Daily Archives

November 4, 2023

କୋରାପୁଟ ପରବ ମଂଚରେ ଏକାଠି ହେଲେ ସାଂସଦ ସପ୍ତଗିରି ଉଲାକା ଓ ବିଧାୟକ ତାରା ବାହୀନିପତି, କୋଳାକୋଳି ହେବା ସହ ମଂଚରେ…

କନକ ବ୍ୟୁରୋ : ଗୋଟିଏ ମଂଚରେ ଏକାଠି ହେଲେ ମାମୁଁ-ଭଣଜା । କୋଳାକୋଳି ହେଲେ, ପରସ୍ପରର ହାତ ମିଳାଇଲେ । ଆଉ ଖୁବ୍ ନାଚିଲେ । ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବୋରିଗୁମ୍ମାରେ ଆୟୋଜିତ ପରବ ଉତ୍ସବରେ । ଉତ୍ସବରେ ସାମିଲ ହୋଇଥିଲେ ଜୟପୁର ବିଧାୟକ ତାରା ବାହିନୀପତି ଓ କୋରାପୁଟ ସଂସଦ ସପ୍ତଗିରି…

ଆସୁଛି କମଲ ହାସନଙ୍କ ହାଇବଜେଟ ତଥା ନୂଆ ସିନେମା ହିନ୍ଦୁସ୍ତାନୀ ଟୁ । ନୂଆ ଟିଜରରେ କମଲ, ରକୁଲ, ସିଦ୍ଧାର୍ଥଙ୍କ ଦମଦାର…

କନକ ବ୍ୟୁରୋ : ସାଉଥସୁପର ଷ୍ଟାର କମଲ ହାସନଙ୍କ ଆଗାମୀ ଚଳଚିତ୍ର ହିନ୍ଦୁସ୍ତାନୀ ଟୁର ନୂଆ ଟିଜର ରିଲିଜ ହୋଇଛି । ପ୍ରଯୋଜନା ସଂସ୍ଥା ଟିଜରରେ କମଲ ହାସନଙ୍କ ଇଟ୍ରୋଂକୁ ସ୍ଥାନ ଦେଇଛନ୍ତି   । କିଛି ଦିନ ପୂର୍ବରୁ ଅନ୍ୟାନ୍ୟ ଭାଷାର ଟ୍ରେଲର ରିଲିଜ ହୋଇଥିବାବେଳେ ଏବେ ଆସଛି ନୂଆ ହିନ୍ଦୀ ଟିଜର ।…

ବିଶ୍ୱକପ ଅବଶିଷ୍ଟ ମ୍ୟାଚରୁ ବାଦ ପଡିଲେ ହାର୍ଦ୍ଦିକ ପାଣ୍ଡ୍ୟା । ଦୁଃଖଭରା ପୋଷ୍ଟ କରି ସୋସିଆଲ ମିଡିଆରେ କଲେ…

କନକ ବ୍ୟୁରୋ : ଟିମ୍ ଇଣ୍ଡିଆକୁ ବଡ଼ ଝଟକା, ଆହତ କାରଣରୁ ବିଶ୍ୱକପରୁ ବାଦ ପଡିଲେ ଅଲରାଉଣ୍ଡର ହାର୍ଦ୍ଦିକ ପାଣ୍ଡ୍ୟା । ସୋସିଆଲ ମିଡିଆରେ ଭାବପୂର୍ଣ୍ଣ ପୋଷ୍ଟ କରି ପାଣ୍ଡ୍ୟା ଜଣାଇଲେ ମନର ବେଦନା । ବାଂଲାଦେଶ ବିପକ୍ଷ ମ୍ୟାଚରେ ଆହତ ହୋଇ ଚିକିତ୍ସିତ ହେଉଥିବା ବେଳେ ପୂରା ବିଶ୍ୱକପରୁ ବାଦ…

ଭୂକମ୍ପ ଝଟକାରେ ଥରିଲା ନେପାଳ । ୧୩୦ରୁ ଅଧିକ ମୃତ, ଶତାଧିକ ଆହତ

କନକ ବ୍ୟୁରୋ : ଯୁଆଡେ ନଜର ପଡୁଛି ସେଠି କେବଳ ଧ୍ୱଂସର ଚିତ୍ର । କେଉଁଠି ଅଟାଳିକା ଭାଙ୍ଗିପଡିଛି ତ ପୁଣି କେଉଁଠି ଛାରଖାର ହୋଇପଡିଛି ଜନଜୀବନ । କିଏ ଭଙ୍ଗା ଚଟାଣ ତଳୁ ନିଜ ନିଖୋଜ ସର୍ମ୍ପକୀୟଙ୍କୁ ଖୋଜୁଛି ତ ପୁଣି କିଏ ସବୁ କିଛି ହରାଇ ହତାଶ ହୋଇପଡିଛି । ଶନିବାର ସକାଳୁ ଉତର ନେପାଳରେ…

ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଏକନାଥ ସିନ୍ଦେଙ୍କ ସହ ଏଲଭିସ ଯାଦବଙ୍କ ଫଟୋ ଭାଇରାଲ । ବିରୋଧୀଙ୍କ ଅଭିଯୋଗ ଅପରାଧୀଙ୍କ ହାତ…

କନକ ବ୍ୟୁରୋ : ରେଭ୍ ପାର୍ଟିରେ ସାପ ବିଷ ବ୍ୟବହାର ନେଇ ଅଭିଯୋଗ ପରେ ଅଡ଼ୁଆରେ ପଡ଼ିଛନ୍ତି ୟୁଟୁବ୍ୟର ଏଲଭିସ୍ ଯାଦବ । ତାଙ୍କ ନାଁରେ ମାମଲା ମଧ୍ୟ ରୁଜୁ ହୋଇଛି । ଏହା ଭିତରେ ମହାରାଷ୍ଟ୍ର ମୁଖ୍ୟମନ୍ତ୍ରୀ ଓ ଏଲଭିସଙ୍କ ଏକ ଫଟୋ ବେଶ ଭାଇରାଲ ହେଉଛି । ଯାହାକୁ ନେଇ ପ୍ରଶ୍ନ ଉଠାଇଛି ଶିବସେନା…

ଉଗ୍ର ହେଉଛି ଇସ୍ରାଏଲ-ହମାସ ଯୁଦ୍ଧ । ଆମ୍ବୁଲାନ୍ସ ଉପରେ ଏୟାର ଷ୍ଟ୍ରାଇକ୍

କନକ ବ୍ୟୁରୋ : ୨୯ ଦିନରେ ପହଁଚିଲାଣି ଇସ୍ରାଏଲ – ହମାସ ଯୁଦ୍ଧ । ଦିନ ଯେତିକି ବଢି ବଢି ଚାଲିଛି, ଗାଜାରେ ସ୍ଥିତି ସେତିକି ଭୟଙ୍କର ହେବାରେ ଲାଗିଛି । ହମାସକୁ ନିପାତ କରିବା ପାଇଁ ଇସ୍ରାଏଲ ଜିଦ୍ ଧରିଥିବାବେଳେ ଏହି ଲଢେଇରେ ବଳି ପଡୁଛନ୍ତି ନୀରିହ ପାଲେଷ୍ଟାଇନ୍ ନାଗରିକ । ଏହାରି ଭିତରେ…