Daily Archives

May 2, 2023

ନିଶାର ବିକଳ୍ପ ସାଜିଛି କଫସିରଫ! ରାଜ୍ୟ ବାହାରକୁ ଲମ୍ବିଛି କାରବାରର ଚେର

କନକ ବ୍ୟୁରୋ: ଭୁବନେଶ୍ୱରରୁ ଜବତ ହୋଇଛି ପେଟି ପେଟି ଭେଜାଲ କଫସରିଫ । ଏହାକୁ ପିଇଲେ ଦେହ ଭଲ ହେବା ବଦଳରେ ଖରାପ ହେବ । ଭରତପୁର ଥାନା ପକ୍ଷରୁ ବରମୁଣ୍ଡା ବସଷ୍ଟାଣ୍ଡରୁ ଏହି କଫସିରଫ ଜବତ ହୋଇଛି । ଭୁବନେଶ୍ୱରରୁ ନୟାଗଡ ଯାଉଥିଲା ଏହି କଫସିରଫ । ପ୍ରବୀଣ ଦାସ ନାମକ ଜଣେ ବ୍ୟକ୍ତି ମଂଚେଶ୍ୱର…

କର୍ଣ୍ଣାଟକ ନିର୍ବାଚନ ପାଇଁ ପ୍ରତିଶ୍ରୁତିର ପ୍ରତିଯୋଗିତା: କଂଗ୍ରେସର ମାଗଣା ବିଜୁଳି, ମାଗଣା କ୍ଷୀର, ଦୀପାବଳି, ଗଣେଶ…

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନ ପାଇଁ କାଉଂଟଡାଉନ୍ ଆରମ୍ଭ ହୋଇଯାଇଛି । ଆସନ୍ତା ମେ’ ୧୦ ତାରିଖରେ ମତଦାନ ହେବ । ଏହା ପୂର୍ବରୁ ପ୍ରମୁଖ ରାଜନୈତିକ ଦଳ ନିର୍ବାଚନୀ ଇସ୍ତାହାର ଜାରି କରିଛନ୍ତି । ସୋମବାର ବିଜେପି ତା’ର ନିର୍ବାଚନୀ ଇସ୍ତାହରରେ ମାଗଣା ପ୍ରତିଶ୍ରୁତି ବର୍ଷା…

ଉତ୍କଳ ବିଶ୍ୱବିଦ୍ୟାଳୟରେ କେମିତି ଚାଲିଛି ପାଠପଢା? ନାକ୍ ମାନ୍ୟତାରେ ତଳକୁ ଖସିଲା ବାଣୀବିହାର

କନକ ବ୍ୟୁରୋ: ଗବେଷଣା ଅଭାବରୁ ରାଜ୍ୟର ଅଗ୍ରଣୀ ଶିକ୍ଷାନୁଷ୍ଠାନ ଉକ୍ରଳ ବିଶ୍ୱବିଦ୍ୟାଳୟର କମିଲା ମାନ୍ୟତା । ଏ ପ୍ଲସ ଗ୍ରେଡରୁ ଖସି ବାଣୀବିହାର ପାଇଛି ଏ ଗ୍ରେଡ । ବିଶ୍ୱବିଦ୍ୟାଳୟ ଗୁଡିକର ମାନ୍ୟତା ଧାର୍ଯ୍ୟ କରିବାକୁ ଗଠନ କରାଯାଇଛି ନ୍ୟାସନାଲ ଆସେସମେଂଟ ଆଣ୍ଡ ଆକ୍ରିଡେନଓ କାଉନସିଲ, ନାକ୍…

ମଦୁଆ ଗାଡ଼ି ଚାଳକ ସାବଧାନ: ଫାଇନ ନୁହେଁ ଏଥର ଗିରଫ, ବାତିଲ୍ ହେବ ଲାଇସେନ୍ସ, ସିଜ୍ ହେବ ଗାଡ଼ି

କନକ ବ୍ୟୁରୋ: ଟୁଇନ୍ ସିଟି କଟକ-ଭୁବନେଶ୍ୱରରେ ଚେକିଂ ଆହୁରି କଡ଼ାକଡ଼ି କରାଯାଇଛି । ବିଶେଷ କରି ମଦୁଆ ଗାଡ଼ି ଚାଳକଙ୍କୁ ସାବାଡ଼ କରିବା ପାଇଁ ବ୍ଲ ପ୍ରିଂଟ୍ ପ୍ରସ୍ତୁତ କରିଛି କମିଶନରେଟ୍ ପୁଲିସ୍ । ଏଣିକି ମଦ ପିଈ ଗାଡ଼ି ଚଳାଇ ଧରାପଡ଼ିଲେ ଫାଇନ୍ ନୁହେଁ ବରଂ ଗିରଫ ହେବେ ମଦୁଆ ଡ୍ରାଇଭର । କେବଳ…

ସମ୍ଭାବ୍ୟ ବାତ୍ୟା ମୁକାବିଲା ପାଇଁ ଆଗୁଆ ପ୍ରସ୍ତୁତି: ସଜାଗ ରହିବାକୁ ପ୍ରଶାସନକୁ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ

କନକ ବ୍ୟୁରୋ: ପୂର୍ବରୁ ବହୁ ଥର ବାତ୍ୟାର ସଫଳ ମୁକାବିଲା କରି, ଦେଶ, ବିଦେଶରେ ପ୍ରଶଂସା ସାଉଁଟିଛନ୍ତି ରାଜ୍ୟ ସରକାର । ଆଉ ଏବେ ସେହି ଧାରାକୁ ବଜାୟ ରଖିବା ପାଇଁ, ସମ୍ଭାବ୍ୟ ବାତ୍ୟାକୁ ନଜରରେ ରଖି, ସଫଳତାର ସହ ମୁକାବିଲ କରିବାକୁ ପ୍ରସ୍ତୁତି ଆରମ୍ଭ କରି ଦେଇଛନ୍ତି ରାଜ୍ୟ ସରକାର । ନିଜେ…

ସୁପ୍ରିମକୋର୍ଟରେ ପହଁଚିଲା ଫିଲ୍ମ କେରଳ ଷ୍ଟୋରୀ ବିବାଦ, -ହାଇକୋର୍ଟ ଯିବାକୁ ପରାମର୍ଶ ଦେଇ ଆବେଦନ ଉପରେ ଶୁଣାଣୀ…

କନକ ବ୍ୟୁରୋ : ବିବାଦରେ ଫିଲ୍ମ ‘ଦି କେରଳ ଷ୍ଟୋରୀ’ । ଏହାକୁ ବ୍ୟାନ୍ ନେଇ ଶୀଘ୍ର ଶୁଣାଣୀ ପାଇଁ ଆବେଦନ ହୋଇଥିବା ପିଟିସନକୁ ମଙ୍ଗଳବାର ଖାରଜ୍ କରିଛନ୍ତି ସୁପ୍ରିମକୋର୍ଟ । ଜଷ୍ଟିସ କେଏମ ଜୋସେଫ ଏବଂ ଜଷ୍ଟିସ ବି.ଭି ନାଗରତ୍ନାଙ୍କ ଖଣ୍ଡପୀଠ ଏନେଇ କହିଛନ୍ତି, ଫିଲ୍ମ ରିଲିଜ ବ୍ୟାନ୍ ନେଇ…