Daily Archives

May 14, 2023

କର୍ଣ୍ଣାଟକରେ କିଏ ହେବେ ମୁଖ୍ୟମନ୍ତ୍ରୀ? ଦୌଡ଼ରେ ସିଦ୍ଧରମୈୟା ଓ ଡି.କେ ଶିବକୁମାର । ଦୁଇ ନେତାଙ୍କ ସପକ୍ଷରେ ସମର୍ଥକଙ୍କ…

କନକ ବ୍ୟୁରୋ:କିଏ ହେବ କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ, ସିଦ୍ଧରମୈୟା ନା ଶିବକୁମାର? କଂଗ୍ରେସର ବଡ ବିଜୟ ପରେ ଏହାକୁ ନେଇ ମନ୍ଥନ ଆରମ୍ଭ ହୋଇସାରିଛି । ବିଶେଷଜ୍ଞ କହୁଛନ୍ତି, ରାଜ୍ୟରେ ନୂଆ ମୁଖ୍ୟମନ୍ତ୍ରୀ ବାଛିବା ହାଇକମାଣ୍ଡଙ୍କ ପାଇଁ ଏତେ ସହଜ ହେବ ନାହିଁ । ତେବେ ମୁଖ୍ୟମନ୍ତ୍ରୀ ପଦ ଗୋଟିଏ ।…

ବାଂଲାଦେଶ ଓ ମିଆଁମାର ଉପକୂଳରେ ତାଣ୍ଡବ ରଚିଲା ସାମୁଦ୍ରିକ ଝଡ ‘ମୋକା’ । ଭାଙ୍ଗିଲା ଘର, ଉପୁଡିଲା ଗଛ । ଘଣ୍ଟାପ୍ରତି…

କନକ ବ୍ୟୁରୋ: ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ବାତ୍ୟା ମୋକା, ଓଡିଶା ଉପରେ କୌଣସି ପ୍ରଭାବ ପକାଇନଥିଲେ ବି, ବାଂଲାଦେଶ, ମିଆଁମାରରେ ତାଣ୍ଡବ ରଚିଛି । ପ୍ରବଳ ପବନ ଓ ବର୍ଷା ଯୋଗୁଁ ଦୁଇ ଦେଶର ବ୍ୟାପକ କ୍ଷତି ହୋଇଛି । ତାଣ୍ଡବ ରଚିଲା ବାତ୍ୟା ‘ମୋକା’ ବାଂଲାଦେଶ, ମିଆଁମାରରେ…

ଆଦିବାସୀ ଭୋଟ୍ ଉପରେ ନବୀନଙ୍କ ନଜର । ରାଜ୍ୟରେ ଶୁଭାରମ୍ଭ ହେଲା ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦ

କନକ ବ୍ୟୁରୋ: ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟରେ ୧୪ଟି ନୂଆ ସ୍ୱତନ୍ତ୍ର ଉନ୍ନୟନ ପରିଷଦର ଶୁଭାରମ୍ଭ କରିଛନ୍ତି । ପ୍ରଦର୍ଶନୀ ପଡିଆରେ ଶହ ଶହ ଆଦିବାସୀଙ୍କ ଗହଣରେ ନବୀନ ଏହାର ଶୁଭାରମ୍ଭ କରିଛନ୍ତି । ନୂତନ ଭାବରେ ଅନୁଗୁଳ, ବଲାଙ୍ଗୀର, ବାଲେଶ୍ୱର, ବରଗଡ, ବୌଦ୍ଧ, ଦେବଗଡ, ଢେଙ୍କାନାଳ,…

କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ନାମକୁ ନେଇ ମନ୍ଥନ ମଧ୍ୟରେ ଆସିଲା ବଡ ଖବର, ମେ’୧୮ ତାରିଖରେ ହେବ ଶପଥ ଗ୍ରହଣ

କନକ ବ୍ୟୁରୋ : କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ କଂଗ୍ରେସର ବିଜୟ ପରେ ମେ’୧୮ ତାରିଖରେ ଶପଥଗ୍ରହଣ ଉତ୍ସବ ଅନୁଷ୍ଠିତ ହେବ । ସୂତ୍ର ସୂଚନା ମୁତାବକ ଶପଥଗ୍ରହଣ ଉତ୍ସବରେ କଂଗ୍ରେସ ନେତ୍ରୀ ସୋନିଆ ଗାନ୍ଧୀ, ମହାସଚିବ ପ୍ରିୟଙ୍କା ଗାନ୍ଧୀ ଓ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଯୋଗ ଦେବେ । ଏହାସହ…

ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା। ଅନୁଗୁଳ ପୋକତୁଙ୍ଗା ଗାଁରେ ପଶି ବାଇକ୍ ଭାଙ୍ଗିଦେଲା ଗଜରାଜ

କନକ ବ୍ୟୁରୋ: ଗାଁରେ ହାତୀ ଆତଙ୍କ । ଗାଁକୁ ଗାଁ ଘୁରି ବୁଲୁଛି ଦନ୍ତା ହାତୀ । କିଛି ଦିନ ହେଲା ଅନୁଗୁଳରେ ଦନ୍ତା ଘୁରିବୁଲୁଥିବା ବେଳେ ଆତଙ୍କିତ ହୋଇପଡିଛନ୍ତି ଲୋକେ । କେବଳ ଆମ୍ବ ଓ ପଣସ ଖାଇବାକୁ ହାତୀ ପଲ ଗାଁ ମୁହାଁ ହୋଇ ଆତଙ୍କ ଖେଳାଇ ଚାଲିଛନ୍ତି । ସେହିଭଳି ଗତକାଲି ପୋକତୁଙ୍ଗାରେ…

କେବେ ବଦଳିବ ଚିଲିକା ଦ୍ୱୀପର ଭାଗ୍ୟ? କେବେ ଜଳଯାତ୍ରାରୁ ମିଳିବ ମୁକ୍ତି?

କନକ ବ୍ୟୁରୋ: ପୁରୀ ଜିଲ୍ଲା କୃଷ୍ଣପ୍ରସାଦ ବ୍ଲକର ଲୋକମାନେ ଜିଲ୍ଲା ସହର ମହକୁମାକୁ ଯିବା ପାଇଁ ଜହ୍ନିକୁଦା-ସାତପଡା ଚିଲିକା ଜଳପଥ ଉପରେ ନିର୍ଭର କରନ୍ତି । ପ୍ରତିଦିନ ଦେଶୀ ଡଙ୍ଗା ଯୋଗେ ବିପଦପୂର୍ଣ୍ଣ ଜଳଯାତ୍ରା କରୁଛନ୍ତି ଶହଶହ ଯାତ୍ରୀ । ଚିଲିକାରେ ଅନେକ ଥର ଅଘଟଣ ଘଟୁଛି କିନ୍ତୁ ଏହାର…