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ।

କନକ ବ୍ୟୁରୋ: ଥମୁନି ଶିଶୁ ମୃତ୍ୟୁ । ୧୦ ଦିନରେ ଗଲାଣି ୬ ଶିଶୁଙ୍କ ଜୀବନ । ମୃତ୍ୟୁର କାରଣ ଜଣାପଡୁନଥିବା ବେଳେ ଅକାଳରେ ଝଡିପଡୁଛି ଏହି ନିଷ୍ପାପ ଜୀବନ । କୋରାପୁଟ ବୋରିଗୁମ୍ମା ବ୍ଲକରେ ଗୋଟିଏ ପରେ ଗୋଟିଏ ଶିଶୁର ଜୀବନ ଚାଲିଯାଉଛି । ଜନ୍ମ ହେଉ ହେଉ କେଉଁଠି ଶିଶୁର ମୃତ୍ୟୁ ହେଉଛି ତ ଆଉ…
Read More...

ବଢିବ ବିଧାୟକଙ୍କ ଦରମା! ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କଲେ ପରାମର୍ଶଦାତା କମିଟି।

କନକ ବ୍ୟୁରୋ: ବଢିବ ବିଧାୟକଙ୍କ ଦରମା । ବିଧାୟକଙ୍କ ଦରମା ଓ ପୂର୍ବତନ ବିଧାୟକଙ୍କ ପେନସନ ବୃଦ୍ଧି କରିବାକୁ ଗଠିତ ହୋଇଥିବା ପରାମର୍ଶଦାତା କମିଟି ବାଚସ୍ପତିଙ୍କୁ ରିପୋର୍ଟ ପ୍ରଦାନ କରିଛି । ବାଚସ୍ପତି ବିକ୍ରମକେଶରୀ ଆରୁଖଙ୍କୁ କମିଟିର ଅଧ୍ୟକ୍ଷ ବିଧାୟକ ଅମର ଶତପଥୀ ରିପୋର୍ଟ ପ୍ରଦାନ…
Read More...

ଦିଲ୍ଲୀରେ ପୁଣି ବର୍ବରତା, ଛାତ୍ରୀଙ୍କୁୁ ଏସିଡ ମାଡ । ବାଇକରେ ଆସି ଦୁଇ ଦୁର୍ବୃତ୍ତ ଏସିଡ୍ ଫିଙ୍ଗି ଫେରାର ।…

କନକ ବ୍ୟୁରୋ: ଦିଲ୍ଲୀରେ ପୁଣି ବର୍ବରତା । ଦୁଇଜଣ ଯୁବକ ବାଇକରେ ଆସି ଯୁବତୀଙ୍କ ଉପରକୁ ଏସିଡ୍ ମାଡ କରିଛନ୍ତି । ଦକ୍ଷିଣ-ପଶ୍ଚିମ ଦିଲ୍ଲୀର ଦ୍ୱାରକା ଅଞ୍ଚଳରେ ଘଟିଛି ଏହି ଘଟଣା । ଚାଲିଚାଲି ଯାଉଥିବାବେଳେ ଦୁର୍ବୃତ୍ତ ଆସି ଏସିଡ୍ ମାଡ କରିବାରୁ ୧୭ ବର୍ଷୀୟା ବାଳିକା ଗୁରୁତର ଆହତ ହୋଇ…
Read More...

୨୦୨୪ ସାଧାରଣ ନିର୍ବାଚନରେ ପୁରୁଣା ପେନସନ ଯୋଜନା ହେବ କି ପ୍ରମୁଖ ମୁଦ୍ଦା, ଜାଣନ୍ତୁ ରାଷ୍ଟ୍ରୀୟ ଓ ଆଞ୍ଚଳିକ…

କନକ ବ୍ୟୁରୋ : ଦେଶରେ ପୁଣିଥରେ ପୁରୁଣା ପେନସନ ଯୋଜନା ଲାଗୁ କରିବାକୁ ଦାବି ବଢୁଛି । ଏହାରି ମଧ୍ୟରେ ଚଳିତ ସଂସଦ ଅଧିବେଶନରେ କେନ୍ଦ୍ର ସରକାର ଏହାକୁ ଅଗ୍ରାହ୍ୟ କରିଦେଇଛନ୍ତି । କେନ୍ଦ୍ରରେ ଅର୍ଥ ରାଜ୍ୟମନ୍ତ୍ରୀ ଥିବା ଭଗବତ କରାଡ କହିଛନ୍ତି କି ପୁରୁଣା ପେନସନ ସ୍କିମ ଏବେ ଦେଶର ୩ ଟି…
Read More...

ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ଦରକାର ନାହିଁ । ନିଃସର୍ତ୍ତରେ ଆନ୍ଦୋଳନ ପ୍ରତ୍ୟାହାର କରିବାକୁ ନିର୍ଦ୍ଦେଶ ଦେଲେ…

କନକ ବ୍ୟୁରୋ : କଟକରୁ ହାଇକୋର୍ଟକୁ ଭୁବନେଶ୍ୱର ସ୍ଥାନାନ୍ତର ପ୍ରସଙ୍ଗରେ ମତ ରଖିଲେ ସୁପ୍ରିମକୋର୍ଟ । ଓଡ଼ିଶାରେ ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର ଆବଶ୍ୟକତା ନାହିଁ । ହାଇକୋର୍ଟ ବେଞ୍ଚ ପ୍ରତିଷ୍ଠାର କୌଣସି ଆଶା ନାହିଁ । ଏକାଧିକ ବେଞ୍ଚ ସ୍ଥାପନର ପ୍ରଶ୍ନ ଉଠୁନାହିଁ ବୋଲି କହିଛନ୍ତି…
Read More...

ମେଘାଳୟରେ ମଜବୁତ ହେଲା ବିଜେପି, ବିଭିନ୍ନ ଦଳରୁ ଆସି ବିଜେପିରେ ଯୋଗଦେଲେ ୪ ବିଧାୟକ

କନକ ବ୍ୟୁରୋ : ମେଘାଳୟରେ ଆସନ୍ତାବର୍ଷ ବିଧାନସଭା ନର୍ବାଚନ ହେବାକୁ ଯାଉଛି । ଏହା ପୂର୍ବରୁ ବିଜେପି ସେଠାରେ ନିଜର ସଂଗଠନ ମଜବୁତ କରିବାରେ ଲାଗିଛି । ଏହି କ୍ରମରେ ଆଜି ବିଭିନ୍ନ ଦଳରୁ ୪ ଜଣ ବିଧାୟକ ବିଜେପିରେ ସାମିଲ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ଜଣେ ଟିଏମସିର ବିଧାୟକ ହିମାଳୟ…
Read More...

ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି । ଆଇନଜୀବୀ ପ୍ରସଙ୍ଗରେ କୋର୍ଟଙ୍କ ଭତ୍ସନା ।

କନକ ବ୍ୟୁରୋ: ଆଇନଜୀବୀ ଆନ୍ଦୋଳନ ପ୍ରସଙ୍ଗରେ ସୁପ୍ରିମକୋର୍ଟରେ ହାଜର ହେଲେ ଡିଜିପି । ଭିଡିଓ କନଫରେନସିଂ ଜରିଆରେ ହାଜର ହୋଇ ପକ୍ଷ ରଖିଲେ ଡିଜିପି ଓ ଉତ୍ତାରଞ୍ଚଳ ଆଇଜି । ଆନ୍ଦୋଳନ ପ୍ରତ୍ୟାହାର ହୋଇଥିବା ନେଇ କୋର୍ଟଙ୍କୁ ଅବଗତ କରାଯାଇଛି । କଣ ସବୁ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି…
Read More...

ଟ୍ୱିଟରରୁ ହଟିଯିବ ସମସ୍ତଙ୍କ ବ୍ଲୁ ଟିକ୍, ଏଲନ ମସ୍କଙ୍କ ବଡ ଘୋଷଣା। ଜାଣନ୍ତୁ କାରଣ

କନକ ବ୍ୟୁରୋ: ଟ୍ୱିଟରରେ ଭେରିଫାଏଡ ଆକାଉଣ୍ଟକୁ ପ୍ରଥମେ ବ୍ଲୁ ଟିକ୍ ପ୍ରଦାନ କରାଯାଉଥିଲା । ବର୍ତ୍ତମାନ କମ୍ପାନୀ ଏହାକୁ ସବସ୍କ୍ରିପସନ ଜରିଆରେ ପ୍ରଦାନ କରୁଛି । ଏହା ଛଡା ଗୋଲ୍ଡ ଏବଂ ଗ୍ରେ ଟିକ ମଧ୍ୟ ପ୍ରଦାନ କରାଯାଉଛି । କମ୍ପାନୀର ଭେରିଫାଏଡ ଆକାଉଣ୍ଟକୁ ଗୋଲେଡନ୍ ଟିକ୍ ପ୍ରଦାନ…
Read More...

ଆସାମ ସରକାର ଲଂଚ କଲେ ଓରୁନୋଡୋଇ ଯୋଜନା, ଏବେ ରାଜ୍ୟର ୧୭ ଲକ୍ଷ ମହିଳାଙ୍କ ଖାତାକୁ ମାସିକ ଯିବ ୧୨୫୦ ଟଙ୍କା

କନକ ବ୍ୟୁରୋ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱଶର୍ମା ଆଜି ଓରୁନୋଡୋଇ-୨ ଯୋଜନାକୁ ଲଂଚ କରିଛନ୍ତି । ଏହି କ୍ରମରେ ରାଜ୍ୟର ୧୭ ଲକ୍ଷ ମହିଳା ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ମାସିକ ୧୨୫୦ ଟଙ୍କା ପ୍ରଦାନ କରାଯିବ ବୋଲି ଲଂଚ ଅବସରରେ ମୁଖ୍ୟମନ୍ତ୍ରୀ କହିଛନ୍ତି । दिल्ली: असम के…
Read More...