Daily Archives

May 30, 2023

ପରୀକ୍ଷାରେ କପି ଯୋଗାଇବାକୁ ବ୍ୟବହାର କରାଯାଉଛି କି ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ, ସାମ୍ନାକୁ ଆସିଲା ଚାଞ୍ଚଲ୍ୟକର ଘଟଣା

କନକ ବ୍ୟୁରୋ : ପରୀକ୍ଷାରେ କପି ଯୋଗାଇବାକୁ ଏଆଇ ବା ଆଟିଫିସିଆଲ ଇଂଟେଲିଜେନ୍ସକୁ ବ୍ୟବହାର କରାଯାଇଥିବା ଭଳି ଏକ ଚାଂଚଲ୍ୟକର ଘଟଣା ସାମ୍ନାକୁ ଆସିଛି । ଏହି ଜ୍ଞାନ କୌଶଳ ବ୍ୟବହାର କରି ତେଲେଙ୍ଗାନା ଷ୍ଟେଟ ପବ୍ଲିକ ସର୍ଭିସ କମିଶନ ପରୀକ୍ଷାରେ କପି ଯୋଗାଉଥିବା ଜଣେ ଅଭିଯୁକ୍ତକୁ ଗିରଫ କରିଛି…

ମୋଦୀ ଷ୍ଟାଡିୟମରେ ଜାଡେଜାଙ୍କ ଫିନିସର ଭୂମିକା, ଶେଷ ଦୁଇ ବଲରେ ୧୦ ରନ୍ କରି ଚେନ୍ନାଇକୁ ପିନ୍ଧାଇଲେ ଚାମ୍ପିୟନର ଟିକା

କନକ ବ୍ୟୁରୋ : ଧୋନିଙ୍କୁ ଜାଡେଜା ଦେଲେ ଉପହାର । ଭେଟିଦେଲେ ଅବିସ୍ମରଣୀୟ ବିଜୟ । କ୍ରିକେଟ୍ ଦୁନିଆରେ ‘ଦି ଗ୍ରେଟ୍ ଫିନିସର’ ଭାବେ ବେଶ ପରିିଚିତ କ୍ୟାପଟେନ କୁଲ ମହେନ୍ଦ୍ର ସିଂ ଧୋନି । କିନ୍ତୁ ସୋମବାର ଧୋନିଙ୍କ ଏହି ଭୂମିକା ତୁଲାଇଥିଲେ ସାର୍ ଜାଡେଜା । ଶେଷ ଓଭରରେ ବିଜୟ ପାଇଁ ଦରକାର…

କଅଁଳା କାନ୍ଧରେ ପଥର ବୋଝ: ପଢ଼ା ଖର୍ଚ୍ଚ ପାଇଁ ମୂଲିଆ ସାଜିଲେ ସମିତା

କନକ ବ୍ୟୁରୋ: ଆଦିମ ବଣ୍ଡା ଜନଜାତୀ ର ମେଧାବୀ ଛାତ୍ରୀ ଏବେ ଦିନ ମଜୁରୁଆ । ନିଜ ପଢା ଖର୍ଚ ବହନ କରିବା ଲାଗି ମୁଲ ଲାଗୁଛନ୍ତି ମାଲକାନଗିରି ଜିଲ୍ଲାର ଯୁକ୍ତ ଦୁଇ ବାଣିଜ୍ୟ ଟପ୍ପର । ତାହା ପୁଣି ମାଲକାନଗିରି ଜିଲ୍ଲା ସଦର ମହକୁମାରେ । ବଣ୍ଡା ଜନଜାତୀ ଙ୍କ ଉତଥାନ ଲାଗି ବର୍ଷ ବର୍ଷ ଧରି…

ଉଦ୍ଧବ ଗୋଷ୍ଠୀର ଦାବିରେ ପୁଣି ଅସ୍ଥିର ମହାରାଷ୍ଟ୍ର ରାଜ୍ୟ ରାଜନୀତି । ଭାଙ୍ଗିପାରେ ସିନ୍ଦେ ସରକାର !

କନକ ବ୍ୟୁରୋ : ମହାରାଷ୍ଟ୍ର ରାଜନୀତିରେ ପୁଣି ସୃଷ୍ଟି ହୋଇପାରେ ହଟଚମଟ । ସିନ୍ଦେ ଗୋଷ୍ଠୀ ହାତ ଛାଡିପାରନ୍ତି ୨୨ ବିଧାୟକ । ଏହି ୨୨ ଜଣ ବିଧାୟକ ସିନ୍ଦେ ଗୋଷ୍ଠୀରେ ରହି ଖୁସି ନଥିବା ନେଇ ଶିବସେନା ମୁଖପତ୍ରିକା ସାମ୍ନାର ସମ୍ପାଦକୀୟ ଜରିଆରେ ପ୍ରକାଶ ପାଇଛି । ଖାଲି ସେତିକି ୯ ଜଣ ସାସଂଦ…

ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର ଆପଣାଇଲେ ଏଆଇ: ପ୍ରାୟ ୧୦ ଲକ୍ଷ ଲୋକଙ୍କୁ ଦିଆଯିବ ପ୍ରଶିକ୍ଷଣ

କନକ ବ୍ୟୁରୋ: ରାଜ୍ୟର ବିକାଶ ପାଇଁ ଓଡ଼ିଶା ସରକାର, ଆର୍ଟିଫିସିଆଲ ଇଂଟେଲିଜେନ୍ସ ବା କୃତ୍ରିମ ବୁଦ୍ଧିମତାକୁ ଆପଣାଇ ସାରିଛନ୍ତି । ଏହି ଜ୍ଞାନ କୌଶଳକୁ ସମସ୍ତଙ୍କ ପାଖରେ ପହଂଚାଇବା ପାଇଁ ଏବେ ଉଦ୍ୟମ ଆରମ୍ଭ ହୋଇଛି । ପ୍ରାୟ୧୦ ଲକ୍ଷ ଲୋକଙ୍କୁ ପ୍ରଶିକ୍ଷଣ ଦେବା ପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ…

କେଜ୍ରିୱାଲଙ୍କ ପାଇଁ କଂଗ୍ରେସରେ ଫାଟ । କେନ୍ଦ୍ର ଅଧ୍ୟାଦେଶ ବିରୋଧରେ ସମର୍ଥନ ଦେବାକୁ ଯାଇ ଭାଳେଣିରେ ପଡିଛି କଂଗ୍ରେସ

କନକ ବ୍ୟୁରୋ : କେନ୍ଦ୍ରର ଅଧ୍ୟାଦେଶ ବିରୋଧରେ ବଳ ଗୋଟାଉଛନ୍ତି ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ । ଜଣଙ୍କ ପରେ ଜଣେ ବିରୋଧୀ ନେତାଙ୍କ ଶିବିରରେ ପହଁଚୁଛନ୍ତି ଓ ସମର୍ଥନ ହାତଉଛନ୍ତି କେଜ୍ରିୱାଲ । କିନ୍ତୁ ଏବେ ସୁଦ୍ଧା ମିଳିପାରିନି ମୁଖ୍ୟ ବିରୋଧୀ ଦଳ କଂଗ୍ରେସର ସମର୍ଥନ ।…