Daily Archives

November 24, 2023

ପ୍ରଥମ ଥର ପାଇଁ ଭାରତରେ ଖେଳାଯିବ ଖେଲୋ ଇଣ୍ଡିଆ ପାରା ଗେମ୍ସ । ଦିଲ୍ଲୀରେ ଆୟୋଜିତ ହେବ ପ୍ରଥମ ସଂସ୍କରଣ

କନକ ବ୍ୟୁରୋ : ରାଜଧାନୀ ନୂଆଦିଲ୍ଲୀରେ ଡିସେମ୍ବର ୧୦ରୁ ଆରମ୍ଭ ହେବାକୁ ଯାଉଛି ପ୍ରଥମ ଖେଲୋ ଇଣ୍ଡିଆ ପାରା ଗେମସ୍ । ଏହି କ୍ରୀଡା ମେଳାରେ ୩୨ରାଜ୍ୟ, ୭କେନ୍ଦ୍ର ଶାସିତ ଅଂଚଳ ସମେତ ସର୍ଭିସେସ ସ୍ପୋର୍ଟ୍ସ କଂଟ୍ରୋଲ ବୋର୍ଡର ମୋଟ ୧୩୫୦ରୁ ଉଦ୍ଧ୍ୱର୍ ପାରା କ୍ରୀଡାବିତ ସାମିଲ ହେବେ । ଭାରତୀୟ…

ଅଜଣା ରୋଗରେ ଚୀନ ଛାନିଆ । ଆକ୍ରାନ୍ତ ହେଉଛନ୍ତି ଶିଶୁ

କନକ ବ୍ୟୁରୋ : ଚୀନରେ ପୁଣି ମାତିଲାଣି ଅଜଣା ରୋଗ । ଅଜଣା ରୋଗରେ ଆକ୍ରାନ୍ତ ହେଉଛନ୍ତି ସ୍କୁଲ ଯାଉଥିବା ଛୋଟ ଛୋଟ ପିଲା । ଏହି ରୋଗ ଏକ ରହସ୍ୟମୟ ନିମୋନିଆ ବୋଲି ସେଠାକାର ଡାକ୍ତର କହୁଛନ୍ତି । ଉତର-ପୂର୍ବ ବେଜିଂ ଏବଂ ଲିୟା-ଓନିଙ୍ଗ୍-ରେ ଏବେ ଡାକ୍ତରଖାନାରେ ଅଜଣା ନିମୋନିଆ ରୋଗରେ…

ମୁଣ୍ଡ ନୁଆଁଇଲେ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢ଼ା । ରାଜ୍ୟସଭା ସଭାପତି ଜଗଦୀପ ଧନଖଡଙ୍କୁ ମାଗିଲେ କ୍ଷମା

କନକ ବ୍ୟୁରୋ : ଦୁଇ ମାସ ପରେ ମୁଣ୍ଡ ନୁଆଁଇଲେ ଆପ୍ ଆମ ଆଦମୀ ପାର୍ଟି ସାଂସଦ ରାଘବ ଚଢା । ଦିଲ୍ଲୀ ସେବା ବିଲରେ ନକଲି ଦସ୍ତଖତ ମାମଲାରେ ରାଜ୍ୟସଭା ସଭାପତି ତଥା ଉପରାଷ୍ଟ୍ରପତି ଜଗଦୀପ ଧନକଡଙ୍କୁ କ୍ଷମା ପ୍ରାର୍ଥନା କଲେ ରାଘବ । ଏହି ମାମଲାରେ ରାଘବ ଚଢାଙ୍କୁ ରାଜ୍ୟସଭାରୁ ବହିଷ୍କୃତ…

ମଧ୍ୟପ୍ରଦେଶରେ ବିଜେପିର ଭୋଟ୍ ବଢାଇବ କି ଅଯୋଧ୍ୟା ରାମ ମନ୍ଦିର । ପୋଷ୍ଟର ଲଗାଇ ବିଜେପି କରିଛି ଜୋରଦାର ପ୍ରଚାର

କନକ ବ୍ୟୁରୋ : ମଧ୍ୟପ୍ରଦେଶରେ ବିଜେପି ଭୋଟ୍ ବଢ଼ାଇବ କି ଅଯୋଧ୍ୟ ରାମ ମନ୍ଦିର । ଏହି ପ୍ରଶ୍ନ ଏବେ ଉଠୁଛି କାରଣ ମଧ୍ୟପ୍ରଦେଶ ନିର୍ବାଚନ ବେଳେ ଅଯୋଧ୍ୟା ରାମ ମନ୍ଦିରକୁ ପୋଷ୍ଟରରେ ବଡ଼ ସ୍ଥାନ ଦେଇଥିଲା ଭାରତୀୟ ଜନତା ପାର୍ଟି । ଭବ୍ୟ ରାମ ମନ୍ଦିରର ବଡ଼ ବଡ଼ ପୋଷ୍ଟର ଓ ବ୍ୟାନର ସାହାଯ୍ୟରେ…

ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ନକଲି ଭିଡିଓ, ଅଡିଓ ଏବଂ ପୋଷ୍ଟ ବାବଦରେ…

କନକ ବ୍ୟୁରୋ : ଡିପଫେକକୁ ନେଇ ଆସିଛି ବଡ ଖବର । ଡିପଫେକ୍ ରୋକିବାକୁ ନୂଆ ୱେବସାଇଟ ସହ ଅପଗ୍ରେଡ ହେବ ଆଇଟି ମନ୍ତ୍ରାଳୟ । ଡିପଫେକ ଭିଡିଓ ଯାଂଚ ପାଇଁ କେନ୍ଦ୍ର ସରକାର ଅଧିକାରୀଙ୍କୁ ନିଯୁକ୍ତି କରିବାକୁ ଯାଉଛନ୍ତି । ଯିଏ ପୋଷ୍ଟ, ଭିଡିଓ ଓ ଅଡିଓକୁ ମନିଟର କରିବେ । ଏନେଇ କେନ୍ଦ୍ରମନ୍ତ୍ରୀ…

ରାହୁଲ, ପନୌତି, ପଲିଟିକ୍ସ । ବୟାନ ପାଇଁ ତେଜୁଛି ବିବାଦ, ମିଳିଲା ନୋଟିସ, ବଢ଼ିଲା ବିରୋଧ

କନକ ବ୍ୟୁରୋ : କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀଙ୍କୁ ମୁଖ୍ୟ ନିର୍ବାଚନ କମିଶନଙ୍କ କାରଣ ଦର୍ଶାଅ ନୋଟିସ ମିଳିବା ପରେ ବିଜେପି ଓ ବିରୋଧୀଙ୍କ ମଧ୍ୟରେ ଜୋରଦାର ହୋଇଛି ବୟାନବାଜୀ । ରାହୁଲଙ୍କୁ କିଏ ଯୋଦ୍ଧା କହିଛି ତ ପୁଣି କିଏ କହିଛି ନିର୍ଭୀକ । ବିଜେପି ବିରୋଧୀ ଦଳ କହିଛନ୍ତି ସଚ୍ଚୋଟତା ପାଇଁ…