Daily Archives

November 25, 2023

ଆମରଣ ଅନଶନ ଭାଙ୍ଗିଲେ ପ୍ରଯୋଜିକା ସନଲିସା । ଜୁସ୍ ପିଆଇ ଅନଶନ ଭାଙ୍ଗିଲେ କୁନା ତ୍ରିପାଠୀ ।

କନକ ବ୍ୟୁରୋ: ଭୁବନେଶ୍ୱର ଲୋୟର ପିଏମଜିରେ ପ୍ରଯୋଜିକା ସନଲିସା ଚଳାଇଥିବା ଆମରଣ ଅନଶନ ଭାଙ୍ଗିଛନ୍ତି । ତେବେ ଧାରଣା ଜାରି ରହିବ ବୋଲି ଘୋଷଣା କରିଛନ୍ତି ସନଲିସା । କଳାକାରଙ୍କ ବିବାଦ ଭିତରେ ଓଡିଆ ଫିଲ୍ମ ବଞ୍ଚାଇବା ଦାବିରେ ସନଲିସା ଗୁରୁବାରଠାରୁ ଅନଶନ ଆରମ୍ଭ କରିଥିଲେ । ଏହାପରେ ଆମରଣ…

ଆଇପିଏଲର ୧୭ତମ ସଂସ୍କରଣ ପାଇଁ ହେବ ମିନି ନିଲାମ । ହାର୍ଦ୍ଦିକ ପାଣ୍ଡ୍ୟା ମୁମ୍ବାଇ ଇଣ୍ଡିଆନ୍ସକୁ ଫେରୁଥିବା ନେଇ…

କନକ ବ୍ୟୁରୋ: ଡିସେମ୍ବର ୧୯ରେ ଆଇପିଏଲର ୧୭ତମ ସଂସ୍କରଣ ପାଇଁ ଦୁବାଇରେ ଅନୁଷ୍ଠିତ ହେବ ମିନି ନିଲାମ । ସମସ୍ତ ୧୦ଟି ଯାକ ଫ୍ରାଞ୍ଚାଇଜି ବଛା ବଛା ଖେଳାଳିଙ୍କୁ ରିଟେନ ରଖିବା ସହିତ ଅନ୍ୟ ମାନଙ୍କୁ ନିଲାମ ପାଇଁ ବାଦ୍ ଦେବାକୁ ତାଲିକା ପ୍ରସ୍ତୁତ ଆରମ୍ଭ କରିଛନ୍ତି । ଏସବୁ ମଧ୍ୟରେ ଅଲରାଉଣ୍ଡର…

ଯୁଦ୍ଧ ବିରତି ଚୁକ୍ତି ସଫଳ! ଇସ୍ରାଏଲ ପଣବନ୍ଦୀଙ୍କୁ ଛାଡୁଛି ହମାସ । ପାଲେଷ୍ଟାଇନ ପଣବନ୍ଦୀଙ୍କୁ ମୁକ୍ତ କରୁଛି ଇସ୍ରାଏଲ

କନକ ବ୍ୟୁରୋ: ଦୁଇ ଦିନ ପୂର୍ବରୁ ହମାସ-ଇସ୍ରାଏଲ ମଧ୍ୟରେ ଯେଉଁ ବୁଝାମଣା ଚୁକ୍ତି ହୋଇଥିଲ କ୍ରମଶ ତାହା ସଫଳ ହେଉଛି । ଶୁକ୍ରବାର ପ୍ରଥମ ପଯ୍ୟାୟରେ ୨୪ଜଣ ପଣବନ୍ଦୀଙ୍କୁ ମୁକ୍ତ କରିବା ପରେ ଶନିବାର ୨ୟ ପର୍ଯ୍ୟାୟରେ ଆଉ କିଛି ପଣବନ୍ଦୀଙ୍କୁ ମୁକ୍ତ କରିଛି ହମାସ । ଏମାନଙ୍କ ମଧ୍ୟରେ ୧୩ଜଣ…

