Daily Archives

May 14, 2023

ପନିପରିବା ଚାଷ ପରେ ଏବେ ଫଳ ଚାଷ ଦେଇଛି ସଫଳତା, ବିଭିନ୍ନ ପ୍ରକାର ଫଳ ଚାଷ କରି ରୋଜଗାର କରୁଛନ୍ତି ରବିନ୍ଦ୍ର

କନକ ବ୍ୟୁରୋ : ସେଓ ଚାଷ କଥା ମନକୁ ଆସିଲେ ପ୍ରଥମେ ଜାମ୍ମୁ କାଶ୍ମିର ଓ ହିମାଂଚଳ ପ୍ରଦେଶ ଭଳି ରାଜ୍ୟ କଥା ମନେପଡ଼େ । କାରଣ ଥଣ୍ଡା ଜଳବାୟୁ ଭଳି ସ୍ଥାନରେ ଏହି ଚାଷ ବେଶ ଭଲ ଭାବେ ହୋଇଥାଏ । କିନ୍ତୁ ଓଡ଼ିଶା ଭଳି ଗରମ ଜଳବାୟୁରେ ସେଓ ଚାଷ କରି ସଫଳ ହୋଇଛନ୍ତି ଯାଜପୁର କୋରେଇ ବ୍ଲକର ରବିନ୍ଦ୍ର…

ଆଠଗଡରେ ଏସଏଚଜି ମହିଳାଙ୍କ ନିଆରା ଉଦ୍ୟମ, ପ୍ଲାଣ୍ଟ ଚାରା ନର୍ସରୀ କରି କରୁଛନ୍ତି ଭଲ ରୋଜଗାର

କନକ ବ୍ୟୁରୋ : ମହିଳା ଶଶକ୍ତିକରଣ ପାଇଁ ସରକାରଙ୍କ ପକ୍ଷରୁ ଗୁରୁତ୍ୱ ଦିଆଯାଉଥିବା ବେଳେ ଏସଏଚଜି ମାଧ୍ୟମରେ ଗ୍ରାମଂଚଳରେ ସ୍ୱାବଲମ୍ବୀ ହେଉଛନ୍ତି ମହିଳା । କଟକ ଆଠଗଡ ବ୍ଲକ ଅନ୍ତର୍ଗତ ତୋଟାପଡ଼ା ଗାଁର ଗ୍ରୀନ୍ ରୟାଲ ଉତ୍ପାଦିକା ଗୋଷ୍ଠୀର ମହିଳା ମାନେ ଓରମାସ ପକ୍ଷରୁ ସହାୟତା ରାଶୀ ନେଇ…

ନୂଆ ଚାଷ କରି ଚର୍ଚ୍ଚାରେ କେନ୍ଦ୍ରାପଡାର ଦୁଇସାଙ୍ଗ, ବାର୍ଷିକ ଲାଭ କରୁଛନ୍ତି ୬ଲକ୍ଷରୁ ଅଧିକ ଟଙ୍କା

କନକ ବ୍ୟୁରୋ : କେନ୍ଦ୍ରାପଡା ମାର୍ଶାଘାଇ ବ୍ଲକ ଅର୍ନ୍ତଗତ ଶିଳୁପୁର ଗାଁର ଦୁଇ ସାଙ୍ଗ ରଜନୀ କାନ୍ତ ଦାସ ଓ ନିଶିକାନ୍ତ ଦାସ । ଦୁହେଁ ଉଚ୍ଚଶିକ୍ଷିତ ହୋଇଥିଲେ ମଧ୍ୟ ଚାକିରି ପଛରେ ନପଡି ଚାଷ କାମ କରି ବାର୍ଷିକ ରୋଜଗାର କରୁଛନ୍ତି ଲକ୍ଷାଧୀକ ଟଙ୍କା । ନିଜ ବଗିଚରେ ନୂଆ ନୂଆ କିଶମର ଫଳ ଗଛ…

