Daily Archives

November 26, 2023

ତେଲେଙ୍ଗାନାରେ ନିର୍ବାଚନ ପ୍ରଚାର ବେଳେ କୁନି ଝିଅ ଉପରେ ପଡିଲା ପ୍ରଧାନମନ୍ତ୍ରୀଙ୍କ ଆଖି: ଭାରତ ମାତା ବେଶରେ ସଜେଇ ହୋଇ…

କନକ ବ୍ୟୁରୋ: ପ୍ରଚାର ସଭାରେ କୁନି ଝିଅକୁ ପ୍ରଶଂସା କଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ତେଲେଙ୍ଗାନା ନିରମଲ୍ରେ ନିର୍ବାଚନ ପ୍ରଚାର କରୁଥିଲେ ପ୍ରଧାନମନ୍ତ୍ରୀ । ଭାଷଣ ଦେଉଥିବା ବେଳେ ତାଙ୍କ ଆଖି କୁନିଝିଅ ଉପରେ ପଡିଥିଲା । ଭାରତ ମାତା ବେଶରେ ସଜେଇ ହୋଇ କୁନିଝିଅଟି ହାତରେ ଧରିଥିଲା…

ରେଭେନ୍ସା ବନାମ ଉତ୍କଳ ବିଶ୍ୱବିଦ୍ୟାଳୟ: ନାକ୍ ମାନ୍ୟତା ପରେ ବିତର୍କ

କନକ ବ୍ୟୁରୋ: ରେଭେନ୍ସା ବିଦ୍ୟାଳୟକୁ ନାକ୍ ପକ୍ଷରୁ ଏ ପ୍ଲସ୍ ପ୍ଲସ୍ ମାନ୍ୟତା ମିଳିବା ପରେ ଏବେ ସମସ୍ତଙ୍କ ନଜର ଉକ୍ରଳ ବିଶ୍ୱବିଦ୍ୟାଳୟ ଉପରେ, କାରଣ ଚଳିତବର୍ଷ ଏ ପ୍ଲସ୍ ମାନ୍ୟତାରୁ କେବଳ ଏ' ମାନ୍ୟତାକୁ ଖସିଆସିଥିଲା ଉକ୍ରଳ ବିଶ୍ୱବିଦ୍ୟାଳୟ । ହେଲେ ଏହାପଛର କାରଣ କ’ଣ? କ’ଣ କହୁଛନ୍ତି…

ସାପ ଚୋଟରେ ସ୍ତ୍ରୀ-ଝିଅଙ୍କୁ ହତ୍ୟା: ହତ୍ୟା ପଛରେ ୮ ଲକ୍ଷ ଟଙ୍କାର ଲୋଭ!

କନକ ବ୍ୟୁରୋ: ଆଠ ଲକ୍ଷ ଟଙ୍କାର ଲୋଭ ସ୍ୱାମୀକୁ ସଜାଇଦେଲା ହତ୍ୟାକାରୀ । କବିସୂର୍ଯ୍ୟନଗର ଅଢ଼େଇବର ଗାଁର ଚାଂଚଲ୍ୟକର ହତ୍ୟାକାଣ୍ଡ ଦିନକୁ ଦିନ ଭିନ୍ନ ମୋଡ ନେଉଛି । ଗୋଟିଏ ପଟେ ପରକୀୟା ପ୍ରୀତି, ଅନ୍ୟପଟେ କ୍ଷତିପୂରଣ ଟଙ୍କାର ଲୋଭ ଅଭିଯୁକ୍ତକୁ ବନାଇ ଦେଇଥିଲା ସଇତାନ । ବଲିଉଡ ହରର ଫିଲ୍ମର…

ଘୁଷୁରି ଚାଷ କରି ସ୍ୱାବଲମ୍ବୀ ହେଲେ ଗୋପ ନାହିଟି ଗାଁର ଉଚ୍ଚ ଶିକ୍ଷିତ ଦମ୍ପତ୍ତି । ଦୁଇବର୍ଷ ତଳେ ଆରମ୍ଭ ହୋଇଥିବା ଏହି…

କନକ ବ୍ୟୁରୋ : ଉଚ୍ଚଶିକ୍ଷିତ ଦମ୍ପତ୍ତିଙ୍କ ଧଳା ଘୁଷୁରି ଚାଷ । ନିଜେ ସ୍ୱାବଲମ୍ବୀ ହେବା ସହ ଅନ୍ୟମାନଙ୍କୁ ଦେଇଛନ୍ତି ରୋଜଗାର । ପୁରୀ ଜିଲ୍ଲା ଗୋପ ବ୍ଲକ ଅନ୍ତର୍ଗତ ନାହିଟି ଗାଁର ଦମ୍ପତି ଲିଟନ ବେହେରା ଓ ଝୁନା ବେହେରା ଘୁଷୁରି ଚାଷ କରି ସ୍ଥାନୀୟ ଅଂଚଳରେ ଚର୍ଚ୍ଚାକୁ ଆସିଛନ୍ତି ।…

କତା, ଉଲ ଓ ଅଦରକାରୀ ସାମଗ୍ରୀରେ ପ୍ରସ୍ତୁତ ହେଉଛି ଘରସଜ୍ଜା ସାମଗ୍ରୀ । ୬ ମାସ ପ୍ରଶିକ୍ଷଣ ପରେ ରୋଜଗାରକ୍ଷମ ହୋଇଛନ୍ତି…

କନକ ବ୍ୟୁରୋ : ନଡ଼ିଆ କତାରେ ତିଆରି ହେଉଛି ଘରସଜା ସାମଗ୍ରୀ । କତା, ଅଦରକାରୀ କାଗଜ ଓ ଉଲ୍ରେ ତିଆରି ହୋଇଛି ଜଗନ୍ନାଥ, ବଳଭଦ୍ର, ସୁଭଦ୍ରାଙ୍କ ପ୍ରତିମୂତି । ଘର, ହାତୀଘୋଡ଼ା, ଫୁଲତୋଡ଼ା, କଳସୀ ଓ କଣ୍ଢେଇ ଭଳି ସୁନ୍ଦର ସୁନ୍ଦର ଗୃହ ଉପକରଣ ତିଆରି କରୁଛନ୍ତି ମହିଳା । ଦେଖିବାକୁ ଯେତିକି…

ଦୁର୍ଘଟଣାରେ ଦୁଇ ଗୋଡ ହରାଇବା ପରେ ଜୀବନ ଯୁଦ୍ଧରେ ହାରି ନାହାଁନ୍ତି ଯାଜପୁରର ଅଶୋକ । ବାୟୋଫ୍ଲେକ୍ସ ପଦ୍ଧତିରେ ମାଛ…

କନକ ବ୍ୟୁରୋ : ଯୁବକ ଜଣକ ହେଉଛନ୍ତି ରସୁଲପୁର ବ୍ଲକ ଗନ୍ଧଣ ପଂଚାୟତ ଏକତଳା ଗାଁର ଅଶୋକ ମହାନ୍ତି । ଯୁକ୍ତତିନି ବାଣିଜ୍ୟ ପଢୁଥିବା ବେଳେ ଅଧାରୁ ପାଠଛାଡି ଭୁବନେଶ୍ୱରର ଏକ କୋରିଅର ସଂସ୍ଥାରେ କାର୍ୟ୍ୟକରୁଥିଲେ । କୋରିଅର ସଂସ୍ଥାରେ ନିଜସହ କର୍ମି ଥିବା ବିଜୟଲକ୍ଷ୍ମୀ ପଣ୍ଡାଙ୍କ ସହ ତାଙ୍କର…