Daily Archives

May 29, 2023

ମେ ୩୧ରେ ଯୁକ୍ତ ଦୁଇ ପରୀକ୍ଷା ଫଳ:  ପ୍ରକାଶ ପାଇବ ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ 

କନକ ବ୍ୟୁରୋ: ମେ ୩୧ରେ ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ । ଯୁକ୍ତ ଦୁଇ ବାଣିଜ୍ୟ ଓ ବିଜ୍ଞାନ ପରୀକ୍ଷା ଫଳ ପ୍ରକାଶ ପାଇବ । ସିଏଚଏସଇ ପରୀକ୍ଷା ନିୟନ୍ତ୍ରକଙ୍କ ସୂଚନା ।

କୁସ୍ତିଯୋଦ୍ଧା ଓ ଦିଲ୍ଲୀ ପୁଲିସ ମୁହାଁମୁହିଁ ଘଟଣା: ଜନ୍ତରମନ୍ତରରେ ଧାରଣା ପାଇଁ ମିଳିବନି ଅନୁମତି

କନକ ବ୍ୟୁରୋ: ରବିବାର ଗୋଟେ ପଟେ ନୂଆ ସଂସଦଭବନ ଉଦଘାଟନ ଚାଲିଥିବା ସମୟରେ ଅନ୍ୟପଟେ ଦିଲ୍ଲୀ ଜନ୍ତରମନ୍ତରରେ ଚାଲିଥିଲା ସଂଘର୍ଷ । ଗୋଟିଏ ମାସରୁ ଅଧିକ ସମୟ ଧରି ଧାରଣାରେ ବସିଥିବା କୁସ୍ତିଯୋଦ୍ଧାମାନେ ମହାପଂଚାୟତ ବାହାର କରିବାକୁ ନିଷ୍ପତି ନେଇଥିଲେ । ଯାହାକୁ ବିରୋଧ କରି କାର୍ଯ୍ୟାନୁଷ୍ଠାନ…

ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ନିଜ ସହ ରହିବାକୁ ବାଧ୍ୟ କରିପାରିବେନି ଶାଶୂଘର ଲୋକ: ଆହ୍ଲାବାଦ ହାଇକୋର୍ଟଙ୍କ ଲକ୍ଷ୍ନୌ…

କନକ ବ୍ୟୁରୋ: ପୁଅର ଅନୁପସ୍ଥିତିରେ ବୋହୂଙ୍କୁ ଶାଶୁଘରେ ରହିବାକୁ ବାଧ୍ୟ କରାଯାଇପାରିବନି । ଏହି ରାୟ ଶୁଣାଇଛନ୍ତି ଆହ୍ଲାବାଦକୋର୍ଟଙ୍କ ଲକ୍ଷେ୍ନø ବେଂଚ୍ । ଲକ୍ଷେ୍ନøର ଏକ ମହମ୍ମଦ ହାସୀମ ନାମଜ ଜଣେ ବ୍ୟକ୍ତି ନିଜ ବୋହୂଙ୍କୁ ଶଶୁରଘରେ ଆସି ରହିବା ପାଇଁ ବାଧ୍ୟ କରିଥିଲେ । କେବଳ ସେତିକି…

କର୍ଣ୍ଣାଟକ ନିର୍ବାଚନ ପରେ ବଢିଛି କଂଗ୍ରେସର ଆତ୍ମବିଶ୍ୱାସ: ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନ ପୂର୍ବରୁ ଦଳର ବଡ ଦାବି

କନକ ବ୍ୟୁରୋ: କର୍ଣ୍ଣାଟକ ବିଧାନସଭା ନିର୍ବାଚନରେ ବିପୁଳ ବିଜୟ ପରେ କଂଗ୍ରେସର ଆତ୍ମବିଶ୍ୱାସ ବୃଦ୍ଧି ପାଇଛି । ଏହି କ୍ରମରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଗୋଟେ ବଡ ଦାବି କରିଛନ୍ତି । ମଧ୍ୟପ୍ରଦେଶ ବିଧାନସଭା ନିର୍ବାଚନରେ କଂଗ୍ରେସ ୧୫୦ରୁ ଅଧିକ ଆସନ ସହ ଜିତିବ ବୋଲି ରାହୁଲ କହିଛି ।…

ହିଂସାଗସ୍ତ ମଣିପୁରରେ ଆଜି ପହଁଚିବେ ଗୃହମନ୍ତ୍ରୀ ଅମିତ ଶାହା: ରାଜ୍ୟର ଅଶାନ୍ତ ସ୍ଥିତିର କରିବେ ସମୀକ୍ଷା

କନକ ବ୍ୟୁରୋ: ଜଳୁଛି ମଣିପୁର । ପ୍ରାୟ ଏକ ମାସ ହେବ ଥମୁନି ମଣିପୁର ହିଂସା । ମଣିପୁରର ବହୁ ଗାଁ ଜଳିବାରେ ଲାଗିଛି । ରାଜ୍ୟର କିଛି ଅଂଚଳରେ ଗୁଳି ବର୍ଷା ଓ ଦଙ୍ଗା ଘଟଣା ସାମ୍ନାକୁ ଆସୁଛି । କିଛି ସ୍ଥାନରେ ଏବେ ବି ମଧ୍ୟ କଫ୍ୟୁ ଜାରି ରହିଛି । ରାଜ୍ୟରେ ଲାଗି ରହିଥିବା ହିଂସାରେ…

ପୁଟିନଙ୍କୁ ଭେଟିବା ପରେ ଅସୁସ୍ଥ ହେଲେ ବେଲାରୁଷ ରାଷ୍ଟ୍ରପତି: ଲୁକାସେଙ୍କୋଙ୍କୁ ବିଷ ଦିଆଯାଇଥିବା ଚର୍ଚ୍ଚା

କନକ ବ୍ୟୁରୋ: ମସ୍କୋରେ ହୋଇଥିଲା ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନ ଓ ବେଲାରୁସ ରାଷ୍ଟ୍ରପତି ଆଲେକଜାଣ୍ଡର ଲୁକାସେଙ୍କୋଙ୍କ ଦେଖାସାକ୍ଷାତ । ସାକ୍ଷାତର କିଛି ସମୟ ପରେ ହଠାତ ଅସୁସ୍ଥ ହୋଇପଡ଼ିଥିଲେ ଲୁକାସେଙ୍କୋ । ସଂଗେ ସଂଗେ ତାଙ୍କୁ ମସ୍କୋର ଏକ ଡ଼ାକ୍ତରଖାନାରେ ଭର୍ତି କରାଯାଇ ଚିକିତ୍ସା…