Daily Archives

November 12, 2023

ନେଦରଲ୍ୟାଣ୍ଡ ବିପକ୍ଷରେ ଟିମ୍ ଇଣ୍ଡିଆ ବଡ ବିଜୟ । ୯ରୁ ୯ ଲିଗ୍ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ଲିଗ୍ ପର୍ଯ୍ୟାୟରେ…

କନକ ବ୍ୟୁରୋ: ଲିଗ୍ ପର୍ଯ୍ୟାୟରେ ଅପରାଜିତା ରହିଲା ଭାରତ । ରବିବାର ଟିମ୍‌ ଇଣ୍ଡିଆ ନେଦରଲାଣ୍ଡ ବିପକ୍ଷରେ ୧୬୦ ରନରେ ବିଜୟ ହାସଲ କରି କୋଟି କୋଟି ଭାରତୀୟମାନଙ୍କୁ ଦୀପାବଳି ଉପହାର ଦେଇଛି। ଚଳିତ ବିଶ୍ବକପ୍‌ରେ ଖେଳିଥିବା ସମସ୍ତ ଲିଗ୍‌ ମ୍ୟାଚରେ ବିଜୟୀ ହେବା ସହିତ ରୋହିତ ଶର୍ମାଙ୍କ…

ବାଲେଶ୍ୱର ଭୋଗରାଇ ଅଞ୍ଚଳର ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ପେପର ପ୍ଲେଟ୍ ମେକିଂ । ଶାଳ ପତ୍ର, ପେପର ପ୍ଲେଟ୍, ପେପରରେ…

କନକ ବ୍ୟୁରୋ: ବାଲେଶ୍ୱର ଭୋଗରାଇ ଅଞ୍ଚଳ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ । ଶାଳ ପତ୍ର ପ୍ଲେଟ୍, ପେପର ପ୍ଲେଟ୍, ପେପର ଗିନା ପ୍ରସ୍ତୁତ କରି ସ୍ୱାବଲମ୍ବୀ ହେଉଛନ୍ତି ଏସଏଚଜି ମହିଳା । ଭୋଗରାଇ ବ୍ଲକ ଅନ୍ତର୍ଗତ ବେଲଦା ଗାଁର ୩୩ ଜଣ ମହିଳା ଏକାଠି ହୋଇ ଏଭଳି କାମକୁ ହାତକୁ ନେଇଛନ୍ତି । ମେସିନ୍…

ବୌଦ୍ଧ ମହିଳାଙ୍କୁ ସ୍ୱାବଲମ୍ବୀ କରିଛି ସମ୍ବଲପୁରୀ ଶାଢ଼ି । ତନ୍ତରେ ଶାଢ଼ି ବୁଣୁଛନ୍ତି ମା’ ମହାଲକ୍ଷ୍ମୀ ସ୍ୱୟଂ ସହାୟକ…

କନକ ବ୍ୟୁରୋ: ଓଡିଶା ହସ୍ତଶିଳ୍ପର ଆଜି ସାରା ବିଶ୍ୱରେ ଚାହିଦା । ବିଶେଷ କରି ସମ୍ବଲପୁରୀ ଶାଢ଼ି ରାଜ୍ୟ, ଦେଶ ସମେତ ବିଦେଶରେ ମଧ୍ୟ ବିଶେଷ ଆଦୃତି ଲାଭ କରିଛି । ଆଉ ଏହି ସମ୍ବଲପୁରୀ ଶାଢ଼ି ହିଁ କିଛି ମହିଳାଙ୍କୁ ଆତ୍ମନିର୍ଭରଶୀଳ ହେବାର ବାଟ ଦେଖାଇଛି । ବିଭିନ୍ନ ପ୍ରକାର ଆକର୍ଷଣୀୟ ଶାଢି…

ପୋଟଳ ଚାଷର ଗାଁ ସୁନ୍ଦରଗଡ଼ର ବୁଡ଼ାବାହାଲ । ୬୦ ଏକର ପଡ଼ିଆ ଜମିରେ ଫଳିଛି ସୁନା ଫସଲ । ବର୍ଷକୁ ମିଳୁଛି ୬୦ ଲକ୍ଷ

କନକ ବ୍ୟୁରୋ: ପୋଟଳ ଚାଷ କରି ବର୍ଷକ ଆୟ ୬୦ ଲକ୍ଷରୁ ଉଦ୍ଧ୍ୱର୍ । କଥାଟି ଶୁଣିଲେ ଅବିଶ୍ୱାସ ଲାଗୁଥିଲେ ବି ଏହାକୁ ସତ କରି ଦେଖାଇଛନ୍ତି ସୁନ୍ଦରଗଡ ବୁଡାବାହାଲ ଗାଁର ୧୦୨ଟି ପରିବାର । ୬୦ ଏକର ପଡ଼ିଆ ଜମିରେ ପୋଟଳ ଚାଷ କରି ସ୍ୱାବଲମ୍ବୀ ହୋଇଛନ୍ତି ଏମାନେ । କେବଳ ସୁନ୍ଦରଗଡ ନୁହେଁ ସାରା…

ଦାଦନ ଖଟିବାକୁ ଯାଇଥିଲେ, ହେଲେ ଗାଁକୁ ଫେରିଲା ମୃତଦେହ । ତାମିଲନାଡୁରେ ଚାଲିଗଲା ଓଡିଆ ଯୁବକଙ୍କ ଜୀବନ । ବେସାହାରା…

କନକ ବ୍ୟୁରୋ: ରୋଜଗାର କଲେ ବାହାହେବ । ଏଭଳି କଥା ମାଆ କହିବା ପରେ ଗାଁରେ କାମ ନପାଇ ରୋଜଗାରିଆ ପୁଅ ଦାଦନ ଖଟିବାକୁ ଯାଇଥିଲା ତାମିଲନାଡ଼ୁ । ହେଲେ ଟଙ୍କା ଧରି ଘରକୁ ଫେରିବା ବଦଳରେ ମୃତଦେହ ଫେରିଲା । ଭଞ୍ଜନଗରରୁ ଆସିଛି ଏଭଳି ଦୁଃଖଦ ଖବର । ଗଞ୍ଜାମରେ ସରୁନି ଦାଦନ ଦୁଃଖ ଦାଦନ…

ଧନତେରସରେ ସୁନା, ଦୀପାବଳିରେ ଜମିଲା ଇଲେକଟ୍ରୋନିକ୍ସ ଓ ଘରକରଣା ସାମଗ୍ରୀର ବ୍ୟବସାୟ । ଦୀପାବଳିରେ ବଢ଼ିଲା ୧୫ ପ୍ରତିଶତ…

କନକ ବ୍ୟୁରୋ: ଦୀପାବଳିରେ ବଜାର ଭିଡ଼, ଜମୁଛି ବେପାର । ଇଲେକଟ୍ରୋନିକ୍ସ ଓ ଘରକରଣା ଜିନିଷ କିଣିବାକୁ ଗ୍ରାହକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଛି । ଏହାସହ ପାର୍ବଣ ରୁତୁରେ ଅଧିକ ଗାଡ଼ି ମଧ୍ୟ ବିକ୍ରି ହେଉଛି । ସେପଟେ ଗ୍ରାହକଙ୍କୁ ଆକୃଷ୍ଟ କରିବାକୁ ବ୍ୟବସାୟୀମାନେ ଭଳିକି ଭଳି ଅଫର…