Daily Archives

November 17, 2023

ଦିନକ ପରେ ଦୁଲୁକିବ ଅହମ୍ମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମ । ରବିବାର ଭାରତ-ଅଷ୍ଟ୍ରେଲିଆ ବିଗ ଫାଇଟ

କନକ ବ୍ୟୁରୋ : ବିଶ୍ୱକପ୍ ଟ୍ରଫି ପାଇଁ ରବିବାର ହେବ ମହାମୁକାବିଲା । ଭାରତ ସହ ଲଢିବ ୫ ଥରର ବିଶ୍ୱବିଜେତା ଅଷ୍ଟ୍ରେଲିଆ । ୨୦ ବର୍ଷ ପରେ ବିଶ୍ୱକପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ଦଳ । ୨୦୦୩ରେ ହୋଇଥିବା ଟାଇଟଲ୍ ଲଢ଼େଇରେ ପରାସ୍ତ ହୋଇଥିଲା ଭାରତ । ଏଥର ପ୍ରତିଶୋଧ ନେବାର ସୁଯୋଗ ରହିଛି…

ବିଦ୍ୟୁତ ଚୋରି ଅଭିଯୋଗ ପରେ କର୍ଣ୍ଣାଟକର ପୂର୍ବତନ ମୁଖ୍ୟମନ୍ତ୍ରୀ କୁମାର ସ୍ୱାମୀ ଗଣିଲେ ୬୮ହଜାର ୫୨୬ ଟଙ୍କା ତଣ୍ଡ

କନକ ବ୍ୟୁରୋ : ଦିପାବଳୀ ପାଇଁ ବିଜୁଳି ଚୋରି କରି ତଣ୍ଡ ଗଣିଲେ ଏଚ.ଡି କୁମାର ସ୍ୱାମୀ । କର୍ଣ୍ଣାଟକ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ନାଁରେ ବିଜୁଳି ଚୋରୀ ଅଭିଯୋଗ ଆସିଛି । ଏହା ପରେ ତାଙ୍କୁ ଜରିମାନା ଦେବାକୁ ପଡିଛି । ଏହି ଅପରାଧ ପାଇଁ ସେ ୬୮ ହଜାର ୫ଶହ ୨୬ ଟଙ୍କାର ଜରିମାନା ଭରିଛନ୍ତି ।…

ଡିପଫେକ୍ ଭିଡିଓକୁ ନେଇ ଗଭୀର ଚିନ୍ତା ପ୍ରକଟ କଲେ ପ୍ରଧାନମନ୍ତ୍ରୀ ମୋଦୀ । କହିଲେ, ଟେକ୍ନୋଲୋଜିର ଅପବ୍ୟହାର ଅତ୍ୟନ୍ତ…

କନକ ବ୍ୟୁରୋ : ଡିପଫେକ ଭିଡିଓକୁ ନେଇ ଆଜିକାଲି ବେଶ ଚର୍ଚ୍ଚା ଚାଲିଛି । ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହେଉଛି, ସେପଟେ ସୁରକ୍ଷାକୁ ନେଇ ଚିନ୍ତା ମଧ୍ୟ ବଢ଼ିଛି । ଏହା ଉପରେ ଏବେ ବାର୍ତା ଦେଇଛନ୍ତି ପ୍ରଧାନମନ୍ତ୍ରୀ ମୋଦୀ । ଭାରତୀୟ ସମାଜ ପାଇଁ ଡିଫଫେକ ଏକ ବଡ ବିପଦ ଯାହା ଲୋକମାନଙ୍କ…

୫ଶହ ଟଙ୍କାରେ ମିଳିବ ସିଲିଣ୍ଡର, ମହିଳା ପାଇବେ ମାଗଣା ବସ ସେବା । ଛାତ୍ରଛାତ୍ରୀଙ୍କୁ ମିଳିବ ଶିକ୍ଷା ରାଶି

କନକ ବ୍ୟୁରୋ : ତେଲେଙ୍ଗାନା ବିଧାନସଭା ନିର୍ବାଚନ ପାଇଁ କଂଗ୍ରେସର ନିର୍ବାଚନୀ ଇସ୍ତାହାର ପତ୍ର ଜାରି । ଶାସନକୁ ଆସିଲେ ୫୦୦ଟଙ୍କାରେ ସିଲିଣ୍ଡର ଯୋଗାଇବା ସହ ୨୦୦ୟୁନିଟ ପର୍ଯ୍ୟନ୍ତ ମାଗଣା ବିଜୁଳି ଏବଂ ସ୍କୁଲ କଲେଜ ଛାତ୍ରୀ ମାନଙ୍କୁ ମାଗଣାରେ ସ୍କୁଟି ଦେବାକୁ ଘୋଷଣା କରାଯାଇଛି । ସେହିପରି…

ଇସ୍ରାଏଲ-ହମାସ ଯୁଦ୍ଧ ଯାଉଛି ନିରୀହ ନାଗରିକଙ୍କ ଜୀବନ, ଚିନ୍ତା ପ୍ରକାଶ କଲା ଭାରତ: ପ୍ରଧାନମନ୍ତ୍ରୀ କହିଲେ…

କନକ ବ୍ୟୁରୋ: ଗାଜାର ସବୁଠୁ ବଡ ହସ୍ପିଟାଲ ଅଲଶିଫାର ବାହାର ଭିତରେ ମାଳ ମାଳ ଇସ୍ରାଏଲ ସେନା । କୋଣଅନୁକୋଣକୁ ଜଗି ରହିଛନ୍ତି ସେନା । ଯେବେଠୁ ହସ୍ପିଟାଲରେ ହମାସ ମୁଖ୍ୟାଳୟ ଥିବା ପ୍ରମାଣ ହାତରେ ଲାଗିଛି ସେବେଠୁ ଅଧିକ ଆକ୍ରାତ୍ମକ ହୋଇପଡିଛି ଆଇଡିଏଫ । ହମାସର ଆଡ୍ଡା ଓ ଏହା ଭିତରୁ…

ମଧ୍ୟପ୍ରଦେଶରେ ଓ ଛତିଶଗଡରେ ପଡିଲା ଭୋଟ: ପରମ ପ୍ରତିଦ୍ୱନ୍ଦୀ ବିଜେପି-କଂଗ୍ରେସରେ ମଧ୍ୟରେ ଜୋରଦାର ଟକ୍କର

କନକ ବ୍ୟୁରୋ: ମଧ୍ୟପ୍ରଦେଶରେ ଶୁକ୍ରବାର ପ୍ରଥମ ତଥା ଗୋଟିଏ ପର୍ଯ୍ୟାୟରେ ଭୋଟ ପଡିଛି । ୫ରାଜ୍ୟ ବିଧାନସଭା ନିର୍ବାଚନରେ ସବୁଠୁ ଅଧିକ ଫୋକସରେ ରହିଛି ମଧ୍ୟପ୍ରଦେଶ । ଆଗାମୀ ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟପ୍ରଦେଶ ନିର୍ବାଚନ ବିରୋଧୀଙ୍କ ଇଣ୍ଡିଆ ମେଂଟ ପାଇଁ ବଡ ଆହ୍ୱାନ । ସେପଟେ…