Daily Archives

November 14, 2023

ଟନେଲ୍ ଭିତରେ କେମିତି ଅଛନ୍ତି ଫସିଥିବା ଶ୍ରମିକ ? ଖାଦ୍ୟ, ପାନୀୟ, ଔଷଧ ସହ ପାଇପ ଦ୍ୱାରା ଦିଆଯାଉଛି ଅକ୍ସିଜେନ ।

କନକ ବ୍ୟୁରୋ: ଟନେଲ ଭିତରେ ଫସିଥିବା ଶ୍ରମିକଙ୍କୁ ଖାଦ୍ୟ, ପାନୀୟ, ଔଷଧ ଓ ଅକ୍ସିଜେନ, ପାଇପ ସାହାଯ୍ୟରେ ପଠାଯାଉଛି । ଶ୍ରମିକଙ୍କ ପାଇଁ ସ୍ୱତନ୍ତ୍ର ଭାବେ ଭିଟାମିନ ଯୁକ୍ତ ଖାଦ୍ୟ ଓ ଡ୍ରାଏଫୁଡ ମଧ୍ୟ ପଠାଯାଉଛି । ଯାହା ସେମାନଙ୍କୁ ଦୀର୍ଘ ଘଂଟା ପାଇଁ ସତେଜ ଓ ସୁସ୍ଥ ରଖିବ । ସ୍ଥାନୀୟ…

ଉତ୍ତରକାଶୀର ଟନେଲରେ ଫସିଥିବା ଶ୍ରମିକଙ୍କୁ ସୁରକ୍ଷିତ ଉଦ୍ଧାର ପାଇଁ ଚାଲିଛି ପ୍ରାଣମୂର୍ଚ୍ଛା ପ୍ରୟାସ । ଆହୁରି ଲାଗିବ…

କନକ ବ୍ୟୁରୋ: ଉତ୍ତରାଖଣ୍ଡ, ଉତ୍ତରକାଶୀରେ ଟନେଲ ମାଟି ଅତଡ଼ା ଖସିବା ଘଟଣାର ଆରମ୍ଭ ହେଲା ଅନୁସନ୍ଧାନ । ଭୁଶୁଡ଼ିବା କାରଣ ଅନୁସନ୍ଧାନ କରିବା ପାଇଁ ଉତ୍ତରାଖଣ୍ଡ ସରକାର ଗଠନ କଲେ ୬ ଜଣିଆ ବିଶେଷଜ୍ଞ କମିଟି । ଅନୁସନ୍ଧାନକାରୀ ଦଳ ଘଟଣାସ୍ଥଳ ଯାଞ୍ଚ କରିବ ଏବଂ ରାଜ୍ୟ ସରକାରଙ୍କୁ ରିପୋର୍ଟ ଦାଖଲ…

ବୁଧବାର ବିଶ୍ୱକପର ପ୍ରଥମ ସେମି-ଫାଇନାଲ । ଦେଶରେ ବଢୁଛି କ୍ରିକେଟ୍ ଫିଭର । ସେମିଫାଇନାଲ ପୂର୍ବରୁ ‘ମାଇଣ୍ଡଗେମ୍’ ।

କନକ ବ୍ୟୁରୋ: ବିଶ୍ୱକପର ପ୍ରଥମ ସେମିଫାଇନାଲ ପାଇଁ କାଉଣ୍ଟଡାଉନ ଆରମ୍ଭ ହୋଇସାରିଛି । ଆଉ ଏହା ପୂର୍ବରୁ ଭାରତୀୟ ଟିମକୁ ନେଇ ଆରମ୍ଭ ହୋଇ ଯାଇଛି ମାଇଣ୍ଡ ଗେମ୍ । ଏଥର ବିଶ୍ୱକପରେ ନିଜର ସମସ୍ତ ପ୍ରତିଦ୍ୱନ୍ଦୀଙ୍କୁ ମାତ୍ ଦେଇଥିବା ଭାରତୀୟ ଟିମକୁ ନେଇ ଆରମ୍ଭ ହୋଇଗଲାଣି ମାଇଣ୍ଡ୍ ଗେମ୍ ।…

