Daily Archives

November 2, 2023

ଶ୍ରୀଲଙ୍କା ବିରୋଧରେ ଭାରତର ବଡ ବିଜୟ । ୩୦୨ ରନରେ ମ୍ୟାଚ୍ ଜିତିଲା ରୋହିତ ବାହିନୀ । ମାତ୍ର ୫୫ ରନରେ ଅଲଆଉଟ୍ ହେଲା…

କନକ ବ୍ୟୁରୋ: ବିଶ୍ୱକପ୍ ସେମିଫାଇନାଲରେ ସ୍ଥାନ ପକ୍କା କଲା ଟିମ୍ ଇଣ୍ଡିଆ । ଗୁରୁବାର ଶ୍ରୀଲଙ୍କା ବିପକ୍ଷରେ ଦମଦାର ବିଜୟ ହାସଲ କରିବା ସହିତ ବିଶ୍ୱକପର ଆଗାମୀ ସେମିଫାଇନାଲ ପର୍ଯ୍ୟାୟରେ ସ୍ଥାନ ପକ୍କା କରିଛି ରୋହିତ ବାହିନୀ । ତେବେ ବିଶ୍ୱକପରେ ଆଜି ଏକ ବଡ ବିଜୟ ହାସଲ କରିଛି ଟିମ୍ ଇଣ୍ଡିଆ…

ଶତକରୁ ବଂଚିତ ବିରାଟ କୋହଲି । ସଚିନଙ୍କ ୪୯ତମ ଶତକରୁ ମାତ୍ର ଗୋଟିଏ ଶତକ ଦୂରରେ କିଙ୍ଗ କୋହଲି

କନକ ବ୍ୟୁରୋ : ପୁଣି ବଢିଲା ଅପେକ୍ଷା । ମାଷ୍ଟର ବ୍ଲାଷ୍ଟରଙ୍କ ଶତକ ରେକର୍ଡ ସହ ସମକ୍ଷକ ହେବାକୁ ଏବେ ବି ଗୋଟିଏ ପାଦ ଦୂରରେ କିଙ୍ଗ୍ କୋହଲି । ଶ୍ରୀଲଙ୍କା ବିପକ୍ଷ ମ୍ୟାଚରେ କୋହଲି ଅଳ୍ପକେ ୪୯ତମ ଶତକରୁ ହାସଲରୁ ବଂଚିତ ହୋଇଛନ୍ତି । ମ୍ୟାଚ ଆରମ୍ଭରୁ କୋହଲିଙ୍କ ଶତକକୁ ନେଇ ଦର୍ଶକଙ୍କ ମଧ୍ୟରେ…

ଜନ୍ମଦିନ ଶୁଭେଚ୍ଛା ଜଣାଇବାକୁ ବିଳମ୍ବିତ ରାତିରେ ମନ୍ନତରେ ଫ୍ୟାନଙ୍କ ଭିଡ, ଫ୍ୟାନଙ୍କୁ ଉପରେ ଖାସ୍ ଉପହାର

କନକ ବ୍ୟୁରୋ : କେତେବେଳେ ନିଜ ଅନ୍ଦାଜରେ ତ ପୁଣି କେତେବେଳେ ନିଜ ଅଭିନୟରେ ଦର୍ଶକଙ୍କୁ ଏଂଟରଟେନ୍ କରି ଆସିଛନ୍ତି ବଲିଉଡ୍ ବାଦ୍ଶାହ ଶାହରୁଖ୍ । ରୋମାନ୍ସର କିଙ୍ଗ୍, ହିନ୍ଦୀ ଫିଲ୍ମ ଇଣ୍ଡଷ୍ଟ୍ରୀରେ ହୃଦୟ ଶାହରୁ୍ଖ ଖାନ୍ । ଗୋଟିଏ ପରେ ଗୋଟିଏ ସୁପରହିଟ୍ ସିନେମା ଭେଟି ଦେଇ ବଲିଉଡ୍ର ବାଦ୍ଶାହ…

ଦିନକୁ ଦିନ ଅଧିକ ବିଷାକ୍ତ ହେଉଛି ଦିଲ୍ଲୀର ପବନ । ବିନା ମାସ୍କରେ ଘରୁ ବାହାରିବା କଷ୍ଟକର, ସ୍କୁଲ ପିଲାଙ୍କ ପାଇଁ…

କନକ ବ୍ୟୁରୋ : ଅଣନିଶ୍ୱାସୀ ଦିଲ୍ଲୀବାସୀ । ବାୟୁ ପ୍ରଦୁଷଣରେ ଛଟପଟ ରାଜଧାନୀବାସୀ । ଦିନକୁ ଦିନ ପ୍ରଦୁଷଣ ବୃଦ୍ଧି ପାଉଥିବା ବେଳେ ସ୍ଥାନୀୟ ବାସିନ୍ଦାଙ୍କ ସହିତ ସରକାରଙ୍କ ଚିନ୍ତା ମଧ୍ୟ ବଢିଛି   । ସ୍ଥିତିକୁ ଆୟତ କରିବାକୁ ନଭେରମ୍ବ୧ରୁ ଦିଲ୍ଲୀରେ ଡିଜେଲ ବସ ପ୍ରବେଶ ଉପରେ କଟକଣା…

ମଦ ନୀତି ଦୁର୍ନୀତି ମାମଲାରେ ଛନ୍ଦି ହେଲେ କେଜ୍ରିୱାଲଙ୍କର ଆଉ ଜଣେ ମନ୍ତ୍ରୀ । କ୍ୟାବିନେଟ୍ ମନ୍ତ୍ରୀ ରାଜ୍ କୁମାର…

କନକ ବ୍ୟୁରୋ : ମଦ ଦୁର୍ନୀତି ମାମଲାକୁ ନେଇ ବଢୁଛି ଆପ୍ ଅଡୁଆ । ଜଣକ ପରେ ଅନ୍ୟ ଜଣେ ନେତା ଏହି ମାମଲାରେ ଇଡି ସ୍କାନରକୁ ଆସୁଛନ୍ତି । ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ରାଜ କୁମାର ଆନନ୍ଦଙ୍କ ବାସଭବନ ସମେତ ବିଭିନ୍ନ ଠିକଣାରେ ଇଡି ପକ୍ଷରୁ ମାରାଥନ ରେଡ୍ କରାଯାଇଛି । ବେଆଇନ ଅର୍ଥ କାରବାର ନେଇ…

ବିରୋଧୀ ମେଂଟ ଇଣ୍ଡିଆରେ ସବୁକିଛି ଠିକ୍ ଠାକ୍ ଚାଲିଛି ତ ? ଚର୍ଚ୍ଚା ବଢ଼ାଇଲା ବିହାର ମୁଖ୍ୟମନ୍ତ୍ରୀଙ୍କ ବୟାନ

କନକ ବ୍ୟୁରୋ : ବିରୋଧୀ ମେଂଟ ‘ଇଣ୍ଡିଆ’ରେ ସବୁକିଛି ଠିକଠାକ୍ ଚାଲିଛି ତ? ଇଣ୍ଡିଆ ମେଂଟରେ କଂଗ୍ରେସର ଭୂମିକାକୁ ନେଇ ବଡ଼ କଥା କହିଛନ୍ତି ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର । କହିଛନ୍ତି, ପାଟନାରେ ହୋଇଥିବା ବିରୋଧୀ ଦଳ ବୈଠକରେ ‘ଇଣ୍ଡିଆ’ ମେଂଟର ଗଠନ ହୋଇଥିଲା । ସବୁ ଦଳ ଏକାଠି ହୋଇ…