Daily Archives

March 4, 2024

ଟିକେଟ ପାଇଁ ଚାଲିଛି ନେତାଙ୍କ ଲବି: ରାଜଧାନୀ ମୁହାଁ ହେଉଛନ୍ତି ତିନି ପ୍ରମୁଖ ଦଳର ନେତା

କନକ ବ୍ୟୁରୋ: ଆଉ କିଛି ଦିନ ମଧ୍ୟରେ ନିର୍ବାଚନ ପାଇଁ ତାରିଖ ଘୋଷଣା ହେବ । ଆଉ ଟିକେଟ ପାଇବା ପାଇଁ ବିଜେଡି, ବିଜେପି ଓ କଂଗ୍ରେସର ନେତା ରାଜଧାନୀ ମୁହାଁ ହୋଇଛନ୍ତି । ରାଜ୍ୟ କାର୍ଯ୍ୟାଳୟରେ ପଂହଚି ଟିକେଟ ପାଇଁ ଲବି କରୁଛନ୍ତି । ବଡ ନେତାଙ୍କୁ ବି ଭେଟୁଛନ୍ତି । ତେବେ ଏଥର ଟିକେଟ ଆଶାୟୀଙ୍କ…

ଓଡ଼ିଶାରେ କ’ଣ କହିବେ ପ୍ରଧାନମନ୍ତ୍ରୀ? ରାଜ୍ୟ ରାଜନୀତିରେ ହେବ କି ନୂଆ ସମୀକରଣ?

କନକ ବ୍ୟୁରୋ: ନିର୍ବାଚନ ପାଖଉଛି । ଆଉ ବିଜେଡି-ବିଜେପି ମଧ୍ୟରେ ମେଂଟ ଚର୍ଚ୍ଚା ଜୋର ଧରିଛି । ଏହି ସମୟରେ ଓଡିଶା ଆସୁଛନ୍ତି ମୋଦି । ତେଣୁ ସଭାରେ ମୋଦି କଣ କହିବେ ସେ ଉପରେ ସମସ୍ତଙ୍କ ନଜର ରହିଛି । ଗତ ଫେବ୍ରୁଆରୀ ୩ ତାରିଖରେ ସମ୍ବଲପୁର ଆସିଥିଲେ ପ୍ରଧାନମନ୍ତ୍ରୀ । ସାରା ରାଜ୍ୟର ନଜର…

ମୋଦି ଆସୁଛନ୍ତି ଓଡିଶା: ମେଣ୍ଟ ଚର୍ଚ୍ଚାରେ ଲାଗିବ କି ବିରାମ?

କନକ ବ୍ୟୁରୋ: ଏକମାସର ବ୍ୟବଧାନରେ ପୁଣି ଓଡିଶା ଆସୁଛନ୍ତି ମୋଦି । ନିର୍ବାଚନ ପାଖେଇଆସୁଥିବାବେଳେ ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ରାଜନୀତି ଉଷ୍ମ ହୋଇଛି । ଚଣ୍ଡୀଖୋଲରେ ମୋଦି ସରକାରୀ କାର୍ଯ୍ୟକ୍ରମରେ ଯୋଗଦେବା ସହ ସାଧାରଣ ସଭାକୁ ଉଦବୋଧନ ଦେବେ । ମୋଦି ଆସୁଥିବାରୁ ଭୁବନେଶ୍ୱରରୁ…

ହିମାଚଳରେ କଂଗ୍ରେସ ସରକାରର ବଡ଼ ଘୋଷଣା । ଏଣିକି ଏହି ମହିଳାଙ୍କୁ ମାସିକ ମିଳିବ ୧୫ଶହ ଟଙ୍କା ପେନସନ୍

କନକ ବ୍ୟୁରୋ : ହିମାଚଳ ପ୍ରଦେଶରେ କଂଗ୍ରେସ ସରକାର ଏକ ବଡ଼ ଘୋଷଣା କରିଛନ୍ତି । ଏଣିକି ରାଜ୍ୟରେ ଥିବା ୧୮ ରୁ ୫୯ ବର୍ଷିୟା ମହିଳାଙ୍କୁ ମାସିକ ୧୫ଶହ ଟଙ୍କା ପେନସନ୍ ମିଳିବ । ଏଥିପାଇଁ ସରକାର ମାସିକ ୮୦୦ କୋଟି ଟଙ୍କା ଖର୍ଚ୍ଚ ହେବ । ଏନେଇ ମୁଖ୍ୟମନ୍ତ୍ରୀ ସୁଖବିନ୍ଦର ସିଂ ସୁଖୁ ଘୋଷଣା…

୧୦ ବର୍ଷ ଧରି ଶୀତଳ ଭଣ୍ଡାରରେ ପଡିଥିଲା ଯୋଜନା । ନିର୍ବାଚନ ବେଳେ ମନେ ପଡିଲା ବୋଲି ବିରୋଧୀଙ୍କ ଅଭିଯୋଗ

କନକ ବ୍ୟୁରୋ: ଉତ୍ତର ବାଲେଶ୍ୱରବାସୀଙ୍କ ଲାଇଫ୍ ଲାଇନ ସୁବର୍ଣ୍ଣରେଖା ନଦୀ । ପ୍ରତିବର୍ଷ ବନ୍ୟା ଆସି ଜଳେଶ୍ୱର, ବସ୍ତା, ବାଲିଆପାଳ ଏବଂ ଭୋଗରାଇରେ ଚାଷବାସ ଉଜୁଡିଯାଏ । ୨୦୦୮ ବନ୍ୟା ସବୁକିଛି ଛାରଖାର କରିଦେଇଥିଲା । ବନ୍ୟା ଯୋଗୁଁ ଲାକେ ବାରମ୍ବାର କ୍ଷତିଗ୍ରସ୍ତ ହେବା ପରେ ରାଜ୍ୟ ସରକାର…

ଯାଜପୁରର ସତ୍ୟବତ୍ର ଓ ସାଗରିକାଙ୍କ ରଙ୍ଗବତୀ ନୃତ୍ୟ ଦେଖି ଭାବ ବିହ୍ୱଳ ହେଲେ ରାଷ୍ଟ୍ରପତି । ନୃତ୍ୟଶିଳ୍ପୀ କହିଲେ,…

କନକ ବ୍ୟୁରୋ: ଜନ୍ମରୁ ଦିବ୍ୟାଙ୍ଗ ହୋଇ ମଧ୍ୟ ହାର ମାନିନାହାନ୍ତି ଭାଇଭଉଣୀ । ନିଜର ନିଷ୍ଠା ଓ ଅଧ୍ୟବସାୟ ବଳରେ ଦକ୍ଷତାକୁ ପ୍ରମାଣ କରିଛନ୍ତି ଦୁଇ ଭାଇ ଭଉଣୀ ସାଗରିକା ଓ ସତ୍ୟବ୍ରତ । ମହାମହିମ ରଷ୍ଟ୍ରପତିଙ୍କ ସାମ୍ନାରେ ରଙ୍ଗବତୀ ଗୀତର ତାଳେ ତାଳେ ନୃତ୍ୟ ପରିବେଷଣ କରି ପ୍ରଶଂସା…