Daily Archives

November 9, 2023

ପ୍ରଶ୍ନ ପାଇଁ ଲାଞ୍ଚ ମାମଲା: ବଢ଼ିବାରେ ଲାଗିଛି ମହୁଆଙ୍କ ସମସ୍ୟା, ସଦସ୍ୟତା ରଦ୍ଦ ନେଇ ଏଥିକ୍ସ କମିଟିର ସୁପାରିସ

କନକ ବ୍ୟୁରୋ: ବଢ଼ିବାରେ ଲାଗିଛି ତୃଣମୂଳ କଂଗ୍ରେସ ସାଂସଦ ମହୁଆ ମୋଇତ୍ରାଙ୍କ ଅଡୁଆ । ଲୋକସଭା ଏଥିକ୍ସ କମିଟି ମହୁଆ ମୋଇତ୍ରାଙ୍କ ସଦସ୍ୟତା ରଦ୍ଦ କରିବାକୁ ସୁପାରିସ କରିଛି । ଗୁରୁବାର ବସିଥିବା ଏଥିକ୍ସ କମିଟି ବୈଠକରେ ବି ଯୋଗ ଦେଇ ନାହାଁନ୍ତି ମହୁଆ । ସଂସଦରେ ଟଙ୍କା ପାଇଁ ପ୍ରଶ୍ନ ମାମଲାରେ…

କାଲିଠାରୁ ହେବ ଟୁ ପ୍ଲସ୍ ଟୁ ଭାରତ-ଆମେରିକା ମନ୍ତ୍ରୀ ସ୍ତରୀୟ ବୈଠକ: ଆଲୋଚନା ପାଇଁ ଦେଶରେ ପହଁଚିଲେ ଆମେରିକା…

କନକ ବ୍ୟୁରୋ: ଶୁକ୍ରବାର ଭାରତ - ଆମେରିକା ମଧ୍ୟ ଟୁ ପ୍ଲସ୍ ଟୁ ମନ୍ତ୍ରୀ ସ୍ତରୀୟ ବୈଠକ ଆରମ୍ଭ ହେବାକୁ ଯାଉଛି । ଦୁଇ ଦେଶ ମଧ୍ୟରେ ପ୍ରତିରକ୍ଷା ଓ ଅର୍ଥନୈତିକ ସମ୍ପର୍କକୁ ସୁଦୃଢ କରିବା ପାଇଁ ଏହି ବୈଠକରେ ଆଲୋଚନା କରିବେ ଦୁଇ ଦେଶର ମନ୍ତ୍ରୀ । ଏହି ବୈଠକରେ ଚାଇନା, ରୁଷିଆ ସମେତ…

ଭୟଙ୍କର ହେବାରେ ଲାଗିଛି ଇସ୍ରାଏଲ-ହମାସ ଯୁଦ୍ଧ: ଗାଜାକୁ ସାହାଯ୍ୟ ଯୋଗାଇ ଦେବାକୁ ଜି-ସେଭେନ୍ ଦେଶ ଗୁଡିକର ଅପିଲ

କନକ ବ୍ୟୁରୋ: ଦିନକୁ ଦିନ ଭୟଙ୍କର ରୂପ ନେବାରେ ଲାଗିଛି ଇସ୍ରାଏଲ ହମାସ ଯୁଦ୍ଧ । ଏବେ ଗାଜା ସହର ଭିତରେ ପସି ସ୍ଥଳ ଅଭିଯାନ ଜାରି ରଖିଛି ଇସ୍ରାଏଲ ସେନା । ଜଳ, ସ୍ଥଳ ଆକାଶ ସବୁ ଆଡୁ ଗାଜା ଉପରେ ଆକ୍ରମଣ କରୁଛି ଇସ୍ରାଏଲ । ଏହାରି ଭିତରେ ହମାସର ୬୦ଟି କମାଣ୍ଡରଙ୍କୁ ନିପାତ କରିବାରେ ସଫଳ…

ଦିଲ୍ଲୀରେ ବାୟୁ ପ୍ରଦୂଷଣ ରୋକିବା ପାଇଁ କରାଯିବ କୃତ୍ରିମ ବର୍ଷା: ନଭେମ୍ବର ୨୦ରୁ କୃତ୍ରିମ ବର୍ଷା ନିଷ୍ପତି

କନକ ବ୍ୟୁରୋ: ଦୂରରେ କ’ଣ କିଛି ଭଲ ଭାବେ ଦେଖାଯାଉନି । ହଠାତ ଦେଖିଲେ ଏହା କେଉଁ ସ୍ଥାନର ମଧ୍ୟ ଜଣାପଡୁନି । ଏ ସ୍ଥିତି ପ୍ରତିବର୍ଷ ଶୀତ ଆସିଲେ ଦେଖିବାକୁ ମିଳେ । ଏ ଚିତ୍ର ହେଉଛି ରାଜଧାନୀ ଦିଲ୍ଲୀର । ବର୍ଷ ବର୍ଷ ଧରି ନେତା ଓ ସରକାର ପ୍ରଦୂଷଣ ଦିଗରେ ବୟାନବାଜି କରୁଛନ୍ତି । କିନ୍ତୁ ଏହାର…

ବିବାଦ ଭିତରେ ବିହାର ମୁଖ୍ୟମନ୍ତ୍ରୀଙ୍କ ମାଷ୍ଟର ଷ୍ଟ୍ରୋକ୍: ବିଧାନସଭାରେ ପାରିତ ହେଲା ସଂରକ୍ଷଣ ସଂଶୋଧିତ ବିଲ

କନକ ବ୍ୟୁରୋ: ବିହାର ରାଜନୀତିରେ ନୂଆ ମୋଡ । ବିଧାନସଭାରେ ପାରିତ ହେଲା ସଂରକ୍ଷଣ ସଂଶୋଧିତ ବିଲ । ଏହି ବିଲ ସର୍ବ ସମ୍ମତି କ୍ରମେ ପାରିତ ହୋଇଛି । ଏହି ବିଲ ମୁତାବକ ବିହାରରେ ବର୍ତମାନ ଖାଲି ପଡିଥିବା ସରକାରୀ ପଦ, ପଦବୀରେ ଅନୁସୂଚିତ ଜାତିକୁ ୨୦ ପ୍ରତିଶତ, ଅନୁସୂଚିତ ଜନଜାତିକୁ ୨ ପ୍ରତିଶତ,…

ମହିଳାଙ୍କ ସେକ୍ସ ଏଜୁକେସନ୍ ନେଇ ବୟାନ ପଡିଲା ଭାରି: ଆମେରିକୀୟ ଗାୟିକା ମ୍ୟାରି ମିଲବେନ୍ କହିଲେ, ମୁଖ୍ୟମନ୍ତ୍ରୀ…

କନକ ବ୍ୟୁରୋ: ମହିଳାଙ୍କ ସେକ୍ସ ଏଜୁକେସନ୍ ଉପରେ ବିବାଦୀୟ ବୟାନ ପ୍ରସଙ୍ଗରେ ନୀତୀଶ କୁମାରଙ୍କ ସମସ୍ୟା ବଢି ବଢି ଚାଲିଛି । ବିଭିନ୍ନ ମହଲରେ ତାଙ୍କୁ ନିନ୍ଦା କରାଯାଉଛି । ଏବେ ଆମେରିକୀୟ ଗାୟିକା ତଥା ଅଭିନେତ୍ରୀ ମ୍ୟାରି ମିଲବେନ୍, ନୀତୀଶଙ୍କୁ ଘୋର ସମାଲୋଚନା କରିଛନ୍ତି । ମିଲବେନ୍…