Daily Archives

March 4, 2024

ପ୍ରଧାନମନ୍ତ୍ରୀଙ୍କ ପୁରୁଣା ଭିଡିଓ ଭାଇରାଲ: ବାଜିଥିଲା ବାଂସୁରୀ ସ୍ୱରାଜଙ୍କ ନାଁରେ ମୋହର! ୫ବର୍ଷ ପୂର୍ବରୁ ଟିକେଟ…

କନକ ବ୍ୟୁରୋ: ନୂଆଦିଲ୍ଲୀ ଆସନରୁ ଲୋକସଭା ନିର୍ବାଚନ ଲଢ଼ିବେ ବାଂଶୁରୀ ସ୍ୱରାଜ । ବିଜେପି ଦିବଂଗତ ବିଜେପି ନେତ୍ରୀ ସୁଷମା ସ୍ୱରାଜଙ୍କ ଝିଅ ବାଂଶୁରୀଙ୍କ ଉପରେ ବିଶ୍ୱାସ ପ୍ରକଟ କରି ଟିକେଟ ଦେଇଛି । ବର୍ତମାନ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଏକ ଭିଡିଓ ମଧ୍ୟ ବେଶ ଭାଇରାଲ ହେଉଛି । ୫ବର୍ଷ ପୁରୁଣା…

ଚର୍ଚ୍ଚା ବଢାଇଲା ଧୋନୀଙ୍କ ଫେସବୁକ୍ ପୋଷ୍ଟ । ନୂଆ ରୋଲରେ ନଜର ଆସିବେ କ୍ୟାପଟେନ୍ କୁଲ୍!

କନକ ବ୍ୟୁରୋ: ନୂଆ ରୋଲରେ ନଜର ଆସିବେ ଟିମ୍ ଇଣ୍ଡିଆର ବିଶ୍ୱକପ୍ ବିଜୟୀ ଅଧିନାୟକ ମହେନ୍ଦ୍ର ସିଂହ ଧୋନୀ । ନୂଆ ସିଜିନ୍ ସହିତ ନୂଆ ରୋଲରେ ଧୋନୀଙ୍କୁ ଦେଖିବାକୁ ମିଳିବ । ଧୋନୀ ନିଜର ଫେସବୁକ୍ ପୋଷ୍ଟରେ ନିଜର ନୂଆ ରୋଲ ସମ୍ପର୍କରେ ସୂଚନା ଦେଇଛନ୍ତି । ତେବେ ନୂଆ ସିଜିନରେ ଧୋନୀ କେଉଁ ନୂଆ…

ରାଜଧାନୀବାସୀଙ୍କ ଛାତି ଧଡଧଡ! ଆତଙ୍କ ଖେଳାଉଛନ୍ତି ସ୍ପ୍ରେ ମରା ଲୁଟେରା!

କନକ ବ୍ୟୁରୋ: ଭୁବନେଶ୍ୱରରେ ମାତିଛନ୍ତି ଲୁଟେରା । ପୁଲିସ ଡାଳେ ଡାଳେ ଗଲେ ଲୁଟେରା ପତ୍ରେ ପତ୍ରେ ଯାଉଛନ୍ତି । ଲୋକଙ୍କ ଉପସ୍ଥିତିରେ ଲୁଟେରା ବୁଲାଉଛନ୍ତି କଳାକନା । ଭୁବନେଶ୍ୱର ଶାସ୍ତ୍ରୀ ନଗରରୁ ଏଭଳି ଘଟଣା ନଜରକୁ ଆସିଛି । ରାତିରେ ଶୋଇଥିବା ଅବସ୍ଥାରେ ଲୁଟେରା ମାନେ ବେଡରୁମରେ ପଶି…

ଭୋଟ୍ ପାଇଁ ନୋଟ୍ ମାମଲାରେ ଜନପ୍ରତିନିଧିଙ୍କୁ ଝଟକା: ଟଙ୍କା ନେଇ ଭୋଟ୍ ଓ ଭାଷଣ ଦେଲେ ଚାଲିବ ମାମଲା

କନକ ବ୍ୟୁରୋ: ଟଙ୍କା ନେଇ ଭୋଟ୍ ଦେବା ମାମଲାରେ ଐତିହାସିକ ରାୟ ଶୁଣାଇଛନ୍ତି ସୁପ୍ରିମକୋର୍ଟ । ସାଂସଦ ଓ ବିଧାୟକ ଟଙ୍କା ନେଇ ସଂସଦ କିମ୍ବା ବିଧାନସଭାରେ ଭୋଟ୍ କିମ୍ବା ଭାଷଣ ଦେଲେ ସେମାନଙ୍କ ବିରୋଧରେ ଅପରାଧିକ ମାମଲା ଚାଲିବ । ଅର୍ଥାତ୍ ଏଣିକି ସେମାନଙ୍କୁ ଏହି ମାମଲାରେ ଆଇନଗତ ସୁରକ୍ଷା…

ଯାହା କହୁଥିଲା ତାହା କରି ଦେଖାଇଛି କୁନିପୁଅ ଶୁବୋଜିତ: ସମସ୍ତଙ୍କ ଆଖିରେ ଲୁହ ଭରିଦେବ ସୋସିଆଲ ମିଡିଆରେ ଘୁରି…

କନକ ବ୍ୟୁରୋ: ଖେଳିବା ବୟସରେ ସିନା ଜୀବନ ଚାଲିଗଲା, କିନ୍ତୁ ଅମର ହୋଇ ରହିଗଲେ ୮ ବର୍ଷର ଶୁବୋଜିତ ସାହୁ । ଇଚ୍ଛା ଥିଲା ଡାକ୍ତର ହେବାକୁ , କିନ୍ତୁ ଇଚ୍ଛା ଇଚ୍ଛାରେ ହିଁ ରହିଲା । ୨ୟ ଶ୍ରେଣୀର ଛାତ୍ର ଶୁବୋଜିତ ସ୍କୁଲ ଯାଇଥିବାବେଳେ ଅଚାନକ ପଡି ଅସୁସ୍ଥ ହୋଇଥିଲେ । ପରେ ତାଙ୍କ ମୃତ୍ୟୁ…

ମହମ୍ମଦ ମୋକିମଙ୍କୁ ଶକ୍ତ ଝଟକା: ନିର୍ବାଚନକୁ ଅସିଦ୍ଧ ଘୋଷଣା କଲେ ହାଇକୋର୍ଟ, ବିଧାୟକ ପଦ ହରାଇଲେ ମୋକିମ

କନକ ବ୍ୟୁରୋ: ବରିଷ୍ଠ କଂଗ୍ରେସ ନେତା ମହମ୍ମଦ ମୋକିମଙ୍କ ବିଧାୟକ ପଦକୁ ଅସିଦ୍ଧ ଘୋଷଣା କରିଛନ୍ତି ହାଇକୋର୍ଟ । ନିର୍ବାଚନରେ ଅସଂପୂର୍ଣ୍ଣ ତଥ୍ୟ ଦେଇଥିବା ଦର୍ଶାଇ ହାଇକୋର୍ଟ ଏହି ରାୟ ଦେଇଛନ୍ତି । ଏହା ମହମ୍ମଦ ମୋକିମଙ୍କ ପାଇଁ ଝଟକା ହୋଇଛି । ଏହି ରାୟ ପରେ କଟକ-ବାରବାଟୀ ବିଧାୟକ ପଦ ଖାଲି…