Daily Archives

November 23, 2023

ସରିବ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ। କିଏ ହେବେ ଟିମ ଇଣ୍ଡିଆର ପରବର୍ତ୍ତୀ ମୁଖ୍ୟ କୋଚ, ବଢ଼ିଲା ଚର୍ଚ୍ଚା

କନକ ବ୍ୟୁରୋ : ୨୦୨୩ ୱାର୍ଲ୍ଡକପ୍ ଶେଷ ହେବା ସହିତ ସରିଛି ଟିମ୍ ଇଣ୍ଡିଆର ମୁଖ୍ୟ ପ୍ରଶିକ୍ଷକ ରାହୁଲ ଦ୍ରାବିଡଙ୍କ କାର୍ଯ୍ୟକାଳ । ଦୁଇ ବର୍ଷର କାର୍ଯ୍ୟକାଳକୁ ଆଉ ଆଗକୁ ବୃଦ୍ଧି ନକରିବାକୁ ରାହୁଲ ବିସିିସିଆଇକୁ ଅବଗତ କରାଇଛନ୍ତି । ଗତ ଦୁଇ ବର୍ଷରେ ରାହୁଲଙ୍କ ପ୍ରଶିକ୍ଷଣରେ ଭାରତୀୟ କ୍ରିକେଟ…

ଅଡୁଆରେ ଅଭିନେତା ପ୍ରକାଶ ରାଜ । ତାମିଲନାଡୁ ପ୍ରଣବ ଜୁଏଲରୀ ସ୍କାମ ମାମଲାରେ ପ୍ରକାଶଙ୍କୁ ଇଡିର ସମନ

କନକ ବ୍ୟୁରୋ : ବଢିଲା ଅଭିନେତା ପ୍ରକାଶ ରାଜଙ୍କ ଅଡୁଆ । ପୁଞ୍ଜି ସ୍କିମ ଠକେଇ ମାମଲାରେ ପ୍ରକାଶ ରାଜଙ୍କୁ ପ୍ରବର୍ତନ ନିର୍ଦ୍ଦେଶାଳୟ ପକ୍ଷରୁ ସମନ ଜାରି କରାଯାଇଛି । ପ୍ରିଭେନସନ ଅଫ୍ ମନି ଲଣ୍ଡ୍ରିଂ ଆକ୍ଟ ଅନୁଯାୟୀ ହାଜର ହେବାକୁ ପ୍ରକାଶଙ୍କୁ ନୋଟିସ ଜାରି କରିଛି ଇଡି । ପ୍ରଣବ ଜୁଏଲର୍ସ…

ଅଡୁଆରେ ପୂର୍ବତନ ଭାରତୀୟ କ୍ରିକେଟର ଶ୍ରୀସନ୍ଥ । ଠକେଇ ଅଭିଯୋଗ ଆଣିଲେ କେରଳର ବ୍ୟବସାୟୀ

କନକ ବ୍ୟୁରୋ : ଟିମ ଇଣ୍ଡିଆର ପୂର୍ବତନ ଖେଳାଳୀ ଶ୍ରୀସନ୍ଥଙ୍କ ନାଁରେ ମାମଲା ରୁଜୁ । ଠକେଇ ମାମଲାରେ ଶ୍ରୀସନ୍ଥ ଓ ତାଙ୍କର ଦୁଇଜଣ ସହଯୋଗୀଙ୍କ ନାଁରେ କେରଳ ପୁଲିସ ନିକଟରେ ମାମଲା ରୁଜୁ କରାଯାଇଛି । ଭେଙ୍କେଟେଶ କିନ ଓ ରାଜୀବ କୁମାର ଏବଂ ଶ୍ରୀସନ୍ଥଙ୍କ ନାଁରେ କେରଳ ଜଣେ ବ୍ୟବସାୟୀ ଠକେଇ…

