Daily Archives

November 11, 2023

ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମେଟାକୁ ଚିଠି ଲେଖି ଜବାବ ମାଗିଲା ଦିଲ୍ଳୀ…

କନକ ବ୍ୟୁରୋ: ରଶ୍ମିକା ମନ୍ଦାନା ଡିପଫେକ ଭିଡିଓ ମାମଲାରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ଗ୍ରହଣ । ମେଟାକୁ ଚିଠି ଲେଖି ଜବାବ ମାଗିଛି ଦିଲ୍ଲୀ ପୁଲିସର ସ୍ପେଶାଲ ଟିମ । ସେପଟେ ଦିଲ୍ଲୀ ମହିଳା କମିଶନ ମାମଲାରେ ହସ୍ତକ୍ଷେପ କରି ଦୋଷୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛି ।…

ମଧ୍ୟପ୍ରଦେଶ ପାଇଁ ବିଜେପିର ନିର୍ବାଚନୀ ଇସ୍ତାହାର । ବିପିଏଲ କାର୍ଡଧାରୀଙ୍କୁ ୫ବର୍ଷ ପର୍ଯ୍ୟନ୍ତ ମିଳିବ ମାଗଣା ରାସନ ।…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ନିର୍ବାଚନ ପାଇଁ ବିଜେପି ପକ୍ଷରୁ ଇସ୍ତାହାର ପତ୍ର ଜାରି । ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା କୁଶଭାଓ ଠାକରେ ଅଡିଟୋରିୟମରେ ‘ମୋଦିଙ୍କ ଗ୍ୟାରେଣ୍ଟି ବିଜେପିର ଭରସା’ ଶୀର୍ଷକ ଇସ୍ତାହାର ପତ୍ରର ଉନ୍ମୋଚନ କରିଛନ୍ତି । ଇସ୍ତାହାରରେ ମାଗଣା ରାସନ ସହିତ…

ଆଇଆଇଟି ବମ୍ବେରେ ଉତ୍ତେଜନା । ଆତଙ୍କୀ ସଂଗଠନ ହମାସ ସପକ୍ଷରେ ଭାଷଣ ଦେଲେ ଅଧ୍ୟାପକ ଓ ଗେଷ୍ଟ ସ୍ପିକର ।

କନକ ବ୍ୟୁରୋ: ହମାସ ସଂଗଠନର ଗୁଣଗାନ କରି ବିବାଦରେ ଅଧ୍ୟାପକ ଓ ଅତିଥି ବକ୍ତା । ସେମିନାରକୁ ଆସି ଆତଙ୍କବାଦୀଙ୍କ ଗୁଣଗାନ କରିବା ଘଟଣାରେ ପୋଲିସର ଦ୍ୱାରସ୍ଥ ହେଲେ ଛାତ୍ର ସଂଗଠନ । ଦେଶର ଅଗ୍ରଣୀ ଶିକ୍ଷାନୁଷ୍ଠାନ ବମ୍ବେ ଆଇଆଇଟିରେ ଏଭଳି ବିବାଦୀୟ ଘଟଣା ଦେଖିବାକୁ ମିଳିଛି । ହ୍ୟୁମାନିଟିଜ୍…

୩୫ ଦିନରେ ପହଞ୍ଚିଲା ଇସ୍ରାଏଲ-ହମାସ ଯୁଦ୍ଧ । ଗାଜାର ସର୍ବବୃହତ ହସ୍ପିଟାଲ ଅଲଶିଫାରେ ଆଇଡିଏଫର ଏୟାରଷ୍ଟ୍ରାଇକ । ପ୍ରତି…

କନକ ବ୍ୟୁରୋ: ୩୫ ଦିନରେ ପହଞ୍ଚିଛି ଇସ୍ରାଏଲ-ହମାସ ଯୁଦ୍ଧ । ୧୨ ହଜାର ଟପିଛି ମୃତ୍ୟୁ ସଂଖ୍ୟା । ସବୁଠୁ ଦୁଃଖର ବିଷୟ ମୃତକଙ୍କ ମଧ୍ୟରେ ପ୍ରାୟ ୪ହଜାର ଶିଶୁ ଓ ୩ହଜାର ମହିଳା ରହିଛନ୍ତି । ସେପଟେ ଯୁଦ୍ଧ ବିରତି ପାଇଁ ଇସ୍ରାଏଲ ଉପରେ ଚାପ ପକାଇବା ଆରମ୍ଭ କଲେଣି ପାଶ୍ଚାତ୍ୟ ଦେଶ ।…

ଅଯୋଧ୍ୟାର ୫୧ ଘାଟରେ ଜଳିଲା ୨୪ଲକ୍ଷ ଦୀପ । ପ୍ରଜ୍ଞାପନ ମେଢ଼ରେ ଶ୍ରୀରାମଙ୍କ ଜୀବନୀ ପ୍ରଦର୍ଶିତ । ଉତ୍ସବ ମୁଖର ରାମନଗରୀ

କନକ ବ୍ୟୁରୋ: ପ୍ରତିବର୍ଷ ଯେଉଁଦିନକୁ ଅପେକ୍ଷା ଥାଏ ସେହି ଶୁଭ ମୁହୁର୍ତ ଆଜି ଆସିଛି । ମର୍ଯ୍ୟାଦାପୁରୁଷ ଶ୍ରୀରାମଙ୍କ ଜନ୍ମଭୂମି ଅଯୋଧ୍ୟାରେ ଆୟୋଜିତ ହୋଇଛି ଭବ୍ୟ ଦୀପୋତ୍ସୋବ କାର୍ଯ୍ୟକ୍ରମ । ବର୍ଷ ବର୍ଷ ଧରି ମନରୁ ନଲିଭିବା ପରି ପ୍ରସ୍ତୁତି ଦେଖିବାକୁ ମିଳିଛି । ୫୧ ଘାଟରେ ଜଳିଛି ୨୪…

ଅନଲାଇନ୍ ଗେମ୍ ନେଲା କି ଛାତ୍ରଙ୍କ ଜୀବନ? ଯୁକ୍ତ ଦୁଇ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ । ଆତ୍ମହତ୍ୟା କରିଥିବା ନେଇ…

କନକ ବ୍ୟୁରୋ: ଅନଲାଇନ୍ ଗେମ୍ ନେଲା କି ଛାତ୍ରଙ୍କ ଜୀବନ ? ସୋର ଥାନା ବାହାନଗା କୁଚିଆକୋଇଲି ଅରଡା ଗାଁର ଜଣେ ଛାତ୍ରଙ୍କ ସନ୍ଦେହଜନକ ମୃତ୍ୟୁ ହୋଇଛି । ଏହାପରେ ପରିବାର ଲେକେ ମୃତ୍ୟୁ ପଛରେ ଅନଲାଇନ ଗେମକୁ ଦାୟୀ କରିଛନ୍ତି । ତେବେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ଛାନଭିନ୍ କରିଛି । ଅନଲାଇନ୍…