Daily Archives

November 7, 2023

ଛତିଶଗଡ଼, ନିଜୋରାମରେ ରେକର୍ଡ ମତଦାନ: ୭୦ ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ

କନକ ବ୍ୟୁରୋ: ଛତିଶଗଡ଼, ନିଜୋରାମରେ ରେକର୍ଡ ମତଦାନ । ୭୦ପ୍ରତିଶତରୁ ଅଧିକ ଲୋକେ ଦେଲେ ଭୋଟ । ଛତିଶଗଡ଼ ବିଧାନସଭା ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଥିବା ବେଳେ ମିଜୋରାମରେ ସମସ୍ତ ୪୦ଟି ଆସନ ପାଇଁ ମତଦାନ ପ୍ରକ୍ରିୟା ସରିଛି । ଛତିଶଗଡ଼ରେ ଛତିଶଗଡ଼ରେ ୭୦.୮୭ ପ୍ରତିଶତ ଭୋଟିଂ…

୭୫ ପ୍ରତିଶତକୁ ବୃଦ୍ଧି ପାଇବ ବିହାରରେ ସଂରକ୍ଷଣ: ଅର୍ଥନୈତିକ ପଛୁଆ ବର୍ଗଙ୍କୁ ଛାଡି ଜାତିଭିତିକ ସଂରକ୍ଷଣ ୬୫…

କନକ ବ୍ୟୁରୋ: ବିହାରରେ ସଂରକ୍ଷଣ ୬୫ ପ୍ରତିଶତକୁ ବୃଦ୍ଧି କରିବାକୁ ପ୍ରସ୍ତାବ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନୀତିଶ କୁମାର । ସରକାରୀ ଚାକିରି ଏବଂ ଶିକ୍ଷାନୁଷ୍ଠାନରେ ଏସସି, ଏସଟି, ଓବିସି ଏବଂ ଅନ୍ୟ ପଛୁଆ ବର୍ଗଙ୍କ ପାଇଁ ସଂରକ୍ଷଣ ୫୦ ପ୍ରତିଶତରୁ ୬୫ ପ୍ରତିଶତ ବୃଦ୍ଧି ପାଇଁ ପ୍ରସ୍ତାବ…

ବିବାଦରେ ‘ଟାଇମ୍ଡ ଆଉଟ୍’: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଘଟଣା, ନ୍ୟାୟ ପାଇଁ ଆଇସିସିକୁ…

କନକ ବ୍ୟୁରୋ: ଅନ୍ତର୍ଜାତୀୟ କ୍ରିକେଟ୍ ଇତିହାସରେ ପ୍ରଥମ ଥର ପାଇଁ ଏକ ଏମିତି ଘଟଣା ଘଟିଛି, ଯାହାକୁ ନେଇ ଏବେ ସବୁଠି ଚର୍ଚ୍ଚା । ବିଶ୍ୱକପ୍ ବ୍ୟାଟେଲରେ ସୋମବାର ଦିଲ୍ଲୀରେ ଖେଳାଯାଇଥିବା ବାଂଲାଦେଶ ଏବଂ ଶ୍ରୀଲଙ୍କା ମ୍ୟାଚରେ ଘଟିଛି ଏକ ରୋଚକ ଘଟଣା । ବ୍ୟାଟିଂ କରିବା ପୂର୍ବରୁ ଆଉଟ ହୋଇ…

ଚର୍ଚ୍ଚାରେ ରଶ୍ମିକା ମନ୍ଦାନାଙ୍କ ଫେକ ଭିଡିଓ: ଏଆଇର ଅପବ୍ୟବହାର ନେଇ ଉଠିଲା ପ୍ରଶ୍ନ

କନକ ବ୍ୟୁରୋ: ଏଆଇ ଟେକ୍ନାଲୋଜିର ଅପବ୍ୟବହାର । ରଶ୍ମିକା ମନ୍ଦାନାଙ୍କ ପରେ କ୍ୟାଟ୍ରିନାଙ୍କ ଡିପଫେକ ଫଟୋ ଭାଇରାଲ । ବିଗ-ବି, ନାଗା ଚୈତନ୍ୟଙ୍କ ସମେତ କଡା କାର୍ଯ୍ୟାନୁଷ୍ଠାନ ନେବାକୁ ସେଲିବ୍ରେଟିମାନେ ଦାବି କରିଛନ୍ତି । ସୋଶିଆଲ ମିଡିଆରେ ଦୁଃଖ ପ୍ରକାଶ କରି ରଶ୍ମିତା କହିଲେ ସମାଜକୁ…

ଅଣ ବିଜେପି ଶାସିତ ରାଜ୍ୟର ରାଜ୍ୟପାଳଙ୍କ ଉପରେ ସୁପ୍ରିମକୋର୍ଟ କ୍ଷୁବ୍ଧ: ତାଗିଦ୍ କରି ମୁଖ୍ୟ ବିଚାରପତି କହିଲେ ତୁମେ…

କନକ ବ୍ୟୁରୋ: ଅଣ ବିଜେପି ଶାସିତ ରାଜ୍ୟରେ ରାଜ୍ୟପାଳ ଏବଂ ସରକାରଙ୍କ ମଧ୍ୟରେ ବିବାଦ ଭିତରେ ବଡ଼ ବୟାନ ଦେଇଛନ୍ତି ସୁପ୍ରିମକୋର୍ଟ । ରାଜ୍ୟପାଳଙ୍କୁ ତାଗିଦ୍ କରି ତୁମେ ନିର୍ବାଚିତ ପ୍ରତିନିଧି ନୁହେଁ ବୋଲି କହିଛନ୍ତି ସର୍ବୋଚ୍ଚ କୋର୍ଟ । ବିଲ ମଞ୍ଜୁରୀରେ ରାଜ୍ୟପାଳ ବିଳମ୍ବ କରୁଥିବା ଅଭିଯୋଗ…

୩୨ ଦିନରେ ଇସ୍ରାଏଲ-ହମାସ ଯୁଦ୍ଧ: ଗାଜା ପଟ୍ଟିରେ ହମାସର ୪ ହଜାର ହମାସ ଆଡ୍ଡା ଉପରେ ଆକ୍ରମଣ

କନକ ବ୍ୟୁରୋ: ୩୨ ଦିନରେ ପହଁଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ଗାଜା ପଟ୍ଟିରେ ହମାସ ବିରୋଧରେ ଇସ୍ରାଏଲର କାର୍ଯ୍ୟାନୁଷ୍ଠାନ ଜାରି ରହିଛି । ଖୋଜି ଖୋଡି ହମାସ ଆତଙ୍କୀ ଆଡ୍ଡାକୁ ଧ୍ୱଂସ କରୁଛି ଇସ୍ରାଏଲ ସେନା । ଉତର ଗାଜାର ବିଭିନ୍ନ ସ୍ଥାନରେ ଏୟାର ଷ୍ଟ୍ରାଇକ ମାଧ୍ୟମରେ ହମାସର ପ୍ରାୟ ୪୦୦ଠିକଣା…