Daily Archives

May 12, 2023

ବାଚସ୍ପତି ଓ ଦୁଇ ମନ୍ତ୍ରୀଙ୍କ ଇସ୍ତଫା ପରେ କାହାକୁ ମିଳିବ ମନ୍ତ୍ରୀପଦ? ପଢ଼ନ୍ତୁ କାହା କାହା ନାଁ ଚର୍ଚ୍ଚାରେ…

କନକ ବ୍ୟୁରୋ: ବାଚସ୍ପତି ବିକ୍ରମ ଆରୁଖ ଏବଂ ୨ ମନ୍ତ୍ରୀ ସମୀର ଦାଶ ଓ ଶ୍ରୀକାନ୍ତ ସାହୁଙ୍କ ଇସ୍ତଫା ଦେବା ପରେ କାହାକୁ ମିଳିବ ମନ୍ତ୍ରୀ ପଦ ତାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା ଆଲୋଚନା । ଏହି ଚର୍ଚ୍ଚାର ଫୋକସରେ ରହିଛି ଗଞ୍ଜାମ ଜିଲ୍ଲା । ଆକଳନ ଅନୁସାରେ-ଗଞ୍ଜାମ ଜିଲ୍ଲାରୁ ଏକାଧିକ…

ନକଲି ଡାକ୍ତରଙ୍କ କଳା କାରନାମା: ଭୁବନେଶ୍ୱରରେ ବିଭିନ୍ନ ସୋରୁମ ବୁଲି ଲୁଟି ନେଉଥିଲେ ଲକ୍ଷାଧିକ ଟଙ୍କାର ସାମଗ୍ରୀ

କନକ ବ୍ୟୁରୋ: କେତେବେଳେ ରାହୁଲ । କେତେବେଳେ ନିର୍ମଳ ତ ପୁଣି କେତେବେଳେ ସାଜୁଛନ୍ତି ଡକ୍ଟର ବିକାଶ । ଏ ଠକର ଅସଲ ପରିଚୟ କ’ଣ, ତାକୁ ନେଇ ପୋଲିସ ବି ଦ୍ୱନ୍ଦ୍ୱରେ । ଏ ବାବୁ ଜଣକ ଏମିତି କାରନାମା କରିଛନ୍ତି, ଯାହା ଆପଣ କେବେ ଆଗରୁ ଶୁଣିନଥିବେ କି ଦେଖି ବି ନଥିବେ । ଲୋକଙ୍କ ଟଙ୍କା ଠକି…

ପ୍ରତିକ୍ରିୟା ରଖିଲେ ସମୀର ଦାଶ: କହିଲେ, ଜିଲ୍ଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ…

କନକ ବ୍ୟୁରୋ: ମନ୍ତ୍ରୀ ପଦରୁ ଇସ୍ତଫା ଦେଇଥିବା ନେଇ ସ୍ପଷ୍ଟିକରଣ ରଖିଲେ ସମୀର ରଞ୍ଜନ ଦାଶ । କହିଲେ, ଜିଲ୍ଲା ପରିଷଦ ଉପନିର୍ବାଚନ ହାରିବା ସହିତ ମୋ ଇସ୍ତଫାର କୌଣସି ସମ୍ପର୍କ ନାହିଁ । ସାଂଗଠନିକ ଆବଶ୍ୟକତା ପାଇଁ ଦେଇଛି ଇସ୍ତଫା । ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ମୁଁ ଇସ୍ତଫା ଦେଇଛି…

ଚୋରି କରୁଛନ୍ତି ବ୍ରିଟେନବାସୀ ,ସାମ୍ନାକୁ ଆସିଲା ସାଂଘାତିକ ଚିତ୍ର । ବିଭିନ୍ନ ସାମଗ୍ରୀର ଦର ଅହେତୁକ ଭାବେ ବୃଦ୍ଧି…

କନକ ବ୍ୟୁରୋ : ବିଶ୍ୱର ଅନେକ ଦେଶ ଏବେ ମୁଦ୍ରାସ୍ପିତିରେ ସମ୍ମୁଖୀନ ହେଉଛନ୍ତି । ଆମେରିକା ଓ ବିଟ୍ରେନ ଭଳି ବିକଶିତ ଦେଶ ବି ଖାଦ୍ୟ ସଙ୍କଟ ଦେଇ ଗତି କରୁଛି । ବିଟ୍ରେନରେ ଏବେ ଦରଦାମ୍ ବୃଦ୍ଧି ଏତେ ଭୟଙ୍କର ସ୍ଥିତିରେ ପହଂଚିଛି, ଯୁବପିଢୀ ନିଜ ଦୈନନ୍ଦିନ ଆବଶ୍ୟକତା ପୂରଣ ପାଇଁ ଚୋରି…

ମଧ୍ୟପ୍ରଦେଶ ଭୋପାଳରୁ ମିଳିଲା କୁବେର ସମ୍ପତି, ଦରମା ପାଆନ୍ତି ୩୦ହଜାରେ କିନ୍ତୁ ଘରୁ ମିଳିଲା ୩୦ଲକ୍ଷ ଟଙ୍କାର ଟିଭି ସହ…

କନକ ବ୍ୟୁରୋ : ମହିଳା ସହକାରୀ ଇଞ୍ଜିନିୟରଙ୍କ ଘରୁ ମିଳିଲା ଆଖି ଖୋସିଲା ଭଳି ସମ୍ପତି । ଜବତ ବେଳେ ୩୦ ଲକ୍ଷ ଟଙ୍କାର ଟିଭି, ବିଭିନ୍ନ ବିଦେଶୀ ପ୍ରଜାତିର ଦାମୀ କୁକୁର ସହ ୧୦ରୁ ଅଧିକା ଦାମୀ ଗାଡି ମିଳିଛି । ଭୋପାଳର ଜଣେ ମହିଳା ସହକାରୀ ଇଞ୍ଜିନିୟରଙ୍କ ଘରେ ଚଢାଉ କରି ଏସବୁ ଜବତ କରିଛି…

ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କୁ ସୁପ୍ରିମକୋର୍ଟଙ୍କ ତଲବ, କୋର୍ଟ କହିଲେ ଏଭଳି କଥା

କନକ ବ୍ୟୁରୋ : ଶୁକ୍ରବାର ଦ କେରଳ ଷ୍ଟୋରୀ ମାମଲାର ଉପରେ ଶୁଣାଣୀ କରିଛନ୍ତି ସୁପ୍ରିମକୋର୍ଟ । ଶୁଣାଣୀ କରି ଉଭୟ ପଶ୍ଚିମବଙ୍ଗ ଓ ତାମିଲନାଡୁ ସରକାରଙ୍କଠୁ ଜବାବ ମାଗିଛନ୍ତି କୋର୍ଟ । ଏଥିସହ ପଶ୍ଚିମବଙ୍ଗ ସରକାରଙ୍କ ଫିଲ୍ମ ବ୍ୟାନ ପାଇଁ ଭତ୍ସନା କରିଛନ୍ତି । ଯଦି ସାରା ଦେଶରେ ଫିଲ୍ମ…