Browsing Category

ନ୍ୟୁଜ୍

ଚାକିରି ବିଜ୍ଞାପନ ଦେଖି ପ୍ରଲୋଭିତ ହେଉଛନ୍ତି କି? ସାବଧାନ! ହୋଇପାରନ୍ତି ଠକାମୀର ଶିକାର

କନକ ବ୍ୟୁରୋ: ଆପଣ ଯେତେବେଳେ ଖବର କାଗଜ କିମ୍ବା ସାମାଜିକ ଗଣମାଧ୍ୟମରେ କୌଣସି ଚାକିରୀର ବିଜ୍ଞାପନ ଦେଖୁଛନ୍ତ. ସେତେବେଳେ ତାର ଯାଂଚ କରନ୍ତୁ । ନଚେତ ଆପଣ ଚାକିରି କରିବାକୁ ଯାଇ ଠକାମିର ଶିକାର ହୋଇପାରନ୍ତି । ଠକମାନେ ଆପଣଙ୍କୁ ଚାକିରି ଦେବାକୁ କହି ଚୁନା ଲଗାଇ ପାରନ୍ତି । ଖବର କାଗଜରେ…
Read More...

କେମିତି ହେଲା ରୁଷ ପର୍ଯ୍ୟଟକଙ୍କ ମୃତ୍ୟୁ । ବ୍ୟବଛେଦ ରିପୋର୍ଟରୁ ସାମନାକୁ ଆସିଲା ମୃତ୍ୟୁର କାରଣ, ଉଠିଲା ପ୍ରଶ୍ନ…

କନକ ବ୍ୟୁରୋ : ରାୟଗଡା ରୁଷୀୟ ପର୍ଯ୍ୟଟକଙ୍କ ମୃତ୍ୟୁ କେମିତି ହେଲା ତାହା ଏବେ ରହସ୍ୟ ଘେରରେ । ଏହାରି ଭିତରେ ଦୁଇ ମୃତକଙ୍କ ଶବ ବ୍ୟବଛେଦ ରିପୋର୍ଟ ଆସିଛି । ରିପୋର୍ଟରେ ରୁଷ ସାଂସଦ ପାଭେଲଙ୍କ ମୃତ୍ୟୁକୁ ନେଇ ସନ୍ଦେହ ସୃଷ୍ଟି ହୋଇଛି । ଏପରିକି ଶବ ବ୍ୟବଛେଦ ରିପୋର୍ଟକୁ ନେଇ ବହୁ ଫରେନସିକ…
Read More...

ବର୍ଷର ଶେଷ ଦିନରେ ପୁରୀ ଶ୍ରୀମନ୍ଦିରରେ ପ୍ରବଳ ଭିଡ । ଶ୍ରୀଜିଉଙ୍କ ଦର୍ଶନ ପାଇଁ ବଡ଼ଦାଣ୍ଡ ପାଲଟିଲା ଜନସମୁଦ୍ର, ପୁରୀରେ…

କନକ ବ୍ୟୁରୋ : ନୂଆ ଆଶା, ନୂଆ ଉଦ୍ଦୀପନା ନେଇ ଆସୁଛି ନୂଆବର୍ଷ । ତେଣୁ ସମସ୍ତେ ପ୍ରସ୍ତୁତ । ଦିଅଁ ଦର୍ଶନ କରି ନୂଆବର୍ଷ ଆରମ୍ଭ କରିବାକୁ ଅନେକ ଅପେକ୍ଷା କରିଛନ୍ତି । ତେଣୁ ରାତି ଗୋଟାଏରେ ଖୋଲିବ ଶ୍ରୀମନ୍ଦିର । ଭିଡକୁ ଦୃଷ୍ଟିରେ ରଖି ପୁରୀରେ କଡା ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି ।…
Read More...

