ବିଜେଡି ନେତା ଭିକେ ପାଣ୍ଡିଆନଙ୍କ ଅଭିଯୋଗ ପରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଜବାବ ରଖିଛନ୍ତି ।

3,791

କନକବ୍ୟୁରୋ :କନକବ୍ୟୁରୋ : ବିଜେଡି ବିରୋଧରେ ଅପରେସନ୍ ଲୋଟସ୍ ଅଭିଯୋଗର ଜବାବ ରଖିଲେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ସମ୍ବଲପୁରରେ ପ୍ରଚାରବେଳେ କହିଲେ, ତାଙ୍କୁ ଡର ଲାଗିଲାଣି । ପ୍ରଜାତନ୍ତ୍ରରେ କେହି କାହାକୁ ଭାଙ୍ଗେ ନାହିଁ । ବିଜେଡିକୁ ଭାଙ୍ଗିବୁ କଣ ପାଇଁ, ଏଥର ଓଡିଶା ଲୋକ ବିଜେଡିକୁ ହରାଇ ଫିଙ୍ଗିଦେବେ । ଗତକାଲି ସାମ୍ବାଦିକ ସମ୍ମିଳନୀ କରି ବିଜେପି ଏବଂ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ଜୋରଦାର ଟାର୍ଗେଟ କରିଥିଲେ ବିଜେଡି ନେତା ଭିକେ ପାଣ୍ଡିଆନ ।