Daily Archives

November 19, 2023

ମାଣ୍ଡିଆ ଚାଷୀଙ୍କ ଗାଁ ରୁପାବାହାଲ । ପଡ଼ିଆ ଜମିରେ ଫଳାଇଛନ୍ତି ସୁନା ଫସଲ, ଅନ୍ୟ ଚାଷ ଅପେକ୍ଷା ମାଣ୍ଡିଆ ଚାଷରୁ ମିଳୁଛି…

କନକ ବ୍ୟୁରୋ : କ୍ଷେତରେ ଲହଡୀ ଭାଙ୍ଗୁଛି ପେନ୍ଥାପେନ୍ଥା ମାଣ୍ଡିଆ । ଯେତେ ଦୂର ପର୍ଯ୍ୟନ୍ତ ଆଖି ଯାଉଛି କେବଳ ମାଣ୍ଡିଆ ହିଁ ମାଣ୍ଡିଆ ଦିଶୁଛି । ଏହେଉଛି ଠିକ୍ ଅମଳ ପୂର୍ବର ଦୃଶ୍ୟ । ସୁନ୍ଦରଗଡ ଜିଲ୍ଲା ଟାଙ୍ଗରପାଲି ବ୍ଲକ ରୁପାବାହାଲ ଗାଁର ଚାଷୀ ମାନେ ଫଳାଇଛନ୍ତି ଏହି ସୁନାର ଫସଲ ।…

ଦୃଢ଼ ଇଛାଶକ୍ତି ଓ କଠିନ ପରିଶ୍ରମ ଦେଇଛି ସଫଳତା । ଭାଗଚାଷ କରି ଲକ୍ଷାଧିକ ଟଙ୍କା ରୋଜଗାର କରୁଛନ୍ତି ଯାଜପୁର ରଣାଗୁଣ୍ଡି…

କନକ ବ୍ୟୁରୋ : ଜଣେ ସଫଳ ଚାଷୀଙ୍କ କାହାଣୀ । ଯାଜପୁର ଜିଲ୍ଲା ଦାନଗଦି ବ୍ଲକ ରଣାଗୁଣ୍ଡି ଗାଁର ଦୁର୍ଯ୍ୟୋଧନ ମାହନ୍ତ । ଅଢ଼େଇ ଏକର ଜମିରେ କରିଛନ୍ତି ପନିପରିବା ଚାଷ । ଦିନ ଥିଲା ବାପାଙ୍କ ସହ ବିଲକୁ ଯାଇ ଚାଷ କାର୍ଯ୍ୟରେ ସାହାଯ୍ୟ କରୁଥିଲେ ଦୁର୍ଯ୍ୟୋଧନ । ଭାଗଚାଷ ଜମିରେ ଅଳ୍ପ କିଛି…

ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ବେଆଇନ୍ ଗଂଜେଇ ଚାଷରୁ ମୁହଁ ଫେରାଇ ଲେମନ ଗ୍ରାସ୍ ଚାଷ କରୁଛନ୍ତି ସ୍ୱାଭିମାନ…

କନକ ବ୍ୟୁରୋ : ରୋଜଗାର ଦେଉଛି ଲେମନ ଗ୍ରାସ୍ ତେଲ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ସ୍ୱାଭିମାନ ଅଂଚଳରେ ଏବେ ଆଉ ବେଆଇନ ଗଂଜେଇ ଚାଷ ନୁହେଁ ଲେମନ ଗ୍ରାସ୍ ତେଲ ଦଊଛି ଚାଷିଙ୍କୁ ରୋଜଗାର । ଆଇଟିଡିଏ ସଂସ୍ଥା ପକ୍ଷରୁ ଦୁଇ ବର୍ଷ ତଳେ ପାପରମେଟଲା ପଂଚାୟତର ତଣ୍ଠାଗୁଢ଼ା, ଯନ୍ତାପାଇ, ଲାଉଗୁଢା…