ଗାନ୍ଧୀ ପରିବାର ପାଇଁ ନୂଆବର୍ଷରେ ମିଳିପାରେ ନୂଆ ଉପହାର, ବରୁଣ ଗାନ୍ଧୀ କଂଗ୍ରେସରେ ଯୋଗଦେବା ନେଇ ଜୋରଧରିଲା ଚର୍ଚ୍ଚା

କନକ ବ୍ୟୁରୋ : ରାତି ପାହିଲେ ନୂଆ ବର୍ଷ । ସମସ୍ତେ ନୂଆ ଆଶା ନେଇ ଆଜି ପୁରୁଣା ବର୍ଷକୁ ବିଦାୟ ଦେଉଥିବା ବେଳେ ଆସନ୍ତା କାଲି ଠାରୁ ପୁଣିଏକ ବର୍ଷର ଆରମ୍ଭ ହେବାକୁ ଯାଉଛି । ହେଲେ ପୁରୁଣା ବର୍ଷକୁ ବିଦାୟ ଓ ନୂଆବର୍ଷକୁ ସ୍ୱାଗତ କରିବା ଭିତରେ ଗାନ୍ଧୀ ପରିବାର ପାଇଁ ନୂଆ ଖବର ଆସିବା ନେଇ…
Read More...

ଗୋପପୁରରେ ଚାଲିଛି ଶ୍ରୀକୃଷ୍ଣଙ୍କ ବାଲ୍ୟଲୀଳା: କଂସର ଷଡଯନ୍ତ୍ରକୁ ପଣ୍ଡ କଲେ ବେନିଭାଇ, ରାକ୍ଷସୀ ପୁତନା ସହ…

କନକ ବ୍ୟୁରୋ: ବିଶ୍ୱପ୍ରସିଦ୍ଧ ଧନୁଯାତ୍ରାର ଆଜି ପଂଚମ ଦିନ । କୃଷ୍ଣ-ବଳରାମ ହାତରେ ରାକ୍ଷସୀ ପୁତନା ଓ ଷଡମଲ୍ଲଙ୍କ ମୃତ୍ୟୁ ପରେ ହତାଶ ହୋଇପଡିଛନ୍ତି କଂସ ମହାରାଜ । ବେନିଭାଇଙ୍କୁ ମାରିବା ପାଇଁ ପାତ୍ରମନ୍ତ୍ରୀଙ୍କ ସହ ଆଲୋଚନା ପରେ ଗୋପପୁରକୁ ଚିଟାଉ ପଠାଇଛନ୍ତି । ଆଜି ମୁକ୍ତାକାଶ…
Read More...

ଚାରା ରୋପଣରେ ସାଂଘାତିକ ଦୁର୍ନୀତି: ବନୀକରଣ ନାଁରେ ଖାଇଗଲେ ଲକ୍ଷ ଲକ୍ଷ ଟଙ୍କା

କନକ ବ୍ୟୁରୋ: ଚାରା ରୋପଣରେ ସାଂଘାତିକ ଦୁର୍ନୀତି । ବନିକରଣ କରିବା ନାଁରେ ଲକ୍ଷ-ଲକ୍ଷ ଟଙ୍କା ଆତ୍ମସାତ ହୋଇଥିବା ଅଭିଯୋଗ । ଏଭଳି ଅଭିଯୋଗ ଆସିଛି ପୁରୀ ଜଲ୍ଲା ଡେଲାଙ୍ଗ ବ୍ଲକର କୁମୁକା ଫରେଷ୍ଟ ବିଟ୍ ଅଂଚଳରୁ । ଶ୍ରୀ ଜଗନ୍ନାଥ ବନ ପ୍ରକଳ୍ପ ଯୋଜନାରେ ମୁଖ୍ୟମନ୍ତ୍ରୀ ଏଠାରେ ଚାରା ରୋପଣର…
Read More...

ବଲାଙ୍ଗିର ପାଟଣାଗଡ଼ରେ ଯୋଗାଣ ବିଭାଗର ରେଡ୍: ବେଆଇନ୍ ଭାବେ ଗଚ୍ଛିତ ଥିବା ୯୨୦ ବସ୍ତା ଧାନ ଜବତ

କନକ ବ୍ୟୁରୋ: ବଲାଙ୍ଗିର ପାଟଣାଗଡ଼ରେ ଯୋଗାଣ ବିଭାଗର ଚଢ଼ାଉ । ବେଆଇନ୍ ଭାବେ ଗଚ୍ଛିତ ୯୨୦ ବସ୍ତା ଧାନ ଜବତ ହୋଇଛି । ଖୁଂଟୁପାଣି ଗାଁର ବ୍ୟବସାୟୀ ସୁଦାମ ମେହେରଙ୍କ ଗୋଦାମରୁ ଜବତ ହୋଇଛି ଏହି ସବୁ ଧାନ । ଗୋଦମରେ ୮୨୦ ବସ୍ତା ଥିବା ବେଳେ ଟ୍ରାକ୍ଟରରେ ୧୨୦ ବସ୍ତା ଲୋଡ଼ ହୋଇଥିଲା । ତେବେ ନିଜ…
Read More...

