Daily Archives

November 29, 2023

୨୦୨୭ ବିଶ୍ୱକପ୍ ଖେଳିବେ ତ କୋହଲି? ସଚିନ ଦେଲେ ବଡ ବୟାନ, ଜାଣନ୍ତୁ କ୍ରିକେଟର ଭଗବାନ କହିଲେ କଣ?

କନକ ବ୍ୟୁରୋ : ୨୦୨୩ ବିଶ୍ୱକପରେ କୋହଲିଙ୍କର ଦମଦାର ପ୍ରଦର୍ଶନ ଦେଖିବାକୁ ମିଳିଥିଲା । ୩ଟି ଶତକ ଓ ୬ଟି ଅର୍ଦ୍ଧଶତକ ସହ ବିଶ୍ୱକପର ସର୍ବାଧିକ ରନ୍ ସ୍କୋରର ସାଜିଥିଲେ କୋହଲି । ବିଶ୍ୱକପ ଇତିହାସରେ ଗୋଟିଏ ସଂସ୍କରଣରେ ୭୬୫ ରନ୍ ହାସଲ କରି କୋହଲି ନୂଆ ରେକର୍ଡ ମଧ୍ୟ ନିଜ ନାଁରେ କରିଛନ୍ତି ।…

ଓଡିଶା ଜଙ୍ଗଲରେ ପୁଣି ଦେଖାଗଲା କଳା ବାଘ । ଟ୍ୱିଟ କରି ସୂଚନା ଦେଲେ ପିସିସିଏଫ

କନକ ବ୍ୟୁରୋ : ଓଡିଶା ଜଙ୍ଗଲରେ କଳାବାଘ । ବନ ବିଭାଗର ଟ୍ରାପ କ୍ୟାମେରାରେ ଏକ କଳାବାଘର ଦୃଶ୍ୟ କଏଦ ହୋଇଛି । ଟୁଇଟରେ ଏହି ସୂଚନା ଦେଇଛନ୍ତି ପିସିସିଏଫ୍ ସୁଶାନ୍ତ ନନ୍ଦ । ଟ୍ରାପ କ୍ୟାମେରାରେ କଏଦ କଳା ବାଘର ଫଟୋକୁ ଟ୍ୟାଗ କରି ପିସିସିଏଫ ଲେଖିଛନ୍ତି, ଓଡିଶାରେ ବାଘ ଗଣନା ଚାଲିଥିବା ବେଳେ…

ପୂଜ୍ୟ ଗୁରୁଜୀ ଡ଼ ଚନ୍ଦ୍ରଭାନୁ ଶତପଥିଙ୍କ କର କମଳରେ ଶ୍ରୀ ଗୁରୁଭାଗବତ ସ୍ତମ୍ଭ ର ଶୁଭ ଉଦଘାଟନ ସମାରୋହ..

କନକ ବ୍ୟୁରୋ : ସର୍ବ ପ୍ରଥମେ ଗୋପାଳପୁର ଗ୍ରାମ ର ପ୍ରବେଶ ପଥରେ ଗ୍ରାମର ମହନ୍ତ, ଅଧିକାରୀ, କର୍ପୋରେଟର ଓ ଅନ୍ୟ ମୁଖିଆ ବ୍ୟକ୍ତିଙ୍କ ଦ୍ୱାରା ଗୁରୁଜୀଙ୍କୁ ସ୍ୱାଗତ ସମ୍ବର୍ଦ୍ଧନା କରାଯାଇ ଗ୍ରାମକୁ ପାଛୋଟି ନିଆଗଲା..ଓ ପରେ ପରେ ଟୁଙ୍ଗୀ ତରଫ ରୁ ଶ୍ରୀ ବଟକୃଷ୍ଣ ରାୟ, ଦୀପ୍ତି ରାୟ ଓ ମୁକ୍ତି…

ଭୁବନେଶ୍ୱର ଟିସିଏସ୍ କ୍ୟାମ୍ପସରେ ରକ୍ତଦାନ ଶିବିର । ୨୫୦ ୟୁନିଟ୍ ରକ୍ତ ସଂଗୃହିତ

କନକ ବ୍ୟୁରୋ : ଟିସିଏସ୍ ଭୁବନେଶ୍ୱର, ଜୟ ଓଡ଼ିଶା ଓ କମିଶନରେଟ ପୋଲିସ ର ମିଳିତ ଆନୁକୁଲ୍ୟରେ, ଟିସିଏସ ର ବାରବାଟି ବ୍ଲକ ଠାରେ ଅନୁଷ୍ଠିତ ହୋଇଯାଇଛି ଏକ ସଫଳ ରକ୍ତଦାନ ଶିବିର ସ୍ୱାସ୍ଥ୍ୟ ସେବାରେ ରକ୍ତର ଗୁରୁତ୍ଵପୂର୍ଣ୍ଣ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏଭଳି ପଦକ୍ଷେପ ଗୁଡ଼ିକର ମହତ୍ତ୍ୱ…

୬ମାସ ପରେ ଭାରତ ଫେରିଲେ ଅଂଜୁ । ଅଟାରୀ-ୱାଘା ବର୍ଡର ଦେଇ ଦିଲ୍ଲୀରେ ପହଁଚିଲେ ଅଂଜୁ

କନକ ବ୍ୟୁରୋ : ସ୍ୱଦେଶ ଫେରିଲେ ପାକିସ୍ଥାନୀ ପ୍ରେମିକ ନସରୁଲ୍ଲାଙ୍କ ପାଇଁ ଦେଶ ଛାଡିଥିବା ଭାରତୀୟ ମହିଳା ଅଞ୍ଜୁ । ସେ ସବୁଦିନ ପାଇଁ ଭାରତ ଫେରି ଆସିଛନ୍ତି କି ଆଉ ଥରେ ନିଜ ପ୍ରେମିକ ପାଖକୁ ପାକିସ୍ଥାନ ଫେରିଯିବେ ଏହା ସ୍ପଷ୍ଟ ହୋଇନାହିଁ । ଅଞ୍ଜୁ ଭାରତ ଫେରିବା ସମୟର ଭିଡିଓ ସୋସିଆଲ…

ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ଦ୍ରାବିଡ ଓ ବିସିସିଆଇ ମଧ୍ୟରେ ବଢ଼ିଲା ଚୁକ୍ତି ଅବଧି

କନକ ବ୍ୟୁରୋ : ଟିମ ଇଣ୍ଡିଆ ମୁଖ୍ୟ କୋଚ ପଦରେ ରହିବେ ରାହୁଲ ଦ୍ରାବିଡ । ବଢ଼ିଲା ତାଙ୍କ ଚୁକ୍ତି ଅବଧି । ଭାରତୀୟ କ୍ରିକେଟ କଂଟ୍ରୋଲ ବୋର୍ଡ ବା ବିସିସିଆଇ ମୁଖ୍ୟ କୋଚ ରାହୁଲ ଦ୍ରାବିଡଙ୍କ ଚୁକ୍ତି ଅବଧି ବୃଦ୍ଧି କରିଛି ।ବିଶ୍ୱକପ ୨୦୨୩ ପରେ ଦ୍ରାବିଡ କାର୍ଯ୍ୟକାଳ ଶେଷ ହୋଇଥିଲା । ଏହି ଅବଧି…