Daily Archives

November 20, 2023

ଓଡିଶା ଗସ୍ତରେ ମହାମହିମ ରାଷ୍ଟ୍ରପତି । କୁଳିଅଣା ଠାରେ ଆବାସିକ ବିଦ୍ୟାଳୟର କଲେ ଉଦଘାଟନ

କନକ ବ୍ୟୁରୋ : ମୟୁରଭଞ୍ଜ ଜିଲ୍ଲା କୁଳିଅଣା ଠାରେ ଏକଲବ୍ୟ ଆବାସିକ ବିଦ୍ୟାଳୟକୁ ଉଦଘାଟନ କରିଛନ୍ତି ମହାମହିମ ରାଷ୍ଟ୍ରପତି ଦୌପଦୀ ମୁର୍ମୁ । ଏହି ଅବସରରେ ରାଷ୍ଟ୍ରପତି କହିଥିଲେ କି, ପିଲାଦିନେ ତାଙ୍କ ଘର ନିକଟରେ କୌଣସି ବିଦ୍ୟାଳୟ ନଥିଲା । ତେଣୁ ପାଠ ପଢିବା ପାଇଁ ତାଙ୍କୁ ଘର ଠାରୁ ଅନେକ…

ଇମ୍ପାଲ ଆକାଶରେ ଉଡିଲା ଅଜଣା ଉଡନ୍ତା ଯାନ ବା ୟୁଏଫଓ । ଏୟାରସ୍ପେଶରେ ୟୁଏଫଓ ଦେଖାଯିବା ପରେ ପିଛା କଲା ରାଫେଲ ବିମାନ

କନକ ବ୍ୟୁରୋ : ଇମ୍ପାଲ ଆକାଶରେ ଅଜଣା ଯାନ ଦୃଶ୍ୟମାନ । ସୋମବାର ଇମ୍ପାଲ ବିମାନବନ୍ଦର ନିକଟ ଆକାଶରେ ଅଜଣା ଉଡନ୍ତା ଯାନ ଦେଖାଯାଇଛି । ସୂଚନା ମିଳିବାପରେ ଏହାକୁ ଖୋଜିବାକୁ ଭାରତୀୟ ବାୟୁସେନା ଦୁଇଟି ରାଫେଲ ଫାଇଟର ଏୟାରକ୍ରାପ୍ଟ ନିୟୋଜିତ କରିଥିଲା । ହାସିମାରା ଏୟାରଫେର୍ସ ବେସରୁ ପ୍ରଥମେ…

ଛଟ ପର୍ବକୁ ନେଇ ଉତ୍ସାହର ମାହୋଲ । ବିହାର ସମେତ ଉତର ଭାରତରେ ଉତ୍ସବ, ଦିଲ୍ଲୀରେ ପ୍ରଦୂଷିତ ଯମୁନାରେ ବୁଡ଼ ପକାଇଲେ…

କନକ ବ୍ୟୁରୋ : ଛଟପୂଜାକୁ ନେଇ ଚାରିଆଡେ ଦେଖିବାକୁ ମିଳିଛି ଉତ୍ସାହ । ପରିବାରର ଶୁଭ ମନାସି, ସୁଖ ଶାନ୍ତି କାମନା ତଥା ସମାଜର ମଙ୍ଗଳ ପାଇଁ ପାଳନ କରାଯାଏ ଛଟ ପର୍ବ । ବିଶେଷ କରି ବିହାରରେ ଛଟପୂଜାକୁ ଗଣପର୍ବ ଭାବେ ପାଳନ କରାଯାଇଥାଏ । ୪ଦିନ ଧରି ଚାଲିଥିବା ଛଟପୂଜାର ଶେଷ ଦିନରେ ସୂର୍ଯ୍ୟ…

ଭୁଷୁଡିଲା ନିର୍ମାଣଧୀନ ଇନଡୋର ଷ୍ଟାଡିୟମ । ଦୁର୍ଘଟଣାରେ ଏବେ ସୁଦ୍ଧା ୩ଜଣଙ୍କ ମୃତ୍ୟୁ, ୧୫ରୁ ଅଧିକ ଆହତ ସୂଚନା

କନକ ବ୍ୟୁରୋ : ତେଲେଙ୍ଗାନା ରଙ୍ଗାରେଡ୍ଡି ଜିଲ୍ଲାରେ ବଡ଼ ଅଘଟଣ । ନିର୍ମାଣଧିନ ଇନଡୋର ଷ୍ଟାଡିୟମ ଭୁଶୁଡି ଫଳରେ ୩ମୃତ, ୧୦ଗୁରୁତର । ଘଟଣା ସ୍ଥଳରେ ପହଁଚି ଭଗ୍ନାବଶେଷକୁ ଆଡେଇ ମୃତଦେହ ଉଦ୍ଧାର କରିଛି ଉଦ୍ଧାରକାରୀ ଦଳ । ଆହତ ମାନଙ୍କୁ ସ୍ଥାନୀୟ ମେଡିକାଲରେ ଭର୍ତି କରାଯାଇଥିବା ବେଳେ…

ଅଯୋଧ୍ୟା ରାମମନ୍ଦିର ପ୍ରାଣପ୍ରତିଷ୍ଠାକୁ ନେଇ ଆସିଲା ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ…

କନକ ବ୍ୟୁରୋ : ଅଯୋଧ୍ୟ ରାମ ମନ୍ଦିର ପ୍ରତିଷ୍ଠାକୁ ନେଇ ଆସିଛି ବଡ ଖବର । ଜାନୁଆରୀ ୨୨ ଦିନ ୧୨ଟା ୨୦ ମିନିଟରେ ହେବ ରାମଲଲାଙ୍କ ପ୍ରାଣ ପ୍ରତିଷ୍ଠା । ପ୍ରଧାନମନ୍ତ୍ରୀ ମୋଦୀ ଗର୍ଭଗୃହରେ ରାମଲାଲାଙ୍କ ପ୍ରାଣପ୍ରତିଷ୍ଠା କରିବେ । ସେହି ୪୮ ମିନିଟ ବେଶ ମହତ୍ୱପୂର୍ଣ୍ଣ ହେବାକୁ ଯାଉଛି ।…

ନିର୍ବାଚନ ପ୍ରଚାରରେ କମ୍ପୁଛି ରାଜସ୍ଥାନ । ସଭା ମଞ୍ଚରୁ କଂଗ୍ରେସକୁ ସନାତନ ବିରୋଧୀ କହିଲେ ପ୍ରଧାନମନ୍ତ୍ରୀ ।…

କନକ ବ୍ୟୁରୋ : ରାଜସ୍ଥାନରେ ସେପଟେ ଜୋରଦାର ପ୍ରଚାର କରିଛି କଂଗ୍ରେସ । କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧୀ ବାଡ୍ରା ଓ ସଭାପତି ମଲ୍ଲିକାର୍ଜୁନ ଖଡ଼ଗେ ଭିନ୍ନ ଭିନ୍ନ ସ୍ଥାନରେ ପ୍ରଚାର କରିଛନ୍ତି । ବୁଝି ବିଚାରି ଭୋଟ ଦେବାକୁ ରାଜସ୍ଥାନବାସୀଙ୍କୁ ଅପିଲ କରିଛନ୍ତି ପ୍ରିୟଙ୍କା । ବିଜେପି…