ନବରଙ୍ଗପୁର ପୋଲିସକୁ ବଡ଼ ସଫଳତା: ମହାବଳ ବାଘ ଛାଲ ବିକ୍ରି ଡିଲ୍ ବେଳେ ମାଡ଼ି ବସିଲା ପୋଲିସ, ଜଣେ ଗିରଫ

କନକ ବ୍ୟୁରୋ: ନବରଙ୍ଗପୁର ପୋଲିସକୁ ମିଳିଲା ସଫଳତା । ମୁଲଚାଲ କରୁଥିବା ବେଳେ ମହାବଳ ବାଘ ଛାଲ ସହ ଜଣେ ଗିରଫ । ବିଶେଷ ସ୍ୱତ୍ରରୁ ଖବର ପାଇଁ ନବରଙ୍ଗପୁର ଏସପି ପାପଡ଼ାହାଣ୍ଡି ସବଇନ୍ସପେକ୍ଟର ଶିବାଜୀ ପଣ୍ଡାଙ୍କ ନେତୃତ୍ୱରେ ପୋଲିସର ସ୍ୱତନ୍ତ୍ର ଟିମ୍ ମୃଗ ବିହାର ନିକଟରେ ଚଢ଼ାଉ କରୁଥିଲା । ଏହି…
Read More...

ନୂଆବର୍ଷ ପୂର୍ବରୁ ବିଜେଡି ନେତାଙ୍କୁ ନୂଆ ଦାୟିତ୍ୱ । ପୁର୍ନଗଠିତ ହେଲା ବିଜେଡିର ମିଡ଼ିଆ ଟିମ୍, ଜାଣନ୍ତୁ କାହାକୁ…

କନକ ବ୍ୟୁରୋ : ନୂଆବର୍ଷ ପୂର୍ବରୁ ଦଳୀୟ ନେତାଙ୍କୁ ନୂଆ ଦାୟିତ୍ୱ ଦେଇଛି ବିଜେଡି । ମିଡ଼ିଆ ଟିମର ପୁର୍ନଗଠନ କରିଛି ବିଜେଡି । ଲେନିନ୍ ମହାନ୍ତିଙ୍କୁ ଗଣମାଧ୍ୟମ ସଂଯୋଜକ ଓ ମଧୁସ୍ମିତା ନାୟକଙ୍କୁ ଗଣମାଧ୍ୟମ ସହ ସଂଯୋଜକ ଭାବେ ନୂଆ ଦାୟିତ୍ୱ ମିଳିଛି । ସେହିଭଳି ୫ ଜଣଙ୍କୁ ଜାତୀୟ ମୁଖପାତ୍ର…
Read More...

ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣଙ୍କ ୬ ମହାରଥୀ । ଜନତାଙ୍କ ପାଇଁ ବନାଉଛନ୍ତି ବଜେଟ୍

କନକ ବ୍ୟୁରୋ: ୨୦୨୩ ଫେବ୍ରୁଆରୀ ପହିଲାରେ ଦେଶ ପାଇଁ ବଜେଟ୍ ଆଣିବେ କେନ୍ଦ୍ର ସରକାର । ଏହା ହେବ ମୋଦୀ ସରକାରଙ୍କ ଦ୍ୱିତୀୟ କାର୍ଯ୍ୟକାଳର ଶେଷ ବଜେଟ୍ । ଏଥିପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି । କରୋନା ମହାମାରୀ ପରେ ବିପର୍ଯ୍ୟୟର ସାମନା କରିଥିବା ବିଶ୍ୱ ଅର୍ଥନୀତିରେ ଭାରତ ସବୁ ଦେଶ…
Read More...