Daily Archives

November 6, 2023

ପାଠପଢା +୨, ହେଲେ ଡାକ୍ତର ସାଜି କରୁଥିଲେ ରୋଗୀଙ୍କ ଚିକିତ୍ସା । ଲୋକଙ୍କୁ ଠକୁଥିଲେ ନକଲି ଡାକ୍ତର । କ୍ଲିନିକ୍ ଉପରେ…

କନକ ବ୍ୟୁରୋ: ଲୋକଙ୍କୁ ଠକୁଥିଲେ ଆଉ ଶେଷରେ ବନ୍ଧାହେଲେ । ଢେଙ୍କାନାଳ ଜିଲ୍ଲା କଙ୍କଡାହାଡ ବ୍ଲକରେ ସ୍ୱାସ୍ଥ୍ୟସେବା ନାଁରେ ଲୋକଙ୍କୁ ଠକୁଥିବା ଜଣେ ନକଲି ଡାକ୍ତରଙ୍କୁ ଉଠାଇ ନେଇଛି ପୋଲିସ । ଯୁବକ ଜଣକ କଲିକତାର ବୋଲି ଜଣାପଡିଛି । ବିନା ମେଡିକାଲ ଡିଗ୍ରୀ ଓ ସାର୍ଟିଫିକେଟରେ ଲୋକଙ୍କୁ…

ଆସିବ ଚାଟଜିପିଟିର ବିକଳ୍ପ: ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ବିକାଶ କରୁଛି ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’

କନକ ବ୍ୟୁରୋ: ଚାଟଜିପିଟର ଆସିବ ବିକଳ୍ପ । ଆର୍ଟିିଫିସିଆଲ ଇଂଟିଲିଜେନ୍ସ(ଏଆଇ) ଟେକ୍ନୋଲୋଜିରେ ବିକଶିତ ହୋଇଥିବା ଚାଟଜିପିଟର ବିକଳ୍ପ ଭାବେ ଆସିବ ‘ଗ୍ରୋକ୍’ । ବିଶ୍ୱର ସବୁଠୁ ଧନୀ ଏଲନ ମସ୍କଙ୍କ କମ୍ପାନୀ ‘ଏକ୍ସଏଆଇ’ ତାହାର ପ୍ରଥମ ଏଆଇ ଟୁଲ ‘ଗ୍ରୋକ୍’ର ପରୀକ୍ଷଣ ଆରମ୍ଭ କରିଛି । ଏବେ ଏହାର…

ମଙ୍ଗଳବାର ଛତିଶଗଡ଼-ମିଜୋରାମରେ ବିଧାନସଭା ନିର୍ବାଚନ: ଛତିଶଗଡ଼ରେ ପ୍ରଥମ ପର୍ଯ୍ୟାୟରେ ୨୦ ଆସନ, ମଣିପୁରରେ ମୋଟ ୪୦ ଆସନ…

କନକ ବ୍ୟୁରୋ: ମଙ୍ଗଳବାର ଛତିଶଗଡ଼ ଏବଂ ମିଜୋରାମରେ ବିଧାନସଭା ନିର୍ବାଚନ ହେବ । ଛତିଶଗଡରେ ପ୍ରଥମ ପର୍ଯ୍ୟାୟରେ ୨୦ ଟି ଆସନ ପାଇଁ ନିର୍ବାଚନ ହେବ । ମୋଟ ୨୩୩ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହେବ । ଯେଉଁଥିରେ ୧୯୮ ପୁରୁଷ ଏବଂ ୨୫ ମହିଳା ପ୍ରାର୍ଥୀ ଅଛନ୍ତି । ଛତିଶଗଡ଼ର ମୋଟ ୪୦ ଲକ୍ଷ ୭୮…

ଆପାର୍ଟମେଣ୍ଟରୁ ବଡ଼ ଧରଣର ଲୁଟ୍ । ଘରେ କେହି ନଥିବା ବେଳେ କଳାକନା ବୁଲାଇଲେ ଚୋର । ସୁରକ୍ଷାକୁ ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ରାଜଧାନୀରେ ଡର ଲାଗିଲାଣି । ଆପାର୍ଟମେଣ୍ଟରେ ବି ଅସୁରକ୍ଷିତ ମଣିଲେଣି ଲୋକେ । ଭୁବନେଶ୍ୱରର ପାତ୍ରପଡା ଅଞ୍ଚଳର ଏକ ଆପାର୍ଟମେଣ୍ଟରୁ ବଡ ଧରଣର ଲୁଟ ହୋଇଛି । ଘରେ କେହି ନଥିବାବେଳେ ମୁଖ୍ୟ ଗେଟକୁ ତାଡି ଆପାର୍ଟମେଣ୍ଟରୁ ଶହେ ଭରିରୁ ଅଧିକ ସୁନା ଗହଣା ଲୁଟ କରିଛନ୍ତି ଲୁଟେରା ।…

କର୍ଣ୍ଣାଟକର କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ: ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପାଇଁ…

କନକ ବ୍ୟୁରୋ: କର୍ଣ୍ଣାଟକ କଂଗ୍ରେସ ସରକାର ଭାଙ୍ଗିବାକୁ ଉଦ୍ୟମ । ଉପ-ମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କୁ ମୁଖ୍ୟମନ୍ତ୍ରୀ ପଦବୀ ପାଇଁ ଅଫର ଦିଆଯାଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜେଡିଏସ ନେତା ଏଚଡି କୁମାରସ୍ୱାମୀ ଶିବକୁମାରଙ୍କ ଏଭଳି ଅଫର ଦେଇ ବିବାଦ ଆରମ୍ଭ କରିଛନ୍ତି । ଯଦି…

ରେଞ୍ଜ ରୋଭର ଦୁର୍ଘଟଣାରେ ଗୁରୁତର ଆହତଙ୍କ ଫେରୁନି ଚେତା । ଟଙ୍କା ଅଭାବରୁ ହୋଇପାରୁନି ଅସ୍ତ୍ରୋପଚାର । ସହାୟତା ପାଇଁ…

କନକ ବ୍ୟୁରୋ: ଭୁବନେଶ୍ୱର ପାୱାର ହାଉସ ଛକରେ ରେଞ୍ଜ ରୋଭର ଦ୍ରୁ୍ଘଟଣାରେ ଆହତ ଯୁବକଙ୍କ ଅବସ୍ଥା ଏବେ ବି ଗୁରୁତର ରହିଛି । ତାଙ୍କୁ ଭେଣ୍ଟିଲେଟରରେ ରଖାଯାଇ ଚିକିତ୍ସା ଚାଲିିଛି । ଗୁରୁତର ଥିବାରୁ ତାଙ୍କ ଅସ୍ତ୍ରୋପଚାର ବି ସମ୍ଭବ ହୋଇପାରିନାହିଁ । ପାଖରେ ସମ୍ବଳ ନଥିବାରୁ ଜମି ବିକିବାକୁ…