Daily Archives

November 16, 2023

ପୁଣି ଗେମ ଚେଂଜର ସାବ୍ୟସ୍ତ ହେଲେ ମହମ୍ମଦ ସାମୀ । ବିଶ୍ୱକପ ସେମିଫାଇନାଲରେ ଦମଦାର ପ୍ରଦର୍ଶନ ପରେ ସବୁଠି ଚର୍ଚ୍ଚା

କନକ ବ୍ୟୁରୋ : ସେମିଫାଇନାଲ ନୁହେଁ ବିଶ୍ୱ ଦେଖିଲା ‘ସାମି-ଫାଇନାଲ’ । ସାରା ଦେଶରୁ ଶୁଭୁଛି କେବଳ ସାମି ସାମି ନାରା । ଉତରପ୍ରଦେଶର ଏକ ଛୋଟିଆ ଗାଁର ଜଣେ ଗରିବ ଚାଷୀ ପରିବାରର ପୁଅ, ଆଜି କୋଟି କୋଟି ଭାରତୀୟଙ୍କ ହୃଦୟ ଭିତରେ ଏକ ବଡ ଘର ତୋଳିପାରିଛନ୍ତି । ୨୦୧୯ ବିଶ୍ୱକପ୍ ସେମିଫାଇନାଲର…

କ୍ଷମା ମାଗିଲେ ବଲିଉଡ କଳାକାର ନାନା ପାଟେକର । ଯୁବକଙ୍କୁ ମାଡ଼ମରା ଭିଡିଓ ଭାଇରାଲ ପରେ ବିବାଦକୁ ଆସିଥିଲେ ନାନା

କନକ ବ୍ୟୁରୋ : ବିବାଦୀୟ ଘଟଣାକୁ ନେଇ ସଫେଇ ରଖିଲେ ଓ କ୍ଷମା ମାଗିଲେ ବଲିଉଡର ଜଣାଶୁଣା ତଥା ଭେଟେରାନ କଳାକାର ନାନା ପାଟେକର । ନିକଟରେ ନାନାଙ୍କ ଏକ ଭିିଡିଓ ବେଶ ଭାଇରାଲ ହୋଇଥିଲା । ଭିଡିଓରେ ଦେଖିବାକୁ ମିଳିଥିଲା କି ନାନା ଜଣେ ଯୁବକଙ୍କୁ ମୁଣ୍ଡକୁ ମାଡ ମାରୁଛନ୍ତି । ପରେ ସେଠାରେ ଥିବା…

ସୁବ୍ରତ ରୟଙ୍କ ନିଧନ ପରେ ଖବରରେ ବିଗ ବି ଅମିତାଭ ବଚ୍ଚନ । ଉଠିଲା ପ୍ରଶ୍ନ କାହିଁକି ଚୁପ ରହିଲେ ଅମିତାଭ, ଜଣାଇଲେ…

କନକ ବ୍ୟୁରୋ : ବିଶିଷ୍ଠ ଶିଳ୍ପପତି ସୁବ୍ରତ ରୟଙ୍କ ଆଜି ଅନ୍ତିମସଂସ୍କାର କରାଯାଇଛି । ମୁମ୍ବାଇରୁ ଲକ୍ଷେ୍ନøରେ ଗୁରୁବାର ପାର୍ଥିବ ଶରୀର ପହଁଚିବା ପରେ ପରିବାରଗହଣରେ ଅନ୍ତିମ ସଂସ୍କାର କରାଯାଇଛି । ସିନେମା,ରାଜନୀତି, ବ୍ୟବସାୟ, କିକ୍ରେଟ ଓ ବିଭିନ୍ନ କ୍ଷେତ୍ରର ବରିଷ୍ଠ ବ୍ୟକ୍ତି ସୁବ୍ରତଙ୍କ…

ଅସୁରକ୍ଷିତ ରାଜଧାନୀର ଆପାର୍ଟମେଂଟ! ବଢୁଛି ଚୋରି, ତୁଟୁଛି ଲୋକଙ୍କ ଭରସା

କନକ ବ୍ୟୁରୋ: ରାଜଧାନୀର ଆପାର୍ଟମେଂଟ ଅସୁରକ୍ଷିତ ହୋଇପଡିଛି । ବିଶେଷ କରି ପୂଜା ସମୟରୁ ଆରମ୍ଭ ହୋଇଥିବା ଏହି ଲୁଟପାଟ ଉପରେ ଅଙ୍କୁଶ ଲଗାଇ ପାରିନି କମିସନରେଟ ପୋଲିସ । ଲୁଟେରାଙ୍କ ଟାର୍ଗେଟରେ ଏବେ ଆପାର୍ଟମେଂଟ ରହିଛି । ବଡ କଥା ହେଉଛି, ଲୁଟ ଘଟଣାର ଦୃଶ୍ୟ ସିସିଟିଭିରେ କଏଦ ହୋଇଥିଲେ ମଧ୍ୟ…

ଚାଇନା ରାଷ୍ଟ୍ରପତିଙ୍କୁ ଆମେରିକା ରାଷ୍ଟ୍ରପତିଙ୍କ ତେରଛା ବାଣ । ସି ଜିନପିଙ୍ଗଙ୍କୁ ଏକଛତ୍ରାବାଦ ଶାସକ କହିଲେ ବାଇଡେନ

କନକ ବ୍ୟୁରୋ : ଶତ୍ରୁତା ଭୁଲି ଗୋଟିଏ ଟେବୁଲରେ ଏକାଠି ହେଲେ ଦୁଇ ମହାଶକ୍ତି । ଚୀନ ରାଷ୍ଟ୍ରପତି ସି ଜିନପିଙ୍ଗ, ଆମେରିକା ରାଷ୍ଟ୍ରପତି ଜୋ ବାଇଡେନଙ୍କ ମଧ୍ୟରେ ବିଭିନ୍ନ ପ୍ରସଙ୍ଗରେ ହେଲା ଆଲୋଚନା । ଦୁଇ ଦିନିଆ ଆମେରିକା ଗସ୍ତରେ ଥିବା ଚୀନ ରାଷ୍ଟ୍ରପତି ଗୁରୁବାର ସାନ ଫ୍ରାନ୍ସସିସକୋରେ…

କେବେ ଆମିଷମୁକ୍ତ ହେବ ବଡ଼ ଦାଣ୍ଡ ? ଆମିଷମୁକ୍ତ ବଡ଼ଦାଣ୍ଡ ପାଇଁ ଜେତିଲା ଦାବି

କନକ ବ୍ୟୁରୋ: କୋଟି କୋଟି ଓଡିଆଙ୍କ ଆସ୍ଥାର କେନ୍ଦ୍ର ଶ୍ରୀଜଗନ୍ନାଥ । ଲକ୍ଷ ଲକ୍ଷ ଶ୍ରଦ୍ଧାଳୁ ଶ୍ରୀଜିଉଙ୍କ ଦର୍ଶନ ପାଇଁ ଶ୍ରୀକ୍ଷେତ୍ରକୁ ଆସୁଛନ୍ତି । ହେଲେ ପୁରୀ ବଡଦାଣ୍ଡରେ ଥିବା ଗଢିଉଠିଥିବା ହୋଟେଲ ଗୁଡିକରେ ପର୍ଯ୍ୟଟକଙ୍କୁ ଆମିଷ ପରସାଯାଉଛି । ଯାହା ଲୋକଙ୍କ ଧାର୍ମିକ ଭାବନାକୁ ଆହତ…