ନବୀନଙ୍କ ଟାର୍ଗେଟ ପରେ ଶାସକ-ବିରୋଧୀ ମୁହାଁମୁହିଁ । ନେତାଙ୍କ ମଧ୍ୟରେ ଚାଲିଲା କଥା କଟାକଟି । ଉଭୟଙ୍କୁ ଘେରିଲା…

କନକ ବ୍ୟୁରୋ: ଝାରସୁଗୁଡା ବିଜୟ ପରେ ନବୀନ ପଟ୍ଟନାୟକ ବିରୋଧୀଙ୍କୁ ଟାର୍ଗେଟ କରିଥିଲେ । ନବୀନ କୌଣସି ଦଳର ସିଧାସଳଖ ନାଁ ନେଇନଥିଲେ ବି କଟାକ୍ଷ କରିବା ପରେ ଏହାକୁ ନେଇ ଆରମ୍ଭ ହୋଇଛି ବୟାନବାଜି । ଝାରସୁଗୁଡା ଉପ-ନିର୍ବାଚନରେ ବିଜୟ ପରେ ଶଙ୍ଖ ଭବନରେ ଆୟେଜିତ ବିଜୟ ଉତ୍ସବରେ ନବୀନଙ୍କ…

ବୁଡି ଯାଉଥିବା ବେଉଶାକୁ ଜୀବିତ କରି ଆଦିବାସୀ ହେଉଛନ୍ତି ଆତ୍ମନିର୍ଭର, ଜଙ୍ଗଲରୁ କଞ୍ଚାମାଲ ସଂଗ୍ରହ କରି ପ୍ରସ୍ତୁତ…

କନକ ବ୍ୟୁରୋ : ଝାଡ଼ୁ ତିଆରି ପାଇଁ ରାୟଗଡ଼ା ଜିଲ୍ଲାର ରହିଛି ସ୍ୱତନ୍ତ୍ର ପ୍ରସିଦ୍ଧି । ଏଠାରେ ପ୍ରାୟ ଅଧିକାଂଶ ଲୋକ ଝାଡ଼ୁ ତିଆରି କରି ପରିବାର ପ୍ରତିପୋଷଣ କରନ୍ତି । ଜଙ୍ଗଲରୁ ଝାଡ଼ୁ ତିଆରି ପାଇଁ କଂଚାମାଲ ସଂଗ୍ରହ କରି ଲୋକେ ଏହି କାମ କରନ୍ତି ରାୟଗଡ଼ା ଅଂଚଳର ଅଧିବାସୀ । କିନ୍ତୁ ସମୟ କ୍ରମେ…

ହଳଦୀ ପରେ ଏବେ ବ୍ରାଣ୍ଡିଂ ହେଉଛି କନ୍ଧମାଳ ଷ୍ଟ୍ରବେରୀ, ୬ ଟି ବ୍ଲକର ୧୪ ଏକର ଜମିରେ ହୋଇଛି ଚାଷ

କନକ ବ୍ୟୁରୋ : କ୍ଷେତରେ ହସୁଛି ଷ୍ଟ୍ରବେରୀ ଚାଷ । ଧଳା ପଲିଥିନ ତଳେ ଧାଡ଼ି ଧାଡ଼ି ହୋଇ ଲାଗିଥିବା ଷ୍ଟ୍ରବେରୀ ଗଛରେ ନାଲି ରଙ୍ଗର ଷ୍ଟବେରୀ ଫୁଲ ଫୁଟିଲା ଭଳି ଦେଖାଯାଉଛି । ଜିଲ୍ଲାର ସଦର ମହକୁମା ଫୁଲବାଣୀ ବ୍ଲକ ଅନ୍ତର୍ଗତ ବୁଢାଦାନୀ ଗାଁରେ ଏହି ଚାଷ ହୋଇଛିି । ଏଠାକାର ଜଳବାୟୁ ଷ୍ଟ୍ରବେରୀ…