Daily Archives

March 2, 2024

ବିଜେଡି ଛାଡିଲେ ଅରବିନ୍ଦ ଢାଲି: କାଲି ବିଜେପିରେ ହେବେ ସାମିଲ, କଟାକ୍ଷ କଲା ବିଜେଡି

କନକ ବ୍ୟୁରୋ: ଜୟଦେବ ବିଧାୟକ ଅରବିନ୍ଦ ଢାଲିି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକଙ୍କ ନିକଟକୁ ସେ ତାଙ୍କର ଇସ୍ତଫା ପତ୍ର ପଠାଇ ଦେଇଛନ୍ତି । ହେଲେ, କାହିଁକି ଦଳ ଛାଡିଲେ, ସେନେଇ ଇସ୍ତଫା ପତ୍ରରେ କିଛି ଉଲେଖ କରି ନାହାନ୍ତି ଅରବିନ୍ଦ ।…

୫ ତାରିଖରେ ଆସିବେ ମୋଦୀ: ଓଡିଶାକୁ ଭେଟି ଦେବେ ଏକାଧିକ ପ୍ରକଳ୍ପ, ଗସ୍ତ ପୂର୍ବରୁ ପ୍ରସ୍ତୁତିର ଯାଞ୍ଚ

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପାଇଁ ଜୋରସୋରରେ ପ୍ରସ୍ତୁତି ଚାଲିଛି । ସାଧାରଣ ସଭା ପାଇଁ ଯାଜପୁର ଜିଲ୍ଳାର ଚଣ୍ଡିଖୋଲ ନିକଟ ବେଣାପୁର ପଡିଆରେ, ଟେଣ୍ଡ ବନ୍ଧା ଯାଉଛି, ସଭାମଂଚ ତିଆରି ଚାଲିଛି । ବିଜେପି ନେତାମାନେ ଉପସ୍ଥିତ ରହି ପ୍ରଧାନମନ୍ତ୍ରୀଙ୍କ ଗସ୍ତ ପାଇଁ…

ନିରବତା ଭାଙ୍ଗିଲେ ନେତା: ମେଂଟ ଚର୍ଚ୍ଚାକୁ କହିଲେ ଗୁଜବ

କନକ ବ୍ୟୁରୋ: ନିର୍ବାଚନ ପୂର୍ବରୁ ବିଜେଡି-ବିଜେପି ମେଂଟ ନେଇ ଦିଲୀରୁ ପଲୀ ଯାଏଁ ହଟଚମଟ ହେବା ପରେ ନିରବତା ଭାଙ୍ଗିଛନ୍ତି ନେତା । ପୂର୍ବରୁ ମେଂଟ ନେଇ ପ୍ରଶ୍ନ ହେଲେ ଏହାକୁ ଚତୁରତାର ସହ ଏଡାଇ ଯାଉଥିଲେ ଦୁଇ ଦଳର ବଡ଼ ବଡ଼ ନେତା । ତେବେ ଗତକାଲି ଦିଲ୍ଲୀରୁ ଫେରିବା ପରେ ରାଜ୍ୟ ବିଜେପି ସଭାପତି…

ବିଜେପି ପ୍ରାର୍ଥୀ ତାଲିକା: କେଉଁ ରାଜ୍ୟରୁ କେତେ ପ୍ରାର୍ଥୀ? କେଉଁଠୁ ଲଢିବେ କିଏ?

କନକ ବ୍ୟୁରୋ: ଆଜି ବିଜେପି ତାର ପ୍ରଥମ ଲୋକସଭା ପ୍ରାର୍ଥୀ ତାଲିକା ଘୋଷଣା କରିଛି । ଏହି ତାଲିକାରେ ୧୯୫ ଜଣ ପ୍ରାର୍ଥୀ ରହିଛନ୍ତି । ଯେଉଁଥିରେ ୩୪ ଜଣ କେନ୍ଦ୍ରମନ୍ତ୍ରୀ, ୫୦- ବର୍ଷରୁ କମ ୪୭ ଜଣ ଅଛନ୍ତି ଯୁବବର୍ଗର ପ୍ରାର୍ଥୀ ରହିଛନ୍ତି । ସେହିପରି ୨୮ ଜଣ ମହିଳାଙ୍କ ନାଁ ବି ଏହି ଲିଷ୍ଟରେ…

ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକା ଘୋଷଣା କଲା ବିଜେପି । ୧୬ ରାଜ୍ୟ ଓ ୨ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ…

କନକ ବ୍ୟୁରୋ: ଲୋକସଭା ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ଘୋଷଣା କରିଛି ଭାରତୀୟ ଜନତା ପାର୍ଟି । ଆଜି ପ୍ରେସମିଟ୍ କରି ୧୯୫ ଜଣ ଲୋକସଭା ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେପି । ତେବେ ଆଜି ୧୬ ରାଜ୍ୟ ଓ ଦୁଇ କେନ୍ଦ୍ରଶାସିତ ଅଞ୍ଚଳ ପାଇଁ ପ୍ରାର୍ଥୀ ଘୋଷଣା ହେଇଥିବାବେଳେ, ଏହା…

ବିଜେପି ପ୍ରାର୍ଥୀ ତାଲିକାରେ ସୁଷମା ସ୍ୱରାଜଙ୍କ ଝିଅ । ବାଂଶୁରୀ ସ୍ୱରାଜଙ୍କୁ ନୂଆଦିଲ୍ଲୀରୁ ପ୍ରାର୍ଥୀ କଲା ବିଜେପି

କନକ ବ୍ୟୁରୋ : ବିଜେପି ତରଫରୁ ପ୍ରଥମ ପର୍ଯ୍ୟାୟ ପ୍ରାର୍ଥୀ ତାଲିକାରେ ୨୮ ଜଣ ମହିଳାଙ୍କୁ ସ୍ଥାନ ମିଳିଛି । ଏହି କ୍ରମରେ ପୂର୍ବତନ ବିଦେଶମନ୍ତ୍ରୀ ସୁଷମା ସ୍ୱରାଜଙ୍କ କନ୍ୟା ବାଂଶୁରୀ ସ୍ୱରାଜଙ୍କ ଉପରେ ଦଳ ଭରସା କରିଛି । ବାଂଶୁରୀଙ୍କୁ ନୂଆଦିଲ୍ଲୀ ଲୋକସଭା ଆସନରୁ ଟିକେଟ ଦେଇଛି ଦଳ ।…