ମହାରାଷ୍ଟ୍ର ପୁଣେରେ ଲୋମଟାଙ୍କୁରା ହତ୍ୟାକାଣ୍ଡ । ସ୍ୱାମୀକୁ ମୁଥା ମାରି ହତ୍ୟାକଲା ସ୍ତ୍ରୀ । ଜନ୍ମଦିନରେ ଦୁବାଇ…

କନକ ବ୍ୟୁରୋ: ମହାରାଷ୍ଟ୍ର ପୁଣେରୁ ଏଭଳି ଏକ ଚାଞ୍ଚଲ୍ୟକର ହତ୍ୟାକାଣ୍ଡର ଖବର ଆସିଛି ଯାହା ସଭିଁଙ୍କୁ ସ୍ତବ୍ଧ କରି ଦେଇଛି । ଜଣେ ପତ୍ନୀ ନିଜ ସ୍ୱାମୀକୁ ମୁଥା ମାରି ହତ୍ୟା କରିଛି । ଆଉ ହତ୍ୟାକାଣ୍ଡ ପଛର କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ । ଜନ୍ମଦିନରେ ଦୁବାଇ ବୁଲାଇ ନନେବାରୁ…

ଟନେଲ ଟ୍ରାଜେଡି: ବାଧା ଭିତରେ ବି କମିନି ଜୋସ୍, ମଉଳିନି ମନୋବଳ । ଥକି ନାହାନ୍ତି ଉଦ୍ଧାରକାରୀ ଦଳ । ସେମାନେ ଜିତିବେ,…

କନକ ବ୍ୟୁରୋ: ଦିନ ପରେ ଦିନ ବିତୁଛି । ଘଣ୍ଟା କଣ୍ଟାର ଟିକ୍ ଟିକ୍ ଶବ୍ଦ ସହ ତାଳ ଦେଇ ସମୟ ଗଡିଚାଲିଛି ଆଉ କ୍ୟାଲେଣ୍ଡରର ତାରିଖ ବି ତା ହିସାବରେ ବଦଳି ଚାଲିଛି । କିନ୍ତୁ ଯାହା ବଦଳୁନି ତାହା ହେଉଛି ସୁଡଙ୍ଗ ଭିତରର ସ୍ଥିତି । ଅନେକ ଉଦ୍ୟମ ହେଉଛି, ଅପରେସନ ‘ଟନେଲ’ ଚାଲିଛି, ଜୀବନ ପାଇଁ…

ବିଧାନସଭା ନିର୍ବାଚନ ପାଇଁ ରାଜସ୍ଥାନ ଦେଲା ଭୋଟ୍ । ସଂଧ୍ୟା ୫ଟା ସୁଦ୍ଧା ୬୯ ପ୍ରତିଶତ ମତଦାନ । ଭୋଟବେଳେ ବିଭିନ୍ନ…

କନକ ବ୍ୟୁରୋ: ରାଜସ୍ଥାନ ବିଧାନସଭା ନିର୍ବାଚନ ପାଇଁ ଶନିବାର ମତଦାନ ଶେଷ ହୋଇଛି । ସକାଳ ୭ଟାରୁ ଆରମ୍ଭ ହୋଇ ସଂଧ୍ୟା ୫ଟା ପର୍ଯ୍ୟନ୍ତ ଭୋଟଗ୍ରହଣ କରାଯାଇଛି । ମୋଟ ୧୯୯ ଆସନ ପାଇଁ ପଡ଼ିଛି ଭୋଟ । ୧୮୬୩ ପ୍ରାର୍ଥୀଙ୍କ ଭାଗ୍ୟ ନିର୍ଦ୍ଧାରଣ କରିଛନ୍ତି ୫କୋଟି ଭୋଟର । ସମସ୍ତ ବିଧାନସଭା ଆସନରେ…