Daily Archives

November 8, 2023

ବିଶ୍ୱକପ ଭିତରେ ବଢିଲା ଭାରତର ଦବଦବା । ବ୍ୟାଟିଂ, ବୋଲିଂ ସହ ଟିମ ରାଙ୍କିଙ୍ଗରେ ନମ୍ବର ୱାନ

କନକ ବ୍ୟୁରୋ : କ୍ରିକେଟ ବିଶ୍ୱକପରେ ଭାରତୀୟ ଦଳ ଚମକ୍ରାର ପ୍ରଦର୍ଶନ ଜାରି ରଖିଥିବା ବେଳେ ଏଯାଏଁ ଖେଳିଥିବା ୮ଟି ଯାକ ମ୍ୟାଚ୍ ଜିତିସାରିଛି । ବ୍ୟାଟିଂ, ବୋଲିଂ, ଫିଲଡିଂ, ତିନିଟି ଯାକ କ୍ଷେତ୍ରରେ ଭାରତୀୟ ଖେଳାଳିଙ୍କ ପ୍ରଦର୍ଶନ ଉଚ୍ଚକୋଟୀର ରହିଛି । ଏବେ ଆଇସିସି ଯେଉଁ ଦିନିକିଆ…

ବିଶ୍ୱକପ ସେମି ଫାଇନାଲ ରେସ । ଭାରତ, ଦକ୍ଷିଣ ଆଫ୍ରିକା ପରେ ସ୍ଥାନ ପକା କଲା ଅଷ୍ଟ୍ରେଲିଆ

କନକ ବ୍ୟୁରୋ : ବିଶ୍ୱକପ ସେମି ଫାଇନାଲ ରେସ । ଭାରତ, ଦକ୍ଷିଣ ଆଫ୍ରିକା ପରେ ସେମିରେ ସ୍ଥାନ ପକା କରିିଛି ଅଷ୍ଟ୍ରେଲିଆ । କିନ୍ତୁ ୪ ନମ୍ବର ସ୍ଥାନ ପାଇଁ ନ୍ୟୁଜିଲ୍ୟାଣ୍ଡ, ପାକିସ୍ତାନ, ଆଫଗାସ୍ତାନ ମଧ୍ୟରେ ଲଢେଇ ହେବ । ପ୍ରତ୍ୟେକ ଟିମ୍ ୮ ପଏଂଟ ଲେଖାଏଁ ପାଇଥିବା ବେଳେ ଗୋଟିଏ ଲେଖାଏଁ ମ୍ୟାଚ…

ପାଲେଷ୍ଟାଇନ- ଇସ୍ରାଏଲ ଯୁଦ୍ଧ ଭିତରେ ବଳି ପଡୁଛନ୍ତି ନୀରୀହ ଶିଶୁ । ମାସକ ମଧ୍ୟରେ ଗଲାଣି ସାଢେ ୫ ହଜାର ଶିଶଙ୍କ ଜୀବନ

କନକ ବ୍ୟୁରୋ : ଯୁଦ୍ଧଗ୍ରସ୍ତ ଗାଜା ପାଲଟିଛି ଶିଶୁଙ୍କ କବରସ୍ଥାନ । ଆକ୍ରମଣରେ ପ୍ରତି ୧୦ମିନିଟରେ ଯାଉଛି ଜଣେ ଶିଶୁର ଜୀବନ । ଗାଜା ପଟ୍ଟିରେ ଇସ୍ରାଏଲ-ହମାସ ମଧ୍ୟରେ ଲଢେଇ ୩୩ଦିନରେ ପହଁଚିଛି । ଏହି ଘମାଘୋଟ ଯୁଦ୍ଧରେ ନୀରିହ ଜୀବନ ପ୍ରଭାବିତ ବିଶେଷ ଭାବେ ପ୍ରଭାବିତ ହୋଇଛି । ୭ଅକ୍ଟୋବରରୁ…

ହତ୍ୟା କରିବାର ଅଜବ ଯୁକ୍ତି । କର୍ଣ୍ଣାଟକ ଚମରାଜନଗରରେ ସ୍ତ୍ରୀ ଫୋନ୍ ନଉଠାଇବାରୁ ଅଢେଇ ଶହ କିମି ଯାତ୍ରା କରି ହତ୍ୟା…

କନକ ବ୍ୟୁରୋ : ହତ୍ୟା କରିବା ପାଇଁ ଅଜବ ଯୁକ୍ତି । ଫୋନ୍ ନଉଠାଇବାରୁ ସ୍ତ୍ରୀକୁ ହତ୍ୟାକଲା ସ୍ୱାମୀ । ଘଟଣାଟି କର୍ଣ୍ଣାଟକ ଚମରାଜନଗର ଅଂଚଳରେ ଦେଖିବାକୁ ମିଳିଛି । ୨୩୦ କିଲୋମିଟର ଯାତ୍ରା କରି ବାପ ଘରେ ଥିବା ସ୍ତ୍ରୀକୁ ହତ୍ୟା କଲା ସ୍ୱାମୀ କିଶୋର । ସୂଚନା ଅନୁସାରେ ପୂର୍ବ ଚମରାଜନଗରରେ…

ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କଲା ଆତିଦ୍ୟ-ଏଲ୧, ସୋଲାର ଫ୍ଲାୟାର ଫଟୋ ଉଠାଇଲା ସାଟେଲାଇଟରେ ଖଞ୍ଜା…

କନକ ବ୍ୟୁରୋ : ସୂର୍ଯ୍ୟର ଅତି ନିକଟରୁ ପ୍ରଥମ ଫଟୋ ଉତୋଳନ କରିଛି ଆତିଦ୍ୟ-ଏଲ୧ । ଆଦିତ୍ୟ-ଏଲ୧ରେ ଖଞ୍ଜା ଯାଇଥିବା ହେଲ୧୦ଏସ୍ ସୂର୍ଯ୍ୟ- ଅତି ବାଇଗଣୀ ରଶ୍ମୀର ଫଟୋ ଉଠାଇଛି । ଯାହାକୁ ସୋଲାର ଫ୍ଲାୟାର ବୋଲି କୁହାଯାଉଛି । ସୋଲାର ଫ୍ଲାୟରର ହେଉଛି ସୂର୍ଯ୍ୟ ବାୟୁମଣ୍ଡଳରେ ହଠାତ୍ ନିଆଁ ବାହାରୁ…

ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ବଢିଲା ଅଡୁଆ । ଟଙ୍କା ନେଇ ପ୍ରଶ୍ନ ପଚାରିବା ମାମଲାରେ ଯାଂଚ କରିବ ସିବିଆଇ

କନକ ବ୍ୟୁରୋ : ଟିଏମସି ସାଂସଦ ମହୁଆ ମୋଇତ୍ରଙ୍କ ପାଇଁ ବଢିଲା ଅଡୁଆ । ଟଙ୍କା ନେଇ ସଂସଦରେ ପ୍ରଶ୍ନ ପଚାରିବା ମାମଲାରେ ଯାଂଚ କରିବ ସିବିଆଇ । ମହୁଆ ମୋଇତ୍ରଙ୍କ ବିରୋଧରେ ଆସିଥିବା ଦୁର୍ନୀତି ଅଭିଯୋଗର ତଦନ୍ତ କରିବାକୁ ଲୋକପାଳ ସିବିଆଇକୁ ନିର୍ଦ୍ଦେଶ ଦେଇଛନ୍ତି । ବିଜେପି ସାଂସଦ ନିଶିକାନ୍ତ…