Daily Archives

November 21, 2023

୪୬ ଦିନରେ ପହଁଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାରୁ ଇଜିପ୍ଟକୁ ପଠାଗଲା ୨୮ଜଣ ଅସୁସ୍ଥ ନବଜାତ ଶିଶୁ, ହମାସ ଓ…

କନକ ବ୍ୟୁରୋ : ହମାସ-ଇସ୍ରାଏଲ ଯୁଦ୍ଧ ୪୬ଦିନରେ ପହଁଚିଛି । ହମାସ ଓ ହେଜବୁଲ୍ଲା ଉପରେ ଡବଟ ଆଟାକ ଜାରି ରଖିଛି ଇସ୍ରାଏଲସେନା । ଗୋଟେ ପଟେ ଗାଜାରେ ହମାସ ଶିବିରକୁ ମାଟିରେ ମିଶାଇବା ପାଇଁ ଇସ୍ରାଏଲ ପ୍ରାଣପ୍ରଣେ ଉଦ୍ୟମ କରୁଛି ଅନ୍ୟପଟେ ଲେବାନନ ସୀମାରେ ଏୟାରଷ୍ଟ୍ରାଇକ କରି ହେଜବୁଲ୍ଲା ଉପରେ…

ଜାନୁଆରୀ ୨୨ ତାରିଖରେ ଅଯୋଧ୍ୟା ରାମ ମନ୍ଦିରରେ ରାମ ଲାଲାଙ୍କ ହେବ ପ୍ରାଣ ପ୍ରତିଷ୍ଠା । ପୂଜକ ହେବା ପାଇଁ ତିନି ହଜାର…

କନକ ବ୍ୟୁରୋ : -ଅଯୋଧ୍ୟା ରାମମନ୍ଦିରର ପୂଜକ ହେବା ପାଇଁ ଲୋକଙ୍କ ଭିତରେ ପ୍ରବଳ ଆଗ୍ରହ । କିଛି ଦିନ ତଳେ ଆମେ ଆପଣଙ୍କୁ ଦେଖାଇଥିଲୁ, କିଭଳି ରାମ ମନ୍ଦିର ପୂଜକ ଚାକିରି ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଜାଣିଲେ ଆଶ୍ଚର୍ଯ୍ୟ ହେବେ ଏହି ବିଜ୍ଞପ୍ତି ପରେ ୩ହଜାରରୁ ଅଧିକ ଆବେଦନ ଆସିଛି ।…

ପତଂଜଳୀକୁ ସୁପ୍ରିମକୋର୍ଟଙ୍କ ତାଗିଦ । କୋର୍ଟଙ୍କ ତାଗିଦ, କହିଲେ ଆଧୁନିକ ଔଷଧ ଓ ଟିକା ବିରୋଧରେ ପ୍ରଚାର କରନି ଭ୍ରମିତ…

କନକ ବ୍ୟୁରୋ : ଆଧୁନିକ ଔଷଧ ଓ ଟିକାକରଣ ବିରୋଧରେ ପତଂଜଳୀ ଆୟୁବେର୍ଦର ବିଜ୍ଞାପନରେ ଅସନ୍ତୋଷ ପ୍ରକାଶ କରିଛନ୍ତି ସୁପ୍ରିମକୋର୍ଟ । କୌଣସି ବିଭ୍ରାନ୍ତିକ, ଭୁଲ ବିଜ୍ଞାପନ ଓ ମିଥ୍ୟା ଦାବି ନକରିବାକୁ କୋର୍ଟ କଡ଼ା ନିର୍ଦ୍ଦେଶ ଦେଇଛନ୍ତି । ଏଭଳି କଲେ ଜରିମାନା ଲାଗୁ କରାଯିବ ବୋଲି ପତଞ୍ଜଳୀକୁ…

ମନର ଦ୍ୱନ୍ଦ ଦୂର କଲା ଆଇସିଏମଆର । ସ୍ୱାସ୍ଥ୍ୟ ସଂଗଠନର ଦୃଢୋକ୍ତି, କୋଭିଡ ଟିକା ପାଇଁ ଯୁବବର୍ଗକଙ୍କୁ ହେଉନି ଆକସ୍ମିକ…

କନକ ବ୍ୟୁରୋ : କୋଭିଡ ଭ୍ୟାକସିନ୍ ଯୋଗୁଁ ଯୁବବର୍ଗଙ୍କ ମୃତ୍ୟୁ ବଢୁଥିବା ନେଇ ଚର୍ଚ୍ଚାକୁ ଖଣ୍ଡନ କଲା ଆଇସିଏମଆର । କୋଭିଡ ମହାମାରୀ ପରେ ସରକାର ଲୋକଙ୍କ ଜୀବନ ରକ୍ଷା ପାଇଁ ଏକ ବଡଧରଣର ଟୀକାକରଣ ଅଭିଯାନ ଆରମ୍ଭ କରିଥିଲେ । ଦେଶରେ ୨ ମିଲିୟନରୁ ଅଧିକ ଡୋଜ୍ ଟିକା କରଣ ହୋଇଥିଲା । କିନ୍ତୁ ଗତ…

ମଝି ସମୁଦ୍ରରେ ଜାହାଜ ହାଇଜାକ୍ । ‘ୟେମେନ ହୁତି’ର ଭିଡିଓ ଜାରି

କନକ ବ୍ୟୁରୋ : ତୁର୍କୀରୁ ଭାରତ ଆସୁଥିବା ଏକ ମାଲବାହୀ ଜାହାଜ ଗ୍ୟାଲେକ୍ସି ଲିଡର । ହଠାତ ଏହା ଜାହଜ ଉପରେ ଉଡିବୁଲୁଛି ଏକ ହେଲିକପ୍ଟର । ଯେଉଁଥିରେ ମୁଖାପିନ୍ଧା ଭିତରେ ମିଲିଟାଂଟ ଗ୍ରୁପର କିଛି ସଦସ୍ୟଙ୍କୁ ଦେଖିବାକୁ ମିଳୁଛି । ଜାହଜ ଉପରେ ହେଲିକପ୍ଟର ଓହ୍ଲାଇବା ସହ ଜଣଙ୍କ ପରେ ଜଣେ…

ଆଶଙ୍କା ଭିତରେ ଆଶାର କିରଣ । ସୁଡ଼ଙ୍ଗ ଭିତରୁ ଶ୍ରମିକଙ୍କ ପ୍ରଥମ ଭିଡିଓ, ସମସ୍ତ ଶ୍ରମିକ ସୁସ୍ଥ ଓ ସୁରକ୍ଷିତ

କନକ ବ୍ୟୁରୋ : ସୁଡ଼ଙ୍ଗ ଭିତରେ ୧୦ ଦିନ । ଚିନ୍ତା କଲେ ବି ଲୋମଟାଙ୍କୁରୀ ଉଠୁଛି । ଥରେ ଚିନ୍ତା କରନ୍ତୁ ସେହି ସମସ୍ତ ୪୧ଜଣ ଶ୍ରମିକଙ୍କ ବିଷୟରେ । ଯେଉଁମାନେ ୧୦ଦିନ ହେବ ସୁଡ଼ଙ୍ଗ ଭିତରେ ଫସିରହିଛନ୍ତି । ଏକଥା କାହାକୁ ବି ଜଣାନାହିଁ ଏହି ସୁଡ଼ଙ୍ଗ ଭିତରୁ କେବେ ଶ୍ରମିକମାନେ ସୁରକ୍ଷିତ ଉଦ୍ଧାର…