Daily Archives

November 5, 2023

ନକଲି ପାଇଁ ଅଡୁଆରେ ଅସଲି ଚାଷୀ ! ଧାନ କିଣା ପ୍ରକ୍ରିୟା ବିଳମ୍ବିତ ହେବା ଆଶଙ୍କା

କନକ ବ୍ୟୁରୋ: ସାରା ରାଜ୍ୟରେ ଚାଷୀ ଧାନ ଅମଳ କଲାଣି, ମଣ୍ଡି ଖୋଲିଲେ ବିକ୍ରି କରିବାକୁ ଅପେକ୍ଷା କରିଛି । କିନ୍ତୁ ଏତିକି ବେଳେ ସାଟେଲଇଟ୍ ସର୍ଭେରୁ ଯେଉଁ ତଥ୍ୟ ଆସିଛି ତାହା ପ୍ରକୃତ ଚାଷୀଙ୍କ ଚିନ୍ତା ବଢାଇ ଦେଇଛି । ନକଲି ଜମି ଓ ନକଲି ଚାଷୀ ଚିହ୍ନଟ ହେବା ପରେ ତାର ଯାଂଚ ପାଇଁ ଧାନ…

ଜାଡେଜାଙ୍କ ଯାଦୁ: ୮୩ ରନରେ ଦକ୍ଷିଣ ଆଫ୍ରିକା ଅଲଆଉଟ, ୨୪୩ ରନରେ ଜିତିଲା ଭାରତ

କନକ ବ୍ୟୁରୋ: ଭାରତ-ଦକ୍ଷିଣ ଆଫ୍ରିକା ମଧ୍ୟରେ ଆଜି ଦମଦାର ମ୍ୟାଚ ଦେଖିବାକୁ ମିଳିଛି । ଏହି ମ୍ୟାଚରେ ଭାରତ ଦକ୍ଷିଣ ଆଫ୍ରିକାକୁ ଶୋଚନୀୟ ପରାଜୟ କରିଛି । ଭାରତ ଏହି ମ୍ୟାଚକୁ ୨୪୩ ରନରେ ଜିତି ନେଇଛି । ଭାରତ ପକ୍ଷରୁ ଜାଡେଜାଙ୍କ ଯାଦୁଗରୀ ବୋଲିଂ ଦେଖିବାକୁ ମିଳିଛି । ଜାଡେଜା ଆଜିର ମ୍ୟାଚରେ…

ବଢ଼ୁଛି ରେଞ୍ଜ ରୋଭର କାର ମାଲିକଙ୍କ ଅଡୁଆ: ମୃତକଙ୍କ ପରିବାରକୁ କ୍ଷତିପୂରଣ ଦେବାକୁ ଦାବି

କନକ ବ୍ୟୁରୋ: ରାଜଧାନୀ ପାୱାରହାଉସ ଛକ ଦୁର୍ଘଟଣାକୁ ୬ ଦିନ ବିତିଲାଣି । ଦୁର୍ଘଟଣାର ଶିକାର ହୋଇଥିବା ଜଗତସିଂହପୁରର ଲୋପାମୁଦ୍ରା ସାହୁଙ୍କ ମୃତ୍ୟୁ ଘଟିଛି । ହେଲେ ଏହି ମାମଲାରେ ତଦନ୍ତ କରୁଥିବା କମିଶନରେଟ ପୋଲିସ, କାର୍ ମାଲିକଙ୍କ ପାଖରେ କାହିଁକି ପହଂଚିପାରୁନାହିଁ, ତାହା ସମସ୍ତଙ୍କୁ…

କଳାମୁଗୁନି ପଥର କାରିଗରି ପାଇଁ ଏହି ଗାଁର ରହିଛି ପ୍ରସିଦ୍ଧି । ବଜାର ବ୍ୟବସ୍ଥା ଓ ପ୍ରୋତ୍ସାହନ ଅଭାବରୁ ବେଉସା…

କନକ ବ୍ୟୁରୋ : ସଙ୍କଟରେ କନ୍ଦାଗଡ଼ର ପଥର ଶିଳ୍ପ । ନିର୍ଜିବ ପଥରରେ ଜୀବନ ଭରି ଦେଉଥିବା ଶିଳ୍ପୀ ଆଜି ଅଲୋଡ଼ା । ଉପଯୁକ୍ତ ବଜାର ଓ ପ୍ରୋତ୍ସାହନ ଅଭାବରୁ ପରିବାର ପ୍ରତିପୋଷଣ ପାଇଁ ଚିନ୍ତାରେ ପଥର ଶିଳ୍ପୀ । କଳାହାଣ୍ଡି ଜିଲ୍ଲା ଆମପାଣି ନିକଟରେ ଥିବା ପଥର ଶିଳ୍ପୀଙ୍କ ଗାଁ ହେଉଛି କନ୍ଦାଗଡ଼ ।…

ୟୁଟ୍ୟୁବ୍ ଦେଖାଇଲା ରୋଜଗାରର ରାସ୍ତା । ସବାଇ ଘାସ, ଉଲ ଓ ଝୋଟରେ ତିଆରି ହେଉଛି ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀ

କନକ ବ୍ୟୁରୋ : ସବାଇ ଘାସରେ ତିଆରି ହେଉଛି ଚପଲ । ଏହି ଚପଲ ଦେଖିବାକୁ ବେଶ ଆକର୍ଷଣୀୟ ହୋଇଥିବା ବେଳେ ଏହାକୁ ପସନ୍ଦ କରୁଛନ୍ତି ଗ୍ରାହକ । ବଜାରରେ ଦିନକୁ ଦିନ ଇକୋଫ୍ରେଣ୍ଡଲି ଜିନିଷର ଚାହିଦା ବଢ଼ୁଛି । ତେଣୁ ବାଲେଶ୍ୱର ବସ୍ତା ବ୍ଲକ ଅନ୍ତର୍ଗତ ନାବରା ଗାଁର ମହିଳା ମାନେ ସବାଇ ଘାସ, ଝୋଟ ଓ…

ନୂଆ ପ୍ରଣାଳୀରେ ଛତୁ ଚାଷ କରି ଚର୍ଚ୍ଚାରେ ବାଲେଶ୍ୱରର ଯୁବ ଚାଷୀ ମନୋରଞ୍ଜନ । ଧିଙ୍ଗିରି ଛତୁ, ପାଳ ଛତୁ, ମିଲ୍କ…

କନକ ବ୍ୟୁରୋ : ନୂଆ ପ୍ରଣାଳୀରେ ଛତୁ ଚାଷ । ବାପା କରୁଣାକରଙ୍କ ସହ ମିଶି ସେମି କମ୍ପୋଷ୍ଟ ଜରିଆରେ ଛତୁ ଚାଷ କରି ବେଶ ଦୁଇ ପଇସା ରୋଜଗାର କରୁଛନ୍ତି ବାଲେଶ୍ୱର ରେମୁଣା ବ୍ଲକ ମଙ୍ଗଳପୁର ଗାଁର ମନୋରଞ୍ଜନ । ୨୦୨୦ରୁ ବିଏ ପାସ୍ କରିବା ପରେ ଏହି କାମରେ ଲାଗିପଡ଼ିଛନ୍ତି ମନୋରଞ୍ଜନ । ନୂଆ…