Daily Archives

March 2, 2024

ଲୋକସଭା ନିର୍ବାଚନ ପାଇଁ ବିଜେପିର ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା । ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଂଚଳ…

କନକ ବ୍ୟୁରୋ : ଲୋକସଭା ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଜାରି ହେଲା ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା । ୧୯୫ଟି ଲୋକସଭା ଆସନ ପାଇଁ ପ୍ରାର୍ଥୀ ତାଲିକା ଘୋଷଣା କରିଛି ଦଳ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ପୁଣିଥରେ ବାରାଣାସୀରୁ ଲଢିବାକୁ ଯାଉଥିବା ବେଳେ ଗୁଜରାଟ ଗାନ୍ଧୀନଗରରୁ…

କଂଗ୍ରେସ ଅଧ୍ୟକ୍ଷ ଓ ବରିଷ୍ଠ ନେତାଙ୍କୁ କେନ୍ଦ୍ରମନ୍ତ୍ରୀଙ୍କ ଲିଗାଲ ନୋଟିସ । ଭିଡିଓ ଡିଲେଟ କରିବା ସହ ୩ ଦିନ ଭିତରେ…

କନକ ବ୍ୟୁରୋ : କଂଗ୍ରେସ ଅଧ୍ୟକ୍ଷ ମଲ୍ଲିକାର୍ଜୁନ ଖଡ଼ଗେ ଓ ବରିଷ୍ଠ ନେତା ଜୟରାମ ରମେଶଙ୍କୁ କେନ୍ଦ୍ରମନ୍ତ୍ରୀ ନୀତିନ ଗଡ଼କରୀଙ୍କ ଲିଗାଲ ନୋଟିସ । କଂଗ୍ରେସ ତାଙ୍କର ଏକ ସାକ୍ଷାତକାର ସମୟର ଭିଡିଓକୁ ବିକୃତ କରି ସୋସିଆଲ ମିଡିଆରେ ପୋଷ୍ଟ କରିଥିବା ଗଡକରୀ ଅଭିଯୋଗ କରିଛନ୍ତି । ଭିଡିଓ ଡିଲେଟ…

ଓଲିଉଡ ପାଇଁ ଆସିବ ନୂଆ ନୀତି: ନୀତିରେ କଣ ଅଛି ତାହା ଏବେ ବି ଅସ୍ପଷ୍ଟ

କନକ ବ୍ୟୁରୋ: ରାଜ୍ୟରେ ଓଡିଆ ଫିଲ୍ମର ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଥିବାବେଳେ ରାଜ୍ୟ ସିନେମା ନୀତିକୁ ନେଇ ନୂଆ ଚର୍ଚ୍ଚା ଆରମ୍ଭ ହୋଇଛି । ରାଜ୍ୟରେ ୨୦୧୯ରେ ନୂଆ ନୀତି ପ୍ରସ୍ତୁତ ହୋଇଥିଲା । ଏଥିରେ ଓଡିଆ ଫିଲ୍ମର ପୁନରୁଦ୍ଧାର, ସିନେ ନିର୍ମାତା ଓ କଳାକାରଙ୍କ ସମୂହ ସ୍ୱାର୍ଥକୁ ଦୃଷ୍ଟି…

ମମତାଙ୍କ ଗଡ଼ରେ ମୋଦୀଙ୍କ ଗର୍ଜନ । କହିଲେ ଟିଏମସି ଅର୍ଥ ହେଉଛି ତୁ, ମେ ଔର କରପସନ

କନକ ବ୍ୟୁରୋ : ଦିଦିଙ୍କ ଗଡରେ ଗର୍ଜିଲେ ମୋଦୀ । ପଶ୍ଚିମବଙ୍ଗ କୃଷ୍ଣନଗର ଜନସଭାକୁ ସମ୍ବେ।।ଧିତ କରି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ପ୍ରଧାନମନ୍ତ୍ରୀ ମୋଦୀ ଟାର୍ଗେଟ କରିଛନ୍ତି । ଟିଏମସିର ଅର୍ଥ ତୁ ମେ ଔର କରପସନ କହି ମମତାଙ୍କୁ ମୋଦୀ ଟାର୍ଗେଟ କରିଛନ୍ତି । ଟିଏମସି ହେଉଛି ଅତ୍ୟାଚାର,…

ରେଢାଖୋଲ ମାଟିରେ ରାଷ୍ଟ୍ରପତି: ସନ୍ଥକବିଙ୍କୁ ମନେପକାଇ ହେଲେ ଭାବବିହ୍ୱଳ

କମକ ବ୍ୟୁରୋ: ରେଢାଖୋଲରେ ମହିମାଧର୍ମ ଉପାସକଙ୍କ ଦ୍ୱାରା ଆୟୋଜିତ କାର୍ଯ୍ୟକ୍ରମରେ ସନ୍ଥକବି ଭୀମଭୋଇଙ୍କୁ ମନେପକାଇ ଭାବବିହ୍ୱଳ ହୋଇଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତି କହିଛନ୍ତି, ଏହି ସ୍ଥାନକୁ ଆସି ସେ ନିଜକୁ ଭାଗ୍ୟବାନ ମନେ କରୁଛନ୍ତି । ଭୀମଭୋଇଙ୍କ ବାଣୀ ଓ ଆଦର୍ଶ…

ରାଜନୈତିକ ଅସ୍ଥିରତା ଭିତରେ ହିମାଚଳରେ ପୁଣି ହଲଚଲ । ଫେସବୁକରୁ କଂଗ୍ରେସ ନାଁ ହଟାଇଲେ ମନ୍ତ୍ରୀ ବିକ୍ରମାଦିତ୍ୟ ସିଂ

କନକ ବ୍ୟୁରୋ : ହିମାଚଳରେ ପୁଣି ହଲଚଲ । କ୍ୟାବିନେଟମନ୍ତ୍ରୀ ବିକ୍ରମାଦିତ୍ୟ ସିଂ ନିଜ ଫେସବୁକ ଆକାଉଁଟର କଂଗ୍ରେସ ନାଁ ହଟେଇବା ପରେ ପୁଣି ଚର୍ଚ୍ଚା ଆରମ୍ଭ ହୋଇଛି । କଂଗ୍ରେସ ନାଁ ହଟାଇ ବିକ୍ରମାଦିତ୍ୟ ଲେଖିଛନ୍ତି ସେ ହିମାଚଳର ସେବକ । ଯଦିଓ ଇସ୍ତଫା ପ୍ରତ୍ୟାହାର କରି ନେଇଛନ୍ତି…