Monthly Archives

November 2023

୨୦୨୪ ନିର୍ବାଚନ ପୂର୍ବରୁ ଆସିଲା ଦେଶର ସବୁଠୁ ବଡ଼ ବୁଥବାହୁଡ଼ା ମତ: କାହାକୁ ବାଛିଲେ ୫ ରାଜ୍ୟର ଜନତା

କନକ ବ୍ୟୁରୋ: ୨୦୨୪ ସାଧରଣ ନିର୍ବାଚନ ପୂର୍ବରୁ ସାମ୍ନାକୁ ଆସିଛି ଦେଶର ସବୁଠୁ ବଡ଼ ବୁଥ ବାହୁଡ଼ା ମତ । ମଧ୍ୟପ୍ରଦେଶ, ରାଜସ୍ଥାନ, ତେଲେଙ୍ଗାନା, ଛତିଶଗଡ଼, ମିଜୋରାମ ବିଧାନସଭା ନିର୍ବାଚନ ଶେଷ ହୋଇଛି । ଡିସେମ୍ବର ୩ରେ ହେବ ଭୋଟ ଗଣତି । ୨୦୨୪ ନିର୍ବାଚନ ପୂର୍ବରୁ ଏହାକୁ ସେମିଫାଇନାଲ…

ସଂକଳ୍ପ ଯାତ୍ରାରେ ହିତାଧିକାରୀଙ୍କ ସହ ଆଲୋଚନା କଲେ ପ୍ରଧାନମନ୍ତ୍ରୀ ମୋଦୀ: ଭିଡିଓ କନଫରେନ୍ସରେ ବିକାଶ ଓ ବିଭିନ୍ନ…

କନକ ବ୍ୟୁରୋ: ସରକାର ଯୋଜନା କରନ୍ତି, କିନ୍ତୁ ସେହି ଯୋଜନା ଲୋକଙ୍କ ପାଖରେ ପହଁଚୁଛି, କି ନାହିଁ ତାହା ଅନେକ ସମୟରେ ଜଣାପଡେନି । ଲୋକଙ୍କ ପାଖରେ ଯୋଜନାର ଲାଭ ପହଁଚିବାବେଳକୁ ବାଟ ମାରଣା ହୋଇଯାଇଥାଏ ବୋଲି ଅନେକ ସମୟରେ ଅଭିଯୋଗ ହୋଇଥାଏ । ହେଲେ, ଏବେ ସମୟ ବଦଳିବା ସହ , ଲୋକମାନଙ୍କ ପାଖରେ…

ପଡୋଶୀ ଘରେ ଲୁଚି ଥିଲେ ଜେଇ: ଭିଜିଲାନ୍ସ ଚଢଉ ବେଳେ ଛାତ ଡେଇଁ ଚମ୍ପଟ ମାରିଥିଲେ କନିଷ୍ଠ ଯନ୍ତ୍ରୀ

କନକ ବ୍ୟୁରୋ: ଭିଜିଲାନ୍ସ ଜାଲରେ ପଡିଛନ୍ତି ଗ୍ରାମ୍ୟ ଜଳଯୋଗାଣ ଓ ପରିମଳ ବିଭାଗର କନିଷ୍ଠ ଯନ୍ତ୍ରୀ । ଭିଜିଲାନ୍ସ ଆସିଥିବା ଜାଣି ଲାଂଚୁଆ ବାବୁ ଛାତରୁ ଡିଆଁ ମାରି ପଡୋଶୀଙ୍କ ଘରେ ଲୁଚିଯାଇଥିଲେ । ଫେରାର ହେବାକୁ ଉଦ୍ୟମ ବି କରିଥିଲେ । ପ୍ରାୟ ୭-୮ ଘଂଟାର ଛକାପଞ୍ଝା ପରେ କନିଷ୍ଠ ଯନ୍ତ୍ରୀ…

ଲାଗିଲା ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ ଷ୍ଟିକର: ପିଲାଙ୍କ ସାଇକେଲରେ କରାଗଲା ବ୍ରାଣ୍ଡିଂ

କନକ ବ୍ୟୁରୋ: ସ୍କୁଲ ପିଲାଙ୍କ ସାଇକେଲର ବ୍ରାଣ୍ଡିଂ କରିଛନ୍ତି ରାଜ୍ୟ ସରକାର । ନବମ ଶ୍ରେଣୀ ପିଲାଙ୍କ ସାଇକେଲରେ ଆଜି ‘ଆମେ ଗଢ଼ିବୁ ନୂଆ ଓଡ଼ିଶା’ର ଷ୍ଟିକର ଲଗାଇ ବ୍ରାଣ୍ଡିଂ କରାଯାଇଛି । ସେହିପରି ‘ଆମେ ପଢ଼ିବୁ ବଢ଼ିବୁ ଶ୍ରେଷ୍ଠ ହେବୁ’ ଷ୍ଟିକର ମଧ୍ୟ ସାଇକେଲରେ ଲଗାଇଛି ବିଦ୍ୟାଳୟ ଓ…

ଓଡ଼ିଶାର ମାନ ବଢାଇଲେ ମନୀଷା: ଦେଶର ପ୍ରଥମ ମହିଳା ଏଡିସି ଭାବେ ପାଇଲେ ନିଯୁକ୍ତି

କନକ ବ୍ୟୁରୋ: ଓଡିଶାର ଗୌରବ ବଢାଇଲେ ଓଡିଆ ଝିଅ ମନୀଷା ପାଢୀ । ଦେଶର ପ୍ରଥମ ମହିଳା ଏଡିସି ଭାବେ ନିଯୁକ୍ତି ପାଇଲେ ଓଡିଆ ଝିଅ ମନୀଷା ପାଢୀ । ମିଜୋରାମ ରାଜ୍ୟପାଳ ଡ. ହରିବାବୁ କାମଭାମପତିଙ୍କ ଏଡିସି ଭାବେ ମନୀଷାଙ୍କୁ ନିଯୁକ୍ତି ମିଳିଛି । ଭୂବନେଶ୍ୱରର ମନୀଷାଙ୍କ ଏହି ସଫଳତା ରାଜ୍ୟ ତଥା…

ଛତିଶଗଡ ବିଧାନସଭା ଭୋଟିଂ ପରେ ଏକ୍ସଜିଟ୍ ପୋଲକୁ ନେଇ ବଢିଲା ଚର୍ଚ୍ଚା । ଜାଣନ୍ତୁ ଫେରିବ କି ବିଜେପି ନା କ୍ଷମତା ବଜାୟ…

କନକ ବ୍ୟୁରୋ : ଛତିଶଗଡ ବିଧାନସଭା ପାଇଁ ଭୋଟ ଗ୍ରହଣ ସରିଛି । କେବଳ ବାକି ରହିଛି ଫଳାଫଳକୁ । ଡିସେମ୍ବର ୩ ତାରିଖରେ ଫଳାଫଳ ଆସିବା ପୂର୍ବରୁ ଆଜି ଅନେକ ସର୍ଭେ ସଂସ୍ଥା ସେମାନଙ୍କର ପୂର୍ବାନୁମାନ ରିପୋର୍ଟ ପ୍ରକାଶ କରିଛନ୍ତି । ଏହି ରିପୋର୍ଟ ପ୍ରକାଶ ପାଇବା ପରେ ଏବେ ରାଜ୍ୟ ରାଜନୀତି ସରଗରମ…