Daily Archives

May 27, 2023

ନୂଆ ସଂସଦ ଭବନ ଉଦଘାଟନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ହାତରେ ରାଜଦଣ୍ଡ। ତାମିଲନାଡୁ ଅଧିନମ ମଠର ମହନ୍ତ ମୋଦୀଙ୍କୁ…

କନକ ବ୍ୟୁରୋ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ହାତରେ ରାଜଦଣ୍ଡ । ନୂଆ ସଂସଦ ଭବନର ଉଦଘାଟନ ପୂର୍ବରୁ ତାମିଲନାଡୁ ଅଧିନମ୍ ମଠର ମହନ୍ତ, ରାଜଦଣ୍ଡକୁ ପ୍ରଧାନମନ୍ତ୍ରୀଙ୍କୁ ପ୍ରଦାନ କରିଛନ୍ତି । ବୈଦିକ ମନ୍ତ୍ରୋଚାରଣ କରି ପ୍ରଧାନମନ୍ତ୍ରୀଙ୍କୁ ଏହି ରାଜଦଣ୍ଡ ଦିଆଯାଇଛି । ଆସନ୍ତାକାଲି…

ରବିବାର ଚେନ୍ନାଇ–ଗୁଜରାଟ ଟକ୍କର। ପ୍ରତିଶୋଧ ଲକ୍ଷ୍ୟରେ ଟାଇଟନ୍ସ ଦଳ

କନକ ବ୍ୟୁରୋ: ୨୦୨୩ ଆଇପିଏଲ ଫାଇନାଲ ମ୍ୟାଚ୍ ରବିବାର ଅହମଦାବାଦର ନରେନ୍ଦ୍ର ମୋଦୀ ଷ୍ଟାଡିୟମରେ ଖେଳାଯିବ । ଏଥିପାଇଁ ସବୁ ପ୍ରସ୍ତୁତି ଶେଷ ହୋଇଛି । ୪ଥରର ବିଜେତା ଚେନ୍ନାଇ ସୁପର କିଙ୍ଗସକୁ ଭେଟିବ ଡିଫେଣ୍ଡିଙ୍ଗ୍ ଚାମ୍ପିୟନ ଗୁଜରାଟ ଟାଇଟନ୍ସ । କୁଲ କ୍ୟାପଟେନ୍ ଧୋନୀଙ୍କ ରଣନୀତିକୁ ଟକ୍କର…

ଦିଲ୍ଲୀ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ମରାମତି ବିବାଦ। ୪୫ କୋଟି ନୁହେଁ, ଖର୍ଚ୍ଚ ହୋଇଛି ୫୨କୋଟି ୭୧ଲକ୍ଷ ଟଙ୍କା

କନକ ବ୍ୟୁରୋ: କିଛି ଦିନ ହେବ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ପିଛା ଛାଡୁନି ବିବାଦ । ଏହା ଭିତରେ ସରକାରୀ ବାସଭବନର ମରାମତି ବିବାଦ ହେଉଛି ଅନ୍ୟତମ । ୧୫ଦିନର ତଦନ୍ତ ପରେ ଉପରାଜ୍ୟପାଳ ବିନୟ ସକସେନାଙ୍କୁ ରିର୍ପୋଟ ପ୍ରଦାନ କରିଛି ଦିଲ୍ଲୀ ପୁଲିସର ଭିଜିଲାନ୍ସ ଟିମ ।…

ରବିବାର ଉଦଘାଟନ ହେବ ନୂଆ ସଂସଦ ଭବନ। ଚେନ୍ନାଇରୁ ଦିଲ୍ଲୀ ଆସିଲେ ୨୧ ପୂଜକ

କନକ ବ୍ୟୁରୋ: ରବିବାର ଉଦଘାଟନ ହେବ ଭାରତର ନୂଆ ସଂସଦ ଭବନ । ଏଥିପାଇଁ ଚେନ୍ନାଇରୁ ୨୧ ଜଣ ପୂଜକ ଦିଲ୍ଲୀ ଆସିଛନ୍ତି । ଉଦଘାଟନ ଉତ୍ସବରେ ୧୩୦୦ ବର୍ଷ ତଳର ତାମିଲନାଡୁ ମଦୁରାଇରେ ଥିବା ଶିବ ମନ୍ଦିରର ୨୯୩ ତମ ମୁଖ୍ୟ ପୂଜାରୀ ଶ୍ରୀ ଲା ଶ୍ରୀ ହରିହର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ‘ରାଜଦଣ୍ଡ‘…

ନୀତି ଆୟୋଗ ବୈଠକକୁ ଆସିଲେନି ୮ ମୁଖ୍ୟମନ୍ତ୍ରୀ। ବିକଶିତ ଭାରତ ୨୦୪୭’ ଲକ୍ଷ୍ୟ ରଖି ଯୋଜନା ପ୍ରସ୍ତୁତ

କନକ ବ୍ୟୁରୋ: ଦେଶର ବିକାଶ ପାଇଁ ମୁଖ୍ୟ ଯୋଜନା ପ୍ରସ୍ତୁତ କରୁଥିବା ନୀତି ଆୟୋଗ ବୈଠକ ଶନିବାର ଆୟୋଜିତ ହୋଇଛି । ରାଜଧାନୀ ଦିଲ୍ଲୀରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଅଧ୍ୟକ୍ଷତାରେ ବୈଠକ ହୋଇଥିବା ବେଳେ ଏଥିରେ ଯୋଗଦେଇନାହାଁନ୍ତି ୭ରୁ ଅଧିକ ରାଜ୍ୟର ମୁଖ୍ୟମନ୍ତ୍ରୀ । ଯେଉଁମାନଙ୍କ…

‘ଭତ୍ତା ଦିଅ, ନହେଲେ ମରିବି’, ହତାସ ହିତାଧିକାରୀଙ୍କ ଚରମ ଚେତାବନୀ

କନକ ବ୍ୟୁରୋ: ବୁଢ଼ା ବୟସରେ ଭରସା ଥିବା ଭତା ଟଙ୍କା ଯେତେବେଳେ ଖାତାକୁ ଆସିଲା ନାହିଁ, ୪ ମାସର ଅପେକ୍ଷା ପରେ ଧର୍ଯ୍ୟର ସବୁ ସୀମା ଟପିଗଲା । ଆଉ ସବୁ ଆଶା ମଉଳି ଯିବା ପରେ ଚରମ ନିଷ୍ପତି ନେବା ପାଇଁ ଚେତାବନୀ ଦେଇଛନ୍ତି ବୃଦ୍ଧ । ଏମିତି ନୁହେଁ କି ଆତ୍ମହତ୍ୟା କରିବା ପାପ, ସେ…