Daily Archives

November 28, 2023

କୋଚିଂ ହବ୍ କୋଟାକୁ ନେଇ ଉଠୁଛି ପ୍ରଶ୍ନ: କ’ଣ ପାଇଁ ବଢ଼ୁଛି ଆତ୍ମହତ୍ୟା ସଂଖ୍ୟା?

କନକ ବ୍ୟୁରୋ: ରାଜସ୍ଥାନ କୋଟା ସହର । କୁହାଯାଏ ଉଚ୍ଚ ଶିକ୍ଷା ଅଭିଳାଶ ରଖୁଥିବା ଛାତ୍ରଛାତ୍ରୀ ସବୁଠୁ ଉନ୍ନତମାନର କୋଚିଂ ପାଇଁ କୋଟାକୁ ଆସିଥାନ୍ତି । ଏବେ କିନ୍ତୁ ଆତ୍ମହତ୍ୟାର କେନ୍ଦ୍ରସ୍ଥଳ ପାଲଟିଛି କୋଟା । ୧୧ମାସରେ ୨୮ଜଣ ଆତ୍ମହତ୍ୟା ଘଟଣା ପୂରା ଦେଶକୁ ସ୍ତବ୍ଧ କରିଛି । ପ୍ରଶ୍ନ ଉଠୁଛି…

ଅଟୋ ଚାଳକଙ୍କୁ ଭେଟିଲେ ରାହୁଲ: ସଫେଇ କର୍ମୀଙ୍କ ହାଲଚାଲ ପଚାରି ବୁଝିଲେ, ଡେଲିବରୀ ବୟଙ୍କ ସମସ୍ୟା ଶୁଣିଲେ

କନକ ବ୍ୟୁରୋ: ତେଲେଙ୍ଗାନାରେ ତ୍ରିକୋଣୀୟ ଲଢେଇ ହେବ । ବିଜେପି, କଂଗ୍ରେସ ଓ ବିଆରଏସ ମଧ୍ୟରେ ଟକ୍କର ହେବ ଜୋରଦାର । ଆଂଚଳିକ ଦଳ ତଥା ଲଗାତର ୨ୟଥ ପାଇଁ ଶାସନଗାଦୀରେ ଥିବା ବିଆରଏସ ପାଇଁ ଏଥରକ ନିର୍ବାଚନ ମଧ୍ୟ ଚ୍ୟାଲେଂଜପୂର୍ଣ୍ଣ ରହିଛି । ସେପଟେ ମୁସଲିମ ଭୋଟକୁ ନେଇ ବିଜେପି-କଂଗ୍ରେସ ଭୋଟରେ…

ଉଦ୍ଧାର ହେଲେ ଶ୍ରମିକ, ଖୁସି ବ୍ୟକ୍ତ କଲେ ପ୍ରଧାନମନ୍ତ୍ରୀ, ରାଷ୍ଟ୍ରପତି: ମୋଦୀ କହିଲେ, ଭାବପ୍ରବଣ କଲା ଭଳି ସମୟ

କନକ ବ୍ୟୁରୋ: ଟନେଲରୁ ଉଦ୍ଧାର ହୋଇଛନ୍ତି ସମସ୍ତ ୪୧ ଶ୍ରମିକ । କଣ ହେବ, କେମିତି ଉଦ୍ଧାର ହେବେ? ଏମିତି ଅନେକ ପ୍ରଶ୍ନ ଭିତରେ ଆଜି ଟନେଲରୁ ଶ୍ରମିକଙ୍କ ଉଦ୍ଧାର କରିଛନ୍ତି ଉଦ୍ଧାରକାରୀ ଦଳ । ଶ୍ରମିକ ଉଦ୍ଧାର ପରେ ଏବେ ସାରା ଦେଶ ଖୁସି ବ୍ୟକ୍ତ କରିଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ,…

ପାହାଡ ପାଟିରୁ ଫେରିଲା ଜୀବନ: ୧୭ ଦିନ ସଂଘର୍ଷ କରି ସୁଡଙ୍ଗରୁ ବାହାରିଲେ ୪୧ ଯୋଦ୍ଧା

କନକ ବ୍ୟୁରୋ: ଦିନେ କି ଦୁଇ ଦିନ ନୁହେଁ ପୂରା ୧୭ ଦିନ । କେମିତି ବିତିଥିଲା ସେହି ରାତି, କେମିତି କଟିଲା ସେସବୁ ଅନ୍ଧାରୀ ଦିନ । ତାହା କେବଳ ସେହି ଶ୍ରମିକ ମାନେ ହିଁ ଜାଣନ୍ତି । ଏହି ୧୭ ଦିନ ଭିତରେ ସମସ୍ତେ ଶ୍ରମିକଙ୍କୁ ଉଦ୍ଧାର ପାଇଁ ନିଜ ସାମର୍ଥ୍ୟ ଲଗାଇ ଦେଇଥିଲେ । କିଏ ଘଟଣାସ୍ଥଳରେ…

ଭଗବାନ ଶୁଣିଲେ ଡାକ: ୧୭ ଦିନପରେ ଉଦ୍ଧାର ହେଲେ ଟନେଲରେ ଫସିଥିବା ଶ୍ରମିକ

କନକ ବ୍ୟୁରୋ: ଭଗବାନ ଶୁଣିଲେ କୋଟି କୋଟି ଲୋକଙ୍କ ଡାକ । ୧୭ ଦିନ ପରେ ବାହାର ଦୁନିଆ ଦେଖିଲେ ଟନେଲରେ ଫସିଥିବା ଶ୍ରମିକ । ପ୍ରଥମ ଦଫାରେ ୫ ଶ୍ରମିକଙ୍କୁ ଉଦ୍ଧାର କରାଯାଇଛି । ଶ୍ରମିକଙ୍କୁ ଉଦ୍ଧାର ପାଇଁ ୧୭ ଦିନ ହେବ କସରତ କରୁଥିଲେ ଉଦ୍ଧାରକାରୀ ଦଳ । ବାରମ୍ବାର ବିଫଳ ହୋଇ ବି ଆଶା…

ଭୁବନେଶ୍ୱରରେ ବଢ଼ି ଚାଲିଛି ଚୋରି, ରାହାଜାନୀ, ଲୁଟ । ରୋକିବାରେ ସକ୍ଷମ ହେଉନି ପୁଲିସ । ଭୟରେ ରାଜଧାନୀବାସୀ 

କନକ ବ୍ୟୁରୋ: ଚୋରି, ରାହାଯାନୀ, ଲୁଟ ଆଉ ଡକାୟତି । ରାତି ତ’ ରାତି ଏଠି ଦିନରେ ବି ଲୋକେ ଅସୁରକ୍ଷିତ । ଘଣ୍ଟାଏ ଛାଡି କି ଗଲେ ଘର ଭିତରେ ପଶି ଅବସ୍ଥା ବାର ବଜେଇ ଦେଉଛନ୍ତି ଲୁଟେରା । ଲୁଟେରାଙ୍କ କାରନାମା ଦେଖିଲେ ଲାଗୁଛି, ସତେ ଯେମିତି ଅପରାଧୀମାନେ ଏବେ ଉପରମୁହାଁ । ମାଳମାଳ ଚୋରୀ…