Daily Archives

November 3, 2023

ସୋସିଆଲ ମିଡିଆ ବ୍ୟବହାରକାରୀଙ୍କୁ ସର୍ତକ କରାଇଲା ଦିଲ୍ଲୀ ପୁଲିସ ଓ ଏଫବିଆଇ । ଅଜ୍ଞାତ ହ୍ୱାଟସଆପ୍ କଲଠୁ ଦୂରେଇ…

କନକ ବ୍ୟୁରୋ : ବୃଦ୍ଧି ପାଉଛି ସାଇବର ଅପରାଧ, ନ୍ୟୁଡ କଲ ଫାଶରେ ଛନ୍ଦି ହେଉଛନ୍ତି ସେଲିବ୍ରିଟିଙ୍କ ଠାରୁ ଆରମ୍ଭ କରି ନେତାମନ୍ତ୍ରୀ । ନୂଆଦିଲ୍ଲୀ ପୋଲିସ ଓ ଏଫିବିଆଇ ପକ୍ଷରୁ ସେକ୍ସଟର୍ସନକୁ ନେଇ ଜାରି ହେଲା ସର୍କୁଲାର । ବିଭିନ୍ନ ସମୟରେ ସାଇବର ଅପରାଧି ମାନେ ନ୍ୟୁଡ କଲକୁ ଆଧାର କରି ନେତା,…

ମନ ଜିତିଲା ଟାଇଗର ଥ୍ରୀର ନୂଆ ପ୍ରମୋ । ସଲମାନ, ଇମ୍ରାନ ଓ କ୍ୟାଟ୍ରିନାଙ୍କ ଦମଦାର ଷ୍ଟଂଟକୁ ଦର୍ଶକଙ୍କ ପସନ୍ଦ…

କନକ ବ୍ୟୁରୋ : ସଲମାନ ଖାନଙ୍କ ଆଗାମୀ ସିନେମା ଟାଇଗର ଥ୍ରୀ ଏବେ ରିଲିଜ ଅପେକ୍ଷାରେ । ଚଳିତ ମାସ ଦିୱାଲିରେ ପରଦାକୁ ଆସିବ ଏହି ସିନେମା । ଏହା ପୂର୍ବରୁ ନିର୍ମାତା ସିନେମାର ନୂଆ ପ୍ରୋମୋ ଭେଟିଦେଇଛନ୍ତି । ଯାହା ରିଲିଜ ହେବା ମାତ୍ରେ ସୋସିଆଲ ମିଡିଆରେ ଛାୟିଯାଇଛି । ଆଡଭାନ୍ସ ବୁକିଂ…

ପୁଣି ଚର୍ଚ୍ଚା ବଢ଼ାଇଲା ମହୁଆ ମୋଇତ୍ରାଙ୍କ ଦାମୀ ବ୍ୟାଗ । ଏଥିକ୍ସ କମିଟି ଆଗରେ ହାଜର ବେଳେ ୩ଟି ହ୍ୟାଣ୍ଡବ୍ୟାଗ୍ ପକାଇ…

କନକ ବ୍ୟୁରୋ : ପ୍ରଶ୍ନ ପାଇଁ ଟଙ୍କା ବିବାଦରେ ଛନ୍ଦି ହୋଇଥିବା, ଟିଏମସି ସାଂସଦ ମହୁଆ ମୌଇତ୍ରା ସବୁବେଳେ ଦାମୀ ଉପହାର ପାଇଁ ଚର୍ଚ୍ଚାରେ ରହିଆସିଛନ୍ତି । ବ୍ୟବସାୟୀ ଦର୍ଶନ ହୀରାନନ୍ଦାନୀ ତାଙ୍କୁ ଏହି ଦାମୀ ଉପହାର ସବୁ ଦେଉଥିବା ଅଭିଯୋଗ ରହିଛି । ଏହାରି ଭିତରେ ପାର୍ଲାମେଂଟର ଲଗ-ଇନ୍- ଆଇଡି…

୨ହଜାର ଟଙ୍କା ବଦଳାଇବା ଏଣିକି ହେବ ସହଜ । ଘର ପାଖରେ ଆରବିଆଇ ଶାଖା ନଥିଲେ ପଂଜୀକୃତ ଡାକଘରେ ଜମା କରିପାରିବେ ନୋଟ୍

କନକ ବ୍ୟୁରୋ : ଆଉ ଧାଡିରେ ଛିଡା ନହୋଇ ପୋଷ୍ଟ ଅଫିସ ଦ୍ୱାରା ଆରବିଆଇକୁ ପଠାଇପାରିବେ ୨ହଜାର ଟଙ୍କିଆ ନୋଟ୍ । ପରେ ଏହା ଆରବିଆଇର ଆଂଚଳିକ କାର୍ଯ୍ୟାଳୟରେ ପହଁଚିଯିବ   । ନୋଟ ଚେଂଜ ପାଇଁ ଆରବିଆଇର ବିଭିନ୍ନ ଶାଖାରେ ଲମ୍ବାଲାଇନ ଓ ପ୍ରବଳ ଭିଡଦେଖିବାକୁ ମିଳୁଛି । ତେଣୁ ଆରବିଆଇ ,ଭଳି ନିଷ୍ପତି…

ବିଷବଳୟରେ ବ୍ୟତିବ୍ୟସ୍ତ ଦିଲ୍ଲୀ । ଦୁଇଦିନ ପାଇଁ ପ୍ରାଥମିକ ସ୍କୁଲ ବନ୍ଦ, ଡିଜେଲ ବସ, କାର ଯାତାୟତରେ କଟକଣା

କନକ ବ୍ୟୁରୋ : ରାଜଧାନୀ ଦିଲ୍ଲୀରେ ଲଗାତର ପ୍ରଦୂଷିତ ବାୟୁ ଜବଜୀବନକୁ ଅସ୍ତବ୍ୟସ୍ତ କରୁଛି । ସ୍ଥିତି ଦିନକୁ ଦିନ ଖରାପ ହେଉଥିବାରୁ ଦିଲ୍ଲୀ ସରକାର କିଛି ବଡ଼ ନିଷ୍ପତି ନେଇଛନ୍ତି । ସ୍ଥିତି ଜଟିଳ ହେବାରୁ ଦୁଇ ଦିନ ସ୍କୁଲ ବନ୍ଦ କରିବାକୁ ନିଷ୍ପତି ନେଇଛନ୍ତି ଦିଲ୍ଲୀ ସରକାର । ସବୁ ଘରୋଇ ଏବଂ…

ଛତିଶଗଡ଼କୁ ବିଜେପିର ମାଳମାଳ ପ୍ରତିଶ୍ରୁତି । କ୍ଷମତାକୁ ଆସିଲେ ବିବାହିତା ମହିଳାଙ୍କୁ ବାର୍ଷିକ ମିଳିବ ୧୨ହଜାର ଟଙ୍କା…

କନକ ବ୍ୟୁରୋ : ଛତିଶଗଡ଼କୁ ବିଜେପିର ପ୍ରତିଶ୍ରୁତି । ବିଧାନସଭା ନିର୍ବାଚନ ପାଇଁ ଶୁକ୍ରବାର ନିର୍ବାଚନୀ ଇସ୍ତାହାର ଜାରି କରିଛି ଦଳ । ରାୟପୁରରେ ଗୃହମନ୍ତ୍ରୀ ଅମିତ ଶାହା ନିର୍ବାଚନୀ ଇସ୍ତାହାର ଜାରି କରି ଲୋଭନୀୟ ଘୋଷଣା କରିଛନ୍ତି । ରାଜ୍ୟର ପ୍ରତ୍ୟେକ ବିବାହିତ ମହିଳାଙ୍କୁ ବାର୍ଷିକ…