ନୃତ୍ୟ ଶିଳ୍ପୀରୁ ସଫଳ ଚାଷୀ । ପିଲାଙ୍କୁ ଓଡ଼ିଶୀ ନୃତ୍ୟ ପ୍ରଶିକ୍ଷଣ ଦେବା ସହ ଛତୁ ଚାଷ କରୁଛନ୍ତି କଟକ ନିଶ୍ଚିନ୍ତକୋଇଲି…

କନକ ବ୍ୟୁରୋ : ପେଶା ଓଡ଼ିଶୀ ନୃତ୍ୟ ଶିଖାଇବା । ଓଡ଼ିଶୀ ନୃତ୍ୟରେ ନିପୁଣା ଯେ ଜଣେ ସଫଳ ଉଦ୍ୟୋଗୀ ଓ ସଫଳ ଚାଷୀ ଭାବେ ପରିଚୟ ସୃଷ୍ଟି କରିପାରିବେ ତାହା ଦେବରୂପାଙ୍କ କ୍ଷେତ୍ରରେ ଦେଖିବାକୁ ମିଳିଛି । କଟକ ନିଶ୍ଚିତକୋଇଲି ବ୍ଲକ ବଡ଼ଖିରି ପଂଚାୟତ ମିଶନ ଶକ୍ତି ବିଭାଗ ଦ୍ୱାରା ଏମବିକେ ଭାବେ…

ଛତ୍ରପୁର, ଗୋପାଳପୁର ଓ ଚିକିଟି ଅଂଚଳର ୨ଶହରୁ ଅଧିକ ଚାଷୀ କରୁଛନ୍ତି କିଆଫୁଲ ଚାଷ । ବର୍ଷକୁ ତିନିଥର ହୁଏ ଅମଳ

କନକ ବ୍ୟୁରୋ : ପ୍ରସାଧନ ସାମଗ୍ରୀ ସାବୁନ, ହେୟାର ଅଏଲ କିମ୍ବା ଅଗରବତୀ ପ୍ରସ୍ତୁତିରେ ବ୍ୟବହାର ହୋଇଥାଏ କିଆ ଫୁଲର ଅତର । ଗଂଜାମର କିଆଫୁଲରୁ ତିଆରି ଅତର ସାରା ବିଶ୍ୱରେ ଆଦୃତ ହୋଇପାରିଥିବା ବେଳେ ବର୍ଷ ବର୍ଷ ଧରି ଏହା ଲୋକଙ୍କ ରୋଜଗାର ମାଧ୍ୟମ ପାଲଟିଛି । ତେବେ କିଆ ଫୁଲ ଭିତରେ ଗଞ୍ଜାମ…

୮ ଦିନ ହେଲା ଟନେଲରେ ଫସିଛି ୪୦ ଶ୍ରମିକଙ୍କ ଜୀବନ । ସୁଡଙ୍ଗ ଉପରୁ ଖନନ ପାଇଁ ଯୋଜନା, ୫ଟି ସ୍ଥାନରୁ ଚାଲିବ ଉଦ୍ଧାର…

କନକ ବ୍ୟୁରୋ : ଉତରାଖଣ୍ଡ ଉତରକାଶୀରେ ଫସି ରହିଥିବା ଶ୍ରମିକଙ୍କୁ ଏ ଯାଏଁ ଉଦ୍ଧାର କରାଯାଇପାରିନାହିଁ । ଉଦ୍ଧାର ପାଇଁ ଅପରେସନ ଜିନ୍ଦଗୀ ଆରମ୍ଭ କରିବାକୁ ଯୋଜନା କରୁଛନ୍ତି ସ୍ଥାନୀୟ ସରକାର । ଏଥିପାଇଁ ଅଷ୍ଟ୍ରେଲିଆର ଜଣେ ମାଇକ୍ରୋ ଟନେଲ ବିଶେଷଜ୍ଞ ଉତରକାଶୀ ପହଂଚିସାରିଛନ୍ତି । ଯୋଜନା…