ଯୁଦ୍ଧରେ ଇସ୍ରାଏଲକୁ ମିଳିଲା ବଡ ସଫଳତା । ମାଟିରେ ମିିଶିଛି ଉତ୍ତରଗାଜାର ସମସ୍ତ ହମାସ ଶିବିର ।

କନକ ବ୍ୟୁରୋ: ଯୁଦ୍ଧ ଭିତରେ ଇସ୍ରାଏଲ ସେନାକୁ ମିଳିଛି ବଡ ସଫଳତା । ସୂଚନା ଅନୁସାରେ ଗାଜାରେ ଥିବା ହମାସର ସଂସଦ ପରେ କବଜା କରିଛି ଆଇଡିଏଫ । ଇସ୍ରାଏଲ ସେନା ପକ୍ଷରୁ ଏକ ଫଟୋ ପୋଷ୍ଟ କରାଯାଇଛି । ଯେଉଁଥିରେ ହମାସ ସଂସଦ ଉପରେ ଇସ୍ରାଏଲ ପତାକା ଉଡୁଥିବା ଦେଖିବାକୁ ମିଳିଛି । ହମାସ ସଂସଦର…

ଦୁର୍ଘଟଣାରେ ଚାଲିଗଲେ ସ୍ୱାମୀ: ସ୍ୱାମୀଙ୍କ ମୃତ୍ୟୁକୁ ସହି ପାରିଲେନି ସ୍ତ୍ରୀ, ସ୍ୱାମୀର ମୃତ୍ୟୁ ପରେ ସ୍ତ୍ରୀର…

କନକ ବ୍ୟୁରୋ: ଦୀପାବଳିରେ ଦୁର୍ଘଟଣାରେ ଚାଲିଗଲା ସ୍ୱାମୀଙ୍କ ଜୀବନ । ଅକାଳରେ ସ୍ୱାମୀଙ୍କ ମୃତ୍ୟୁ, ସହି ନପାରି ସ୍ତ୍ରୀ କଲେ ଆତ୍ମହତ୍ୟା । ଏଭଳି ଏକ ହୃଦୟ ବିଦାରକ ଘଟଣା ଆସିଛି ଖୋର୍ଦ୍ଧା ଜିଲ୍ଲା ବୋଲଗଡ ଥାନା ବେଣାଗାଡିଆ ଗାଁରୁ । ଆଉ ବାପା-ମାଆ ଚାଲିଯିବା ପରେ ଅନାଥ ହୋଇ ଯାଇଛନ୍ତି ଦୁଇ…

ଇଣ୍ଡିଆ ମେଣ୍ଟ: ମିଶୁନି କି ମନ ? ୨୦୨୪ ନିର୍ବାଚନ ପୂର୍ବରୁ ମେଣ୍ଟରେ ଫାଟ ! କଂଗ୍ରେସକୁ ଟାର୍ଗେଟ କଲେ ସପା ମୁଖ୍ୟ ।

କନକ ବ୍ୟୁରୋ: କଂଗ୍ରେସକୁ ଅଖିଳେଶଙ୍କ ଜୋରଦାର ଟାର୍ଗେଟ । ଜାତିଗଣନା ପ୍ରସଙ୍ଗ ବାହାନାରେ ବର୍ଷିଲେ ଅଖିଳେଶ ଯାଦବ । ସାଧାରଣ ନିର୍ବାଚନ ପୂର୍ବରୁ ଇଣ୍ଡିଆ ମେଣ୍ଟରେ ମତାନ୍ତର, ମନାନ୍ତର ଦିନକୁ ଦିନ ବଢି ଚାଲିଛି । କଂଗ୍ରେସ ସାଂସଦ ରାହୁଲ ଗାନ୍ଧୀ ଜାତିଗତ ଜନଗଣନାକୁ ପ୍ରାଧାନ୍ୟ ଦେଉଥିବାବେଳେ…