Daily Archives

November 15, 2023

ସାମିଙ୍କ ଦୁର୍ଦ୍ଦଶ ବୋଲିଂ: ୭୦ ରନରେ ହାରିଲା ନ୍ୟୁଜିଲାଣ୍ଡ, ଫାଇନାଲ ଗଲା ଭାରତ

କନକ ବ୍ୟୁରୋ: ୨୦୨୩ ବିଶ୍ୱକପ ଫାଇନାଲରେ ଟିମ ଇଣ୍ଡିଆ । ନ୍ୟୁଜିଲାଣ୍ଡକୁ ସେମିଫାଇନାଲରେ ଆଜି ୭୦ ରନରେ ହରାଇ ଭାରତ ଫାଇନାଲ ଟିକେଟ ହାସଲ କରିଛି । ମହମ୍ମଦ ସାମିଙ୍କ ଦୁର୍ଦ୍ଦଶ ବୋଲିଂ ଆଗରେ ଧରାଶାୟୀ ହୋଇଯାଇଛି ନ୍ୟୁଜିଲାଣ୍ଡ ଦଳ । ସାମି ୭ ୱିକେଟର ସଫଳତା ହାସଲ କରିଛନ୍ତି । ତେବେ ଭାରତ ଏବେ…

ମଧ୍ୟପ୍ରଦେଶ, ଛତିଶଗଡ ପ୍ରଚାର ମଇଦାନକୁ ଓହ୍ଲାଇ ଭୋଟଭିକ୍ଷା କଲେ ବିଜେପି, କଂଗ୍ରେସର ହେଭିୱେଟ ନେତା: ୧୭ରେ ପଡିବ…

କନକ ବ୍ୟୁରୋ: ମଧ୍ୟପ୍ରଦେଶ ପ୍ରଥମ ପର୍ଯ୍ୟାୟ ଓ ଛତିଶଗଡରେ ହେବାକୁ ଥିବା ଦ୍ୱିତୀୟ ପର୍ଯ୍ୟାୟ ମତଦାନ ପାଇଁ ଆଜି ସରିଛି ପ୍ରଚାର । ଶେଷ ଦିନରେ ଜୋରଦାର ହେଇଛି ନିର୍ବାଚନୀ ପ୍ରଚାର । ଭୋଟରଙ୍କୁ ଆକୃଷ୍ଟ କରିବାକୁ ପ୍ରଚାର ମୈଦାନକୁ ଓହ୍ଲାଇଛନ୍ତି ହେବିୱେଟ୍ ଚେହେରା । ଶେଷଦିନରେ ଉଭୟ ଦଳ ନିଜ…

‘ସାହାରାଶ୍ରୀ’ ସୁବ୍ରତ ରୟ: ସାଇକେଲ ଚାଳକରୁ ବିମାନ କମ୍ପାନୀର ମାଲିକ

କନକ ବ୍ୟୁରୋ: ବିଶିଷ୍ଟ ବ୍ୟବସାୟୀ ସୁବ୍ରତ ରୟଙ୍କ ୭୫ ବର୍ଷ ବୟସରେ ପରଲୋକ । ମଙ୍ଗଳବାର ରାତିରେ ମୁମ୍ବାଇରେ ତାଙ୍କର ଦେହାନ୍ତ ହୋଇଛି । ସାହାରା ଗ୍ରୁପ୍ର ମୁଖିଆ ସୁବ୍ରତ ରୟ ଗତ କିଛି ଦିନରୁ ରୋଗାଗ୍ରସ୍ତ ଥିଲେ । ମୁମ୍ବାଇର ଘରୋଇ ଡାକ୍ତରଖାନାରେ ତାଙ୍କର ଚିକିତ୍ସା ଚାଲିଥିଲା । ତାଙ୍କ…

ହସ୍ପିଟାଲରେ ପଶିଲା ଇସ୍ରାଏଲ ସେନା: ଖୋଜିଖୋଜି ହମାସକୁ କରୁଛି ହତ୍ୟା

କନକ ବ୍ୟୁରୋ: ଯୁଦ୍ଧ ପହଁଚିଛି ୩୯ଦିନରେ । ଦୁର୍ବଳ ହେଉଛି ହମାସ, ଆଗେଇ ଚାଲିଛି ଇସ୍ରାଏଲ ସେନା । ଗାଜାର ସର୍ବ ବୃହତ ହସ୍ପିଟାଲ ଅଲଶିଫାରେ ପଶିଛି ଆଇଡିଏଫ । ପଣବନ୍ଦୀଙ୍କୁ ମୁକୁଳାଇ ହମାସକୁ ନିପାତ କରିବାକୁ ଲକ୍ଷ୍ୟ ରଖିଛି । ଏବେ ସୁଦ୍ଧା ଯୁଦ୍ଧରେ ୧୨ହଜାର ନାଗରିକଙ୍କ ପ୍ରାଣହାନି ହୋଇଛି ।…

ସମୟ ଗଡୁଛି, ଆଶଙ୍କା ବଢ଼ୁଛି: ୪ଦିନ ହେବ ଟନେଲରେ ଫସିଛନ୍ତି ୪୦ ଶ୍ରମିକ

କନକ ବ୍ୟୁରୋ: ସମୟ ଗଡୁଛି, ଆଶଙ୍କା ବଢ଼ୁଛି । ୪ଦିନ ହେବ ଟନେଲରେ ଫଶିରହିଥିବା ଶ୍ରମିକଙ୍କୁ କିଭଳି ସୁରକ୍ଷିତ ଉଦ୍ଧାର କରାଯିବ ସେନେଇ ସବୁ ଚେଷ୍ଟା ଚାଲିଛି । ଟନେଲରୁ ଶ୍ରମିକଙ୍କୁ ଉଦ୍ଧାର ପାଇଁ ଭାରତୀୟ ବାୟୁସେନାର ସ୍ୱତନ୍ତ୍ର ବିମାନରେ ଉତରାଖଣ୍ଡରେ ପହଁଚିଛି ଅତ୍ୟାଧୁନିକ ମେସିନ । କିଛି…

ପାକିସ୍ତାନ ଟିମକୁ ବଡ ଝଟକା । ବିଶ୍ୱକପ୍ ଲିଗ୍ ପର୍ଯ୍ୟାୟରୁ ବିଦାୟ ପରେ ଅଧିନାୟକ ପଦ ଛାଡିଲେ ବାବର ଆଜମ୍ ।

କନକ ବ୍ୟୁରୋ: ଦିନିକିଆ ବିଶ୍ୱକପରେ ନୈରାଶଜନକ ପ୍ରଦର୍ଶନ ପରେ ପାକିସ୍ତାନ ଟିମର ଅଧିନାୟକ ପଦ ଛାଡିଲେ ବାବର ଆଜମ୍ । ବୁଧବାର ସେ ଅଧିନାୟକ ପଦରୁ ଇସ୍ତଫା ଦେଇଛନ୍ତି । ପାକିସ୍ତାନ ଟିମ୍ ଏଥର ବିଶ୍ୱକପର ଲିଗ୍ ପର୍ଯ୍ୟାୟରୁ ବାଦ୍ ପଡିବା ପରେ ବାବରଙ୍କ କ୍ୟାପଟେନ୍ ପଦକୁ ନେଇ ପ୍ରଶ୍ନ ଉଠିଥିଲା ।…