ଏଣିକି ବିନା ବାୟୋଲୋଜିରେ ପଢ଼ିପାରିବେ ଡାକ୍ତରୀ ପାଠ । ନ୍ୟାସନାଲ ମେଡିକାଲ କମିଶନ ଆଣିଲା ନୂଆ ଗାଇଡଲାଇନ୍

କନକ ବ୍ୟୁରୋ : ଏଣିକି ଯୁକ୍ତ ୨ରେ ବାୟୋଲଜି ପ୍ରମୁଖ ବିଷୟ ରଖିନଥିଲେ ବି ପଢିପାରିବେ ଡାକ୍ତରୀ । ଏଥିପାଇଁ ନ୍ୟାସନାଲ ମେଡିକାଲ କମିଶନ ଲାଗୁ କରିବାକୁ ଯାଉଛି ନୂଆ ଗାଇଡ ଲାଇନ୍ । ଯୁକ୍ତ ଦୁଇରେ ପ୍ରମୁଖ ବିଷୟ ବାୟୋଲଜି ନରଖିଲେ ମଧ୍ୟ ଅତିରିକ୍ତ ବିଷୟ ଭାବେ ବାୟୋଲଜି ବା ବାୟୋ-ଟେକନଲୋଜି ରଖି…

ଆଶ୍ଚର୍ଯ୍ୟ କଲା ହମାସ ଅଣ୍ଡରଗ୍ରାଉଣ୍ଡ ସୁଡ଼ଙ୍ଗ । ଗାଧୁଆ, ବିଶ୍ରାମ, ରୋଷେଇଘର ସହ ଏୟାରକଣ୍ଡିସନରେ ରହୁଥିଲେ ଆତଙ୍କୀ

କନକ ବ୍ୟୁରୋ : ଗାଜାର ସବୁଠୁ ବଡ଼ ହସ୍ପିଟାଲ ହେଉଛି ଅଲସିଫା ହସ୍ପିଟାଲ । ଏହାରି ତଳେ ରହିଛି ହମାସର ବିରାଟ ସୁଡ଼ଙ୍ଗ । ଯେବେଠୁ ଇସ୍ରାଏଲ ସେନା ଗ୍ରାଉଣ୍ଡ ଜିରୋ ଅପରେସନ ଆରମ୍ଭ କରିଛି ସେବେଠୁ ଗୋଟିଏ ପରେ ଗୋଟିଏ ସୁଡଙ୍ଗ ଠାବ କରୁଛି । ଏବେ ଇସ୍ରାଏଲ ସେନା କିଛି ଭିଡିଓ ଜାରି କରିଛି ।…

ଡିପଫେକ୍ ମୁକାବିଲା ପାଇଁ ଖୁବ ଶିଘ୍ର ସ୍ୱତନ୍ତ୍ର ଆଇନ ଆଣିବେ କେନ୍ଦ୍ର ସରକାର । ୪ସୁତ୍ରୀ ଯୋଜନାରେ କରାଯିବ ନକଲି…

କନକ ବ୍ୟୁରୋ : ଡିପଫେକ୍ ଭିଡିଓକୁ ନେଇ ସାରା ଦେଶରେ ଚାଲିଛି ବିର୍ତ୍ତକ । ଏହି ସମୟରେ କେନ୍ଦ୍ର ସରକାରଙ୍କ ଆଇଟି ମନ୍ତ୍ରାଳୟ ସୋଶିଆଲ ମିଡିଆ କଂପାନୀ ସହ ବୈଠକ କରିଛନ୍ତି । ଯେଉଁଥିରେ ଗୁଗୁଲ, ୟୁଟ୍ୟୁବ, ଫେସବୁକ ଭଳି କଂପାନୀର ଅଧିକାରୀ ଉପସ୍ଥିତ ଥିଲେ । କେନ୍ଦ୍ରମନ୍ତ୍ରୀ ଅଶ୍ୱିନୀ ବୈଷ୍ଣବ…