Daily Archives

November 1, 2023

ଓଡ଼ିଆ ଟେଲିଭିଜନ ଦୁନିଆର ସବୁଠାରୁ ବଡ ଆୱାର୍ଡ ସୋ ” ଜୀ ସାର୍ଥକ ସଂସାର ଆୱାର୍ଡ”, ନଭେମ୍ବର ୫ ତାରିଖ…

କନକ ବ୍ୟୁରୋ : ଜ଼ୀ ସାର୍ଥକ ରେ ଦେଖନ୍ତୁ ନଭେମ୍ବର ୫ ତାରିଖ ସନ୍ଧ୍ୟା ୬ ଟାରେ ଟେଲିଭିଜନ ଦୁନିଆର ସବୁଠାରୁ ବଡ଼ ଆୱାର୍ଡ ସୋ, ଜୀ ସାର୍ଥକ ସଂସାର ଆୱାର୍ଡ ୨୦୨୩ । ଯେଉଁଥିରେ ଆପଣ ମାନେ ଦେଖିବେ ବିଭିନ୍ନ କ୍ଷେତ୍ରରେ ସର୍ବଶ୍ରେଷ୍ଠ ପ୍ରଦର୍ଶନ କରି ଦର୍ଶକଙ୍କ ମନ ଜିତିଥିବା କଳାକାର ଓ ଟିମକୁ…

ମହାରାଷ୍ଟ୍ର ନାଗପୁରରୁ ଆସିଲା ଆଶ୍ଚର୍ଯ୍ୟଜନକ ଘଟଣା । ବ୍ୟାଙ୍କ ଭିତରେ ପସିଲା ବନ୍ୟା ପାଣି, ନଷ୍ଟ ହେଲା ୪ଶହ କୋଟି…

କନକ ବ୍ୟୁରୋ : ବନ୍ୟାପାଣିରେ ଭାସିଗଲା ୪୦୦କୋଟି । ସେପ୍ଟେମ୍ବର ୨୪ରେ ନାଗପୁରର ନାଗ ନଦୀରେ ଆସିଥିବା ବନ୍ୟାଜଳରେ ବ୍ୟାଙ୍କରେ ଥିବା ୪୦୦କୋଟି ଭାସି ଯାଇଛି । ଏହି ବନ୍ୟା ଜଳରେ ସୀତବୁଲଦି ଅଂଚଳର ବ୍ୟାଙ୍କ ଅଫ୍ ମହାରାଷ୍ଟ୍ରର ଶାଖା ଅଫିସ ପ୍ରଭାବିତ ହୋଇଥିଲା । ବନ୍ୟାଜଳ ବ୍ୟାଙ୍କର…

ବାବର ଆଜମଙ୍କୁ ପୂର୍ବତନ କ୍ରିକେଟର ସାହିଦ ଆଫ୍ରିଦଙ୍କ ପରାମର୍ଶ । ମ୍ୟାଚ ଜିତିବା ଫର୍ମୁଲା କହି ବିରାଟ କୋହଲି –କେଏଲ…

କନକ ବ୍ୟୁରୋ : ପାକିସ୍ତାନ କ୍ରିକେଟ ଦଳର ଅଧିନାୟକ ବାବର ଆଜମଙ୍କ ଉପରେ ବର୍ଷିଲେ ପୂର୍ବତନ ଖେଳାଳୀ ସାହିଦ ଆଫ୍ରିଦି । ଆଫ୍ରିଦି କହିଛନ୍ତି ଚଳିତ ବିଶ୍ୱକପରେ ଦଳର ପ୍ରଦର୍ଶନ ନୈରାଶ୍ୟଜନକ ରହିଛି ଓ ବିଶେଷ କରି ଅଧିନାୟକ ଭାବେ ବାବରଙ୍କ ପ୍ରଦର୍ଶନ ବେଶ ଖରାପ ରହିଛି । ଭାରତୀୟ କ୍ରିକେଟରଙ୍କ…

ପାର୍ବଣ ଋତୁରେ କେନ୍ଦ୍ର ସରକାରଙ୍କ ବମ୍ପର ଜିଏସିଟି ଆଦାୟ । ଅକ୍ଟୋବରରେ ସରକାରଙ୍କୁ ମିଳିଲା ୧.୭୨ ଲକ୍ଷ କୋଟି ଟଙ୍କାର…

କନକ ବ୍ୟୁରୋ : ପାର୍ବଣ ମାସରେ ରେକର୍ଡ ଭାଙ୍ଗିଲା ଜିଏସଟି ଆଦାୟ । ଅକ୍ଟୋବର ମାସରେ ୧ କୋଟି ୭୨ ଲକ୍ଷର ଜିଏସଟି ସଂଗ୍ରହ ହୋଇଛି । ୨୦୧୭ମସିହାରେ ଜିଏସଟି ଲାଗୁ ହେବା ପରେ ଅକ୍ଟୋବର ୨୦୨୩ରେ ଏହା ଦ୍ୱିତୀୟ ସର୍ବାଧିକ ମାସିକ ଜିଏସଟି ଆଦାୟ । ଏହା ପୂର୍ବରୁ ଏପ୍ରିଲ ୨୦୨୩ରେ ୧କୋଟି ୮୭ଲକ୍ଷର…

ମରାଠା ସଂରକ୍ଷଣ ତାତି, ଜଳୁଛି ମହାରାଷ୍ଟ୍ର । ଦିନକରେ ୯ ଓ ୧୩ ଦିନରେ ୨୬ଜଣଙ୍କ ଆତ୍ମହତ୍ୟା

କନକ ବ୍ୟୁରୋ : ସରଂକ୍ଷଣ ଦାବି ନେଇ ଜଳୁଛି ମହାରାଷ୍ଟ୍ର । ଗୋଟେ କି ଦୁଇଟି ଜିଲ୍ଲା ନୁହେଁ ଅଧିକାଂଶ ଜିଲ୍ଲାର ଉଗ୍ର ରୂପ ନେଇଛି ସଂରକ୍ଷଣ ଆନ୍ଦୋଳନ । ସାଧାରଣ ଜନତାଙ୍କଠୁ ନେଇ ରାଜନେତା । ପ୍ରଦର୍ଶନକାରୀଙ୍କ ଆକ୍ରୋଶର ଶିକାର ହେଉଛନ୍ତି । କିଛି ଦିନ ପୂର୍ବରୁ ଆରମ୍ଭ ହୋଇଥିବା ମରାଠା…

ହାଜର ହେବା ପୂର୍ବରୁ ଏଥିକ୍ସ କମିଟିକୁ ଟିଏମସି ସାଂସଦଙ୍କ ଚିଠି । ମହୁଆ ମୋଇତ୍ରା କହିଲେ ଅପରାଧିକ ମାମଲାର ଯାଂଚ…

କନକ ବ୍ୟୁରୋ : ଅପରାଧିକ ମାମଲାର ଯାଂଚ କରିପାରିବେନି ସଂସଦୀୟ କମିଟି । ଏହି ଅଧିକାର କେବଳ ଅନୁସନ୍ଧାନକାରୀ ସଂସ୍ଥା କରିପାରିବ ବୋଲି ସେ କହିଛନ୍ତି । ଏଭଳି କିଛି ଦାବି କରି ଏଥିକ୍ସ କମିଟି ନିକଟକୁ ଚିଠି ଲେଖିଲେ ଟିଏମସି ସାଂସଦ ମୋହୁଆ ମୋଇତ୍ରା । କ୍ୟାସ ଫର କ୍ୱେରି ମାମଲାରେ ଫସିଥିବା…