Monthly Archives

November 2023

ଏକଜିଟ୍ ପୋଲ ଭିତରେ ଆସିଲା ଭଲ ଖବର । ଜୁଲାଇରୁ ସେପ୍ଟେମ୍ବର ମଧ୍ୟରେ ବଢିଛି ଅଭିବୃଦ୍ଧି ହାର

କନକ ବ୍ୟୁରୋ : ବଢିଲା ଅଭିବୃଦ୍ଧି ହାର । ଜୁଲାଇରୁ ସେପ୍ଟେମ୍ବର ମାସ ମଧ୍ୟରେ ଅଭିବୃଦ୍ଧି ହାର ୭.୬ ପ୍ରତିଶତ ରହିଛି । କେନ୍ଦ୍ର ସରକାରଙ୍କ ପରିସଂଖ୍ୟାନ ମନ୍ତ୍ରଣାଳୟ ଏହି ରିପୋର୍ଟ ଜାରି କରିଛି । ପୂର୍ବ ବର୍ଷ ଏହି ସମୟରେ ଅଭିବୃଦ୍ଧି ହାର ୬.୨ ପ୍ରତିଶତ ଥିଲା । ତେବେ ଚଳିତ ଆର୍ଥିକ ବର୍ଷର…

ଶେଷ ଦିନରେ ତେଲେଙ୍ଗାନାରେ ୧୧୯ ବିଧାନସଭା ଆସନ ପାଇଁ ପଡିଲା ଭୋଟ । ଧାଡିରେ ଛିଡା ହୋଇ ଭୋଟ ଦେଲେ ନେତା, ଜନତା ଏବଂ…

କନକ ବ୍ୟୁରୋ : ସରିଲା ୫ ରାଜ୍ୟର ବିଧାନସଭା ନିର୍ବାଚନ । ଗୁରୁବାର ଅନ୍ତିମ ପର୍ଯ୍ୟାୟରେ ତେଲେଙ୍ଗାନା ପାଇଁ ପଡିଛି ଭୋଟ୍ । ମୋଟ୍ ୧୧୯ ବିଧାନସଭା ଆସନ ପାଇଁ ମତଦାନ ସରିଛି । ଇଭିଏମରେ ପ୍ରାର୍ଥୀଙ୍କ ଭାଗ୍ୟ ସିଲ୍ କରିଛନ୍ତି ମତଦାତା । ତେବେ ସକାଳ ୭ଟାରୁ ଆରମ୍ଭ ହୋଇଥିବା ଏହି ମତଦାନ ସନ୍ଧ୍ୟା…

ସରିଲା ପାଞ୍ଚ ରାଜ୍ୟର ମତଦାନ । ‘୨୪’ ଲଢ଼େଇ ପାଇଁ ବଳ ଦେବ ଫଳାଫଳ, ହିନ୍ଦୀ ହାର୍ଟଲ୍ୟାଣ୍ଡରେ କାହାର ରହିବ ପ୍ରଭାବ?

କନକ ବ୍ୟୁରୋ : ସରିଛି ପାଂଚ ରାଜ୍ୟର ବିଧାନସଭା ନିର୍ବାଚନ ପାଇଁ ମତଦାନ । ଆସନ୍ତାବର୍ଷ ସାଧାରଣ ନିର୍ବାଚନ ପୂର୍ବରୁ ଏହା ଶେଷ ବିଧାନସଭା ନିର୍ବାଚନ । ତେଣୁ ଫଳାଫଳ ଉପରେ ଏବେ ସମସ୍ତଙ୍କ ନଜର ରହିଛି । କାରଣ ଦିଲ୍ଲୀ ଗାଦିରେ ବସିବାକୁ ହେଲେ ହିନ୍ଦୀ ହାର୍ଟଲ୍ୟାଣ୍ଡର ଫଳାଫଳ ଗୋଟିଏ ବଡ ବଳ…

ସରିଲା ରତ୍ନଭଣ୍ଡାର ବାହାରର ଲେଜର ସ୍କାନିଂ । ୪୫ଟି ପଏଣ୍ଟର ହେଲା ଫଟୋଗ୍ରାଫି

କନକ ବ୍ୟୁରୋ : ଶ୍ରୀମନ୍ଦିର ରତ୍ନଭଣ୍ଡାର ସୁରକ୍ଷା ନେଇ ଚାଲିଥିବା ଚର୍ଚ୍ଚା ଭିତରେ, ରତ୍ନଭଣ୍ଡାର ବାହାର ପାଶ୍ୱର୍ର ଲେଜର ସ୍କାନିଂ କାମ ସରିଛି । ଏଏସଆଇ’ର ୧୬ଜଣିଆ ଟିମ୍ ତିନି ଦିନ ଧରି ତର୍ଜମା କରିଛନ୍ତି । ଏଥିରେ ୪୫ଟି ପଏଂଟ’ର ଫଟୋଗ୍ରାଫି କରାଯାଇଛି । ଯାହାର, ଡକ୍ୟୁମେଣ୍ଟେସନ ଆରମ୍ଭ…

ନାରୀ ଶକ୍ତିର ବିକାଶକୁ ରାଜ୍ୟପାଳଙ୍କ ଗୁରୁତ୍ୱ । ଯୁବ ଶକ୍ତିକୁ ସଶକ୍ତ କରିବାକୁ ଆହ୍ୱାନ

କନକ ବ୍ୟୁରୋ : ଅବସର ଥିଲା, କନକ ନ୍ୟୁଜର ଓଡିଶା ନିର୍ମାଣ କନକ୍ଲେଭ । କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ନିଜ ଅଭିଭାଷଣରେ ନାରୀ ଶକ୍ତିର ଗୁରୁତ୍ୱକୁ ବଖାଣିଛନ୍ତି ରାଜ୍ୟପାଳ ରଘୁବର ଦାସ । କହିଛନ୍ତି, ନାରୀଶକ୍ତି ବିନା ରାଜ୍ୟ କି ଦେଶ ଆଗକୁ ବଢ଼ିବା ଅସମ୍ଭବ । ଯେପର୍ଯ୍ୟନ୍ତ…

ମାଟ୍ରିମୋନୀରୁ ସମ୍ପର୍କ, ଠକେଇରେ ଶେଷ: ୬୪ ଲକ୍ଷ ଠକି ନେଲା ମିଛ ପ୍ରେମିକ!

କନକ ବ୍ୟୁରୋ: ପ୍ରଥମେ ବିବାହ ପ୍ରଲୋଭନ ଦେଖାଇ ସର୍ମ୍ପକ ସ୍ଥାପନ କଲେ । ଆଉ ପରେ ମିଠା ମିଠା କଥା ଠକି ନେଲେ ଲକ୍ଷାଧିକ ଟଙ୍କା । ଏମିତି ଏକ ସାଂଘାତିକ ଅଭିଯୋଗ ଆଣିଛନ୍ତି ପଶ୍ଚିମବଙ୍ଗର ଯୁବତୀ । ସମ୍ବଲପୁର ଟାଉନ ଥାନା ଅଂଚଳର ରାହୁଲ ରକ୍ଷିତ ବିବାହର ପ୍ରଲୋଭନ ଦେଖାଇ ଯୁବତୀଙ୍କ ଠାରୁ ୬୪…