Daily Archives

November 13, 2023

ମୁକ୍ତିଲାଭ କରିଛି ସିନେମା ‘ସାମ୍ ବାହାଦୂର’ର ନୂଆ ଗୀତ । ଗୀତର ଟାଇଟଲ ରହିଛି ବଢତେ ଚଲୋ ।

କନକ ବ୍ୟୁରୋ: ରିଲିଜ ଅପେକ୍ଷାରେ ଥିବା ଭିକି କୌଶଲଙ୍କ ଆଗମୀ ସିନେମା ସାମ୍ ବାହାଦୂରର ନୂଆ ଗୀତ ରିଲିଜ ହୋଇଛି । ଶଙ୍କର ମହାଦେବନ, ବିଶାଳ ଦଦଲାନୀ, ଦିବ୍ୟା କୁମାର ଏହି ଗୀତର କଣ୍ଠଦାନ କରିଛନ୍ତି । ସେନାଧିକାରୀଙ୍କ ଭୂମିକାରେ ଭିକିଙ୍କ ରୋଲ ବେଶ ଚ୍ୟାଲେଂଜି ରହିଛି । ମେଘନା ଗୁଜରାଲଙ୍କ…

ଜୀ-ସାର୍ଥକର ସୁପରହିଟ୍ ମେଗା ଧାରାବାହିକ ‘ସନ୍ଧ୍ୟା ରାଗିଣୀ’ ଦେଖନ୍ତୁ ସଂଧ୍ୟା ୬ଟା ୩୦ମିନିଟରେ…

କନକ ବ୍ୟୁରୋ: ଜୀ-ସାର୍ଥକ ସବୁବେଳେ ଭିନ୍ନ ଭିନ୍ନ କାହାଣୀ ଓ ଓଡ଼ିଶା ନାରୀର ଅଦମ୍ୟ ମନୋବଳ ପ୍ରତିଫଳିତ କରିଛନ୍ତି ନିଜର ମେଗା ଧାରାବାହିକ ହେଉ କି ରିୟଲିଟି ସୋ ମାଧ୍ୟମରେ । ସେହି ପରି ନାରୀ ସାହସର ଏକ ଅଦମ୍ୟ କାହାଣୀକୁ ନେଇ ଅକ୍ଟୋବର ୨ ରୁ ଜୀ-ସାର୍ଥକରେ ପ୍ରସାରିତ ‘ସନ୍ଧ୍ୟା ରାଗିଣୀ’…

ନିୟମକୁ ବେଖାତିର କରି ହଲ୍ ଭିତରେ ବାଣ ଫୁଟାଇଲେ ଭାଇଜାନଙ୍କ ପ୍ରଶଂସକ, ଅଭିଯୁକ୍ତଙ୍କ ବିରୋଧରେ ମାମଲା ରୁଜୁ ।

କନକ ବ୍ୟୁରୋ: ସିନେମା ଟାଇଗର ଥ୍ରୀ  ଓ ସଲମାନଙ୍କ ପ୍ରେମରେ ପଡି ଉପସ୍ଥିତ ବୁଦ୍ଧି-ଜ୍ଞାନ ହଜାଇଲେ ପ୍ରଂଶସକ । ନିକଟରେ ରିଲିଜ ହୋଇଛି ବହୁ ପ୍ରତିକ୍ଷିତ ସିନେମା ଟାଇଗର ଥ୍ରୀ । ମହାରାଷ୍ଟ୍ର ମାଲେଗାଓଁର ଏକ ସିନେମାଘରେ ଫିଲ୍ମ ପ୍ରଦର୍ଶନ ସମୟରେ ଆଶ୍ଚର୍ଯ୍ୟଜନକ ଘଟଣା ଦେଖିବାକୁ ମିଳିଛି ।…

ଯୁଦ୍ଧ ଭୂମି ଗାଜାରୁ ଆସିଲା ବିକଳ ଚିତ୍ର । ଇସ୍ରାଏଲର ଏୟାରଷ୍ଟ୍ରାଇକରେ ଠପ୍ ପଡିଛି ସ୍ୱାସ୍ଥ୍ୟସେବା ।

କନକ ବ୍ୟୁରୋ: ୩୭ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ରୋଗୀ ଓ ଶରଣାର୍ଥୀଙ୍କୁ ଢ଼ାଲ କରି ଆତ୍ମରକ୍ଷା କରୁଥିବା ହମାସ ହସ୍ପିଟାଲକୁ ନିଜର ଆଡ୍ଡ ବନାଇଛି । ସେପଟେ ଆତଙ୍କୀଙ୍କୁ ନିପାତ କରିବାକୁ ଇସ୍ରାଏଲ ସେନା ସବୁ ମାନବିକତା ଭୁଲି ହସ୍ପିଟାଲ ଉପରେ ଘନଘନ ଆକ୍ରମଣ କରୁଛି । ସ୍ଥିତି ଏଭଳି…

ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ବେଖାତିର । ବାଣଫୁଟା ପ୍ରଦୂଷଣରେ ଅଣନିଶ୍ୱାସୀ ରାଜଧାନୀ ଦିଲ୍ଲୀ, ସତର୍କ ରହିବାକୁ…

କନକ ବ୍ୟୁରୋ: ଦୀପାବଳିରେ ଫୁଟିଲା ବାଣ, ବଢ଼ିଲା ଦିଲ୍ଲୀର ପ୍ରଦୂଷଣ ସମସ୍ୟା । ସୁପ୍ରିମକୋର୍ଟଙ୍କ କଡ଼ା ତାଗିଦ ସତ୍ୱେ ରାଜଧାନୀରେ ଫୁଟିଛି ବାଣ । ରବିବାର ଉତ୍ସବ ପାଳନ ଦିଲ୍ଲୀ ପାଇଁ କାଳ ସାଜିଛି । ବାୟୁର ଗୁଣବତା ଆହୁରି ଅଧିକ ବିଗିଡିବାରେ ଲାଗିଛି । ଏକ ପିଟିସନ ଉପରେ ଶୁଣାଣୀ କରି…

କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ହେଉଛନ୍ତି ମାଲାମାଲ…

କନକ ବ୍ୟୁରୋ: କଳାହାଣ୍ଡିରେ ଚିନ୍ତାରେ ପଡିଛନ୍ତି ପିଆଜ ଚାଷୀ । ଅମଳ ଫସଲ କମ୍ ଦରରେ ବିକ୍ରି ହେଉଥିବା ବେଳେ ଦଲାଲ ମାଲାମାଲ ହେଉଛନ୍ତି । ଅମଳ ଫସଲ ରଖିବାକୁ ଶୀତଳଭଣ୍ଡାର ନଥିବା ବେଳେ ବଜାର ବ୍ୟବସ୍ଥା ବି ନାହିଁ । ଯାହାର ସୁବିଧା ନେଇ ଦଲାଲ କମ୍ ଦରରେ ଅମଳ ପିଆଜ କିଣି ନେଉଛନ୍ତି । ଆଉ…