Daily Archives

November 27, 2023

କାନ୍ତାରା ଚାପ୍ଟର ୱାନର ପ୍ରଥମ ଟିଜର ରିଲିଜ । ଚର୍ଚ୍ଚାରେ ଅଭିନେତା ତଥା ନିର୍ଦ୍ଦେଶକ ରିଷଭ ସେଟ୍ଟୀଙ୍କ ଝଲକ

କନକ ବ୍ୟୁରୋ : ସାମ୍ନାକୁ ଆସିଲା ‘କାନ୍ତାରା-ଚାପ୍ଟର ୱାନ୍’ର ପ୍ରଥମ ଝଲକ । ଅତ୍ୟନ୍ତ ରହସ୍ୟ ଓ ରୋମାଂଚରେ ଭରା ଏହି ସିନେମାର ଟିଜର ଏବେ ରିଲିଜ ହୋଇଛି । ଅଭିନେତା ତଥା ସିନେ ନିର୍ଦ୍ଦେଶକ ଋଷଭ ସେଟ୍ଟୀ ଏକଦମ୍ ଭୟଙ୍କର ଲୁକ୍ରେ ଏଥିରେ ନଜର ଆସିଛନ୍ତି । ଟିଜର ଆରମ୍ଭରୁ ରିଷଭ ସେଟ୍ଟୀ ଜଙ୍ଗଲରେ…

ଆଇପିଏଲର ଆଗାମୀ ସିଜନ୍ ପାଇଁ ଗୁଜରାଟ ଟାଇଟନ୍ସର ବଡ଼ ଘୋଷଣା । ଯୁବ ଓପ୍ନର ଶୁବମନ୍ ଗିଲଙ୍କୁ କଲା ଦଳର ଅଧିନାୟକ

କନକ ବ୍ୟୁରୋ : ଦୁଇ ଦିନରେ ଦୁଇ ବଡ଼ ପରିବର୍ତନ । ନିଜ ପୁରୁଣା ଦଳ ମୁମ୍ବାଇ ଇଣ୍ଡିଆନ୍ସକୁ ହାର୍ଦ୍ଦିକ ପାଣ୍ଡ୍ୟା ଫେରିବା ପରେ ଆଜି ଗୁଜରାଟ ଟାଇଟନ୍ସ ବଡ଼ ଘୋଷଣା କରିଛି । ହାର୍ଦ୍ଦିକଙ୍କ ସ୍ଥାନରେ ଯୁବ ଓପ୍ନର ଶୁବମନ ଗିଲ୍ଙ୍କୁ ଗୁଜରାଟ ଟାଇଟନ୍ସ ଅଧିନାୟକ ଘୋଷଣା କରିଛି । ଗତକାଲି ହାର୍ଦ୍ଦକ…

ଭୟ ବଢାଉଛି ଚାଇନାର ଅଜଣା ରୋଗ । ଦିନକୁ ଦିନ ବେଜିଂରେ ବଢୁଛି ଆକ୍ରାନ୍ତଙ୍କ ସଂଖ୍ୟା , କରୋନା ମହାମାରୀର ଇତିହାସ ପୁଣି…

କନକ ବ୍ୟୁରୋ : କରୋନା ପରେ ଏବେ ଚୀନ ଆତଙ୍କ ଖେଳାଉଛି ନିମୋନିଆ । ବିଶେଷ କରି ଶିଶୁ ଏହି ରୋଗରେ ଅଧିକ ଆକ୍ରାନ୍ତ ହେଉଥିବା ଦେଖିବାକୁ ମିଳିଛି । ଚାଇନାରେ ରୋଗ ବଢିବା ପରେ ଭାରତ ସରକାର ସର୍ତକତା ଅବଲମ୍ବନ କରୁଛନ୍ତି । ଏଥିପାଇଁ ଆକ୍ସନରେ କେନ୍ଦ୍ର ସରକାର । ସବୁ ରାଜ୍ୟ ହସପିଟାଲଗୁଡିକ…

ନ୍ୟୁୟର୍କରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବ୍ୟବହାର । କାର୍ଯ୍ୟକ୍ରମରେ ତରଣଜିତ ସିଂ ସନ୍ଧୁଙ୍କୁୁ ଗାଳିଗୁଜଜ ସହ…

କନକ ବ୍ୟୁରୋ : ଆମେରିକାରେ ଭାରତୀୟ ରାଷ୍ଟ୍ରଦୂତଙ୍କୁ ଦୁର୍ବବ୍ୟହାର । ଭାରତୀୟ ରାଷ୍ଟ୍ରଦୂତ ତରଣଜିତ ସିଂ ସନ୍ଧୁ ଗୁରୁଦ୍ୱାରରେ ଘେରିଲେ ଖଲିସ୍ତାନୀ ସମର୍ଥକ । ନାରାବାଜି କରିବା ସହ ତାଙ୍କୁ ଧକ୍କା ମାରିଥିବା ଅଭିଯୋଗ ହୋଇଛି । ଭାରତ ବିରୋଧରେ କ୍ରମାଗତ ଭାବେ ବିବୃତି ଦେଉଥିବା ଖଲିସ୍ତାନୀ…

ପ୍ରଧାନମନ୍ତ୍ରୀଙ୍କୁ ଟିଏମସି ସାଂସଦ ଶାନ୍ତନୁ ସେନଙ୍କ ଆପତିଜନକ ଟିପ୍ପଣୀ । କହିଲେ ମୋଦୀ ଯେଉଁଠି ଯାଆନ୍ତି, ଘଟେ ଅଘଟଣ,…

କନକ ବ୍ୟୁରୋ : ନିକଟରେ ପ୍ରଧାନମନ୍ତ୍ରୀ ମୋଦି ଭାରତୀୟ ସେନାର ଯୁଦ୍ଧ ବିମାନ ତେଜସରେ ଉଡାଣ ଭରିଥିଲେ । ଭାରତୀୟ ବାୟୁସେନା ଓ ମୋଦୀଙ୍କ ସୋସିଆଲ ମିଡିଆ ପୋଷ୍ଟରେ ତେଜସ ଭିଡିଓ ମଧ୍ୟ ବେଶ ଭାଇରାଲ ହୋଇଥିଲା । ଏହାକୁ ନେଇ ଟିଏମସି ସାଂସଦ ଶାନ୍ତନୁ ସେନ ଏକ ବୟାନ ଦେଇଛନ୍ତି । ଟିଏମସି ସାଂସଦ…

ରୌପ୍ୟ ନଗରୀକୁ ଚଳଚଂଚଳ କଲା ବାଲିଯାତ୍ରା । ମହାନଦୀ ପଠାରେ କିଣାବିକାର ଆସର

କନକ ବ୍ୟୁରୋ : ବର୍ଷକ ପରେ ପୁଣି ଚଳଚଂଚଳ ହୋଇଉଠିଛି କଟକ ମହାନଦୀ ପଠା । ସୁସ୍ୱାଦୁ ଖାଦ୍ୟ ସାଙ୍ଗକୁ, କିଛି ନୂଆ ନେଇ ଆରମ୍ଭ ହୋଇଛି ଐତିହାସିକ ବାଲିଯାତ୍ରା । ୩୪ ଏକର ଜମି ଉପରେ ଆୟୋଜିତ ବାଲିଯାତ୍ରାର ଉଭୟ ତଳ ଓ ଉପର ପଡ଼ିଆରେ ପଡ଼ିଛି ୧୬ଶହରୁ ଅଧିକ ଦୋକାନ । ସେଥିମଧ୍ୟରୁ ୧୨୦୦ରୁ ଅଧିକ…