Daily Archives

May 8, 2023

ଆନ୍ଦୋଳନରତ କୁସ୍ତିଯୋଦ୍ଧାଙ୍କୁ ସମର୍ଥନ ଜଣାଇ ଦିଲ୍ଲୀ ଜନ୍ତର-ମନ୍ତରରେ ପହଁଚିଲେ ଶତାଧିକ କୃଷକ: ପୁଲିସ ବ୍ୟାରିକେଡ…

କନକ ବ୍ୟୁରୋ: କୁସ୍ତିଯୋଦ୍ଧାଙ୍କ ସମର୍ଥନରେ ଦିଲ୍ଲୀ ଜନ୍ତରମନ୍ତରରେ ଏକାଠି ହେଲେ ଚାଷୀ । କୁସ୍ତିଯୋଦ୍ଧା ମହାସଙ୍ଘର ଅଧକ୍ଷ୍ୟ ବ୍ରିଜଭୂଷଣ ସିଂଙ୍କ ବିରୁଦ୍ଧରେ କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ଚାଷୀ ସଙ୍ଗଠନ । ଏନେଇ ପଦକ୍ଷେପ ନିଆନଗଲେ ଆନ୍ଦୋଳନକୁ ଆହୁରି ତ୍ରୀବତର କରାଯିବା ନେଇ…

ପୁଣି ବିବାଦରେ ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଟ ଟ୍ରମ୍ପ: ଦୁଷ୍କର୍ମ ଅଭିଯୋଗ ଆଣିଲେ ଲେଖିକା ଏଲିଜାବେଥ ଜେନ…

କନକ ବ୍ୟୁରୋ: ଆମେରିକା ପୂର୍ବତନ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ନାଁରେ ଦୁଷ୍କର୍ମ ଅଭିଯୋଗ । ବିଶିଷ୍ଠ ଲେଖିକା ଈ. ଜିନ୍ କାରୋଲ ଏନେଇ ଅଭିଯୋଗ ଆଣିବା ସହ କୋର୍ଟରେ ମାନହାନୀ ମକୋଦମ ଦାଏର କରିଛନ୍ତି । ଏହି ମାମଲାରେ ରବିବାର ଟ୍ରମ୍ପ ନିଜ ସାକ୍ଷ୍ୟ ରଖିବାର ଶେଷ ସୁଯୋଗ ପାଇଥିଲେ, କୋର୍ଟ…

ମଣିପୁରରେ ସୁଧୁରୁଛି ସ୍ଥିତି, ଟ୍ରାକକୁ ଫେରୁଛି ଜୀବନ: ଖାଦ୍ୟଅଭାବ ଆଶଙ୍କା ଭିତରେ ବଢିଲା ପେଟ୍ରୋଲ ଓ ଡିଜେଲ ଦର

କନକ ବ୍ୟୁରୋ: ୬ଦିନର ହିଂସା ପରେ କ୍ରମଶ ଟ୍ରାକକୁ ଫେରୁଛି ମଣିପୁର । ସୋମବାର କିଛି ସମୟ ପାଇଁ କଫ୍ୟୁକୁ କୋହଳ କରାଯାଇଛି । ଅତ୍ୟାବଶକୀୟ ସାମଗ୍ରୀ ପାଇଁ ଘରୁ ବାହାରକୁ ଅ।।ସିଛନ୍ତି ଲୋକେ । ବିଗତ କିଛି ଦିନ ହେବ ଯେଉଁ ଅସ୍ଥିର, ଅଶାନ୍ତ ଓ ହିଂସାତ୍ମକ ସ୍ଥିତି ଦେଇ ଇମ୍ପାଲ ଓ ମଣିପୁରର ଅନ୍ୟ…

କେରଳ ସରକାରଙ୍କ ନିର୍ଦ୍ଦେଶ, ଡଙ୍ଗାବୁଡି ଘଟଣାର ହେବ ବିଚାର ବିଭାଗୀୟ ତଦନ୍ତ: ଦୁର୍ଘଟଣାରେ ଏବେ ସୁଦ୍ଧା ୨୨ଜଣଙ୍କ…

କନକ ବ୍ୟୁରୋ: କେହି କେବେ ଭାବିନଥିବେ ହଠାତ୍ ଖୁସିର ମୂହୂର୍ତରେ ଦୁଃଖର କଳାବାଦଲ ଘୋଟି ଆସିବ । ସ୍ତ୍ରୀ ପିଲା ଛୁଆଙ୍କୁ ସାଙ୍ଗରେ ନେଇ ନୌକାବିହାରରେ ଯାଇଥିବା ପର୍ଯ୍ୟଟକଙ୍କ ଏହି ଯାତ୍ରା ଶେଷଯାତ୍ରା ହେବ ସେକଥା ହୁଏତ ସେମାନେ କଳ୍ପନାରେ ସୁଦ୍ଧା ଚିନ୍ତା କରିନଥିବେ । କେରଳର ମାଲ୍ଲାପୁରମ୍…

ରାଜସ୍ଥାନରେ ସେନାର ଲଢୁଆ ବିମାନ ଦୁର୍ଘଟଣାଗ୍ରସ୍ତ: ଘର ଉପରକୁ ଖସିପଡିଲା ‘ମିଗ୍ -୨୧’

କନକ ବ୍ୟୁରୋ: ପୁଣି ଦୁର୍ଘଟଣାଗ୍ରସ୍ତ ହେଲା ବାୟୁସେନାର ଲଢୁଆ ବିମାନ । ଘର ଉପରେ ଖସିପଡିଲା ଭାରତୀୟ ବାୟୁସେନାର ଯୁଦ୍ଧ ବିମାନ ମିଗ-୨୧ । ରାଜସ୍ଥାନର ହନୁମାନଗଡରେ ଏଭଳି ଦୂର୍ଘଟଣା ଘଟିଛି । ତେବେ ଦୁଇଜଣ ପାଇଲଟ ଜଣଙ୍କ ଜୀବନ ବଂଚିଯାଇଥିବାବେଳେ ୪ଜଣ ଲୋକଙ୍କ ମୃତ୍ୟୁ ହୋଇଛି । ସୋମବାର ସକାଳ…

ସରିଲା କର୍ଣ୍ଣାଟକ ନିର୍ବାଚନୀ ପ୍ରଚାର: ହେଭିୱେଟ ନେତା କଲେ ଜୋରଦାର କ୍ୟାମ୍ପେନ

କନକ ବ୍ୟୁରୋ: କର୍ଣ୍ଣାଟକ ପାଇଁ ଶେଷ ହୋଇଛି ପ୍ରଚାର । ଶେଷ ଦିନର ପ୍ରଚାର ୩ ପ୍ରମୁଖ ଦଳ ବିଜେପି, କଂଗ୍ରେସ ଓ ଜେଡିଏସ ଧୂଆଁଧାର ପ୍ରଚାର କରିଛନ୍ତି । ସବୁଦଳ ନିଜ ନିଜର ହେଭିୱେଟ ନେତାଙ୍କୁ ମଇଦାନକୁ ଆଣି ପ୍ରଚାର କରିଥିବାବେଳେ ଶେଷ ଦିନ ମଧ୍ୟ ଜୋରଦାର କ୍ୟାମ୍ପେନ କରିଛନ୍ତି । ବିଜେପି…