Daily Archives

November 22, 2023

ସମୁଦ୍ରପଥରେ ବଢ଼ିବ ଭାରତୀୟ ସେନାର ଶକ୍ତି । ଗାଇଡେଡ ମିସାଇଲ ବ୍ରହ୍ମୋସର ସଫଳ ପରୀକ୍ଷଣ

କନକ ବ୍ୟୁରୋ : ସମୁଦ୍ର ମଧ୍ୟରେ ଆଇଏନଏସ ଇମ୍ପାଲରୁ ସୁପରସୋନିକ ବ୍ରହ୍ମୋସ ମିଶାଇଲର ସଫଳ ପରୀକ୍ଷଣ । ନୌସେନାର ଯୁଦ୍ଧପୋତରେ ସାମିଲ ହେବା ପୂର୍ବରୁ ଏହାର ପରୀକ୍ଷଣ ସଫଳ ହୋଇଛି । ସମୁଦ୍ର ମଧ୍ୟରେ ହିଁ ଏହି ସୁପରସୋନିକ ମିଶାଇଲ ନିଜର ଲକ୍ଷ୍ୟ ଭେଦ କରିବାରେ ସକ୍ଷମ । ଏଥିରୁ ଶତ୍ରୁରାଷ୍ଟ୍ର…

ଇସ୍ରାଏଲ ହମାସ୍ ଯୁଦ୍ଧ ମଧ୍ୟରେ ବଡ଼ ଖବର । ୪ ଦିନ ପାଇଁ ଯୁଦ୍ଧବିରତି ଘୋଷଣା କଲା ଇସ୍ରାଏଲ

କନକ ବ୍ୟୁରୋ : ଇସ୍ରାଏଲ-ହମାସ ମଧ୍ୟରେ ଚାଲିଥିବା ଘମାଘୋଟ ଲଢେଇ ଭିତରେ ଆସିଲା ଶାନ୍ତିର ବାର୍ତା । ଅସ୍ତ୍ରବିରତି ପାଇଁ ରାଜି ହେଲେ ଉଭୟ ହମାସ ଓ ଇସ୍ରାଏଲ । । ଦୀର୍ଘ ଦେଢମାସରୁ ଉର୍ଦ୍ଧ ସମୟ ଧରି ଯୁଦ୍ଧ ହେବା ପରେ ଉଭୟ ପକ୍ଷ ରାଜି ହୋଇଥିବା ଜଣାପଡିଛି । ୪ଦିନ ପାଇଁ ଯୁଦ୍ଧ ବନ୍ଦ ରଖିବାକୁ…

ୟଙ୍ଗ ଇଣ୍ଡିଆ ସମ୍ପତି ଅସ୍ଥାୟୀ ଜବତକୁ ନେଇ ତେଜିଲା ରାଜନୀତି ।ଇଡି ଉପରେ ବିରୋଧୀ ଉଠାଇଲେ ପ୍ରଶ୍ନ, ବିଜେପିକୁ କଲେ…

କନକ ବ୍ୟୁରୋ : ନ୍ୟାସନାଲ ହେରଲ୍ଡ ମାମଲାରେ ଇଡିର ବଡ କାର୍ଯ୍ୟାନୁଷ୍ଠାନକୁ ନେଇ ରାଜନୀତି ଦୁନିଆରେ ଝଡ଼ ଦେଖାଦେଇଛି । ଇଡିର କାର୍ଯ୍ୟାନୁଷ୍ଠାନ ନେଇ କଂଗ୍ରେସ ପ୍ରତିକ୍ରିୟା ରଖିଛି । ଆଗକୁ ନିର୍ବାଚନ ଥିବାରୁ କେନ୍ଦ୍ର ସରକାର ଜାଣିଶୁଣି ଏଭଳି କରୁଛନ୍ତି ବୋଲି କଂଗ୍ରେସ ଅଭିଯୋଗ ଆଣିଛି ।…

ଜମ୍ମୁକାଶ୍ମୀରରେ ଚାଲିଛି ବଡ ଧରଣର ଏନକାଉଁଟର । ସେନା–ଆତଙ୍କୀ ଗୁଳିବିନିମୟରେ ୩ଜଣ ଭାରତୀୟ ଯବାନ ସହିଦ

କନକ ବ୍ୟୁରୋ : ଜମ୍ମୁ-କାଶ୍ମୀର ରଜୌରୀ ଅନନ୍ତନାଗ ସେକ୍ଟରରେ ଆତଙ୍କବାଦୀ-ସୁରକ୍ଷା ବଳ ମଧ୍ୟରେ ଗୁଳି ବିନିମୟ, ୩ଯବାନ ସହୀଦ ହୋଇଥିବା ସୂଚନା । ଆତଙ୍କୀଙ୍କୁ ନିପାତ ପାଇଁ ଭାରତୀୟ ସେନା ପକ୍ଷରୁ ଜୋରଦାର କରାଯାଇଛି ସର୍ଚ୍ଚ ଅପରେସନ । ରଜୌରୀ ଅଂଚଳରେ କିଛି ଆତଙ୍କୀ ଲୁଚି ରହିଥିବା ପରେ ଖବର…

ଏନିସିଆରଟିର ୭ ଜଣିଆ କମିଟିର ସୁପାରିଶ । ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହେଉ ରାମାୟଣ, ମହାଭାରତ

କନକ ବ୍ୟୁରୋ : ପାଠ୍ୟପୁସ୍ତକରେ ଅନ୍ତର୍ଭୁକ୍ତ ହୋଇପାରେ ରାମାୟଣ, ମହାଭାରତ । ଏନେଇ ଏନସିଇଆରଟିର ୭ ଜଣିଆ କମିଟି ସୁପାରିଶ କରିଛି । ସପ୍ତମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ରାମାୟଣ ଓ ମହାଭାରତ ଶିକ୍ଷା ଦେବାକୁ ଗୁରୁତ୍ୱ ଦିଆଯାଇଛି । ସାମାଜିକ ବିଜ୍ଞାନ ପାଠ୍ୟକ୍ରମରେ ସ୍ଥାନ ଦେବାକୁ…

ସୁଡ଼ଙ୍ଗରୁ ଶୀଘ୍ର ବାହାରିବେ ଶ୍ରମିକ । ଉଦ୍ଧାର ପାଇଁ ଆଜି ରାତିକ ଅପେକ୍ଷା!

କନକ ବ୍ୟୁରୋ : ଉତରକାଶୀର ସିଲକ୍ୟାରା ସୁଡ଼ଙ୍ଗ ସାମ୍ନାରେ ପ୍ରସ୍ତୁତ ହୋଇ ରହିଛି ଆମ୍ବୁଲାନ୍ସ, ବଡ଼ ଆଶ୍ୱସ୍ତି ଆଣିଦେଇଛି । ଫସିରହିଥିବା ଶ୍ରମିକମାନେ ଶୀଘ୍ର ଉଦ୍ଧାର ପାଇବେ ବୋଲି ଆଶା ସଂଚାର ହୋଇଛି । ସୁଡ଼ଙ୍ଗର ଭଗ୍ନାବଶେଷ ଦେଇ ସମାନ୍ତରାଳ ଭାବେ ଯେଉଁ ପାଇପ ଖଞ୍ଜା ଯାଉଛି, ତାହା ପ୍ରାୟ